ଶନିବାର ଦିନ ଭୁଲରେ ବି ଘରକୁ ଆଣିବେ ନାହିଁ ଏହି ୮ଟି ଜିନିଷ, ନଚେତ ଆପଣଙ୍କର ଜୀବନରେ ଆସିବ ବଡ ସଙ୍କଟ

ଶନିଦେବ ବହୁତ ଶୀଘ୍ର ରାଗି ଯାଇଥାନ୍ତି ବୋଲି ଆପଣ ମାନେ ସମସ୍ତେ ଜାଣିଛନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ଶନି ଦେବ ଯେତେ ଶୀଘ୍ର ରାଗି ଥାନ୍ତି ସେହି ଭଳି ଶୀଘ୍ର ପିଆରଏସଏନଏନ ମଧ୍ୟ ହୁଅନ୍ତି, ଯେଉଁ ବ୍ୟକ୍ତି ପାପ କର୍ମ କରି ନଥାଏ ତା ଉପରେ ଭଗବାନ ଶନି ଦେବଙ୍କ ଆଶୀର୍ବାଦ ସବୁବେଳେ ରହିଥାଏ ।

ତେବେ କଣ ଆପଣ ଜାଣିଛନ୍ତି ଥରେ ରାଜା ବିକ୍ରମ ଆଦିତ୍ୟ ଭଗବାନ ଶନି ଦେବଙ୍କୁ ଲୁହାର ଆସନ ଦେଇଥିଲେ ବସିବା ପାଇଁ ଯାହା ପରେ ଶନି ଦେବଙ୍କ ବକ୍ରୀ ନଜର ତାଙ୍କ ଉପରେ ପଡିଥିଲା ଆଉ ତା ପରେ ଯାହା ହେଇଥିଲା ଆପଣ ମାନେ ଜାଣିଛନ୍ତି । ତେବେ କିଛି ଜିନିଷ ଏମିତି ଅଛି ଯାହା ଶନିବାର ଦିନ ଭୁଲରେ ବି ଘରକୁ ଆଣିବା ଉଚିତ ହୋଇନଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ କଥା କହିବାକୁ ଯାଉଛୁ ଯାହା ଶନି ବାର ଦିନ ଭୁଲରେ ବି କିଣିବେ ନାହିଁ ।

୧. ଶାସ୍ତ୍ର ଅନୁଯାଇ ଶନିବାର ଦିନ ଭୁଲରେ ବି ମଣିଷକୁ ଲୁହା ଜିନିଷ କିଂବା ଉଚିତ ନୁହ । ତେବେ ଛୁଞ୍ଚି ଠାରୁ ଗାଡି ପର୍ଯ୍ୟନ୍ତ କିଛି ବି କିଣିବେ ନାହିଁ । ଏହା ଛଡା ଯଦି ଆପଣ ଲୁହା ଜିନିଷ ଶନିବାର ଦିନ ଦାନ କରନ୍ତି ତେବେ ଭଗବାନ ଶନି ଦେବ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ହୋଇଥାନ୍ତି ଆଉ ଆପଣଙ୍କ ଉପରେ କୃପା କରିଥାନ୍ତି ।

୨. ଆପଣ ମାନେ ସମସ୍ତେ କୋଇଲା ଦେଖିଥିବେ, ତେବେ କୋଇଲା କଳା ରଙ୍ଗର ହୋଇଥାଏ ଯାହା ପାଇଁ ଏହାକୁ ଶନି ଦେବଙ୍କ ସ୍ୱରୂପ ମଧ୍ୟ କୁହା ଯାଇଥାଏ ଆଉ ଏହା ଇନ୍ଧନ ହୋଇଥାଏ ସେଥିପାଇଁ ଶାସ୍ତ୍ର ଅନୁଯାଇ ଏହାକୁ ଶନିବାର ଦିନ ଘରକୁ ଆଣିବା ବର୍ଜିତ କୁହା ଯାଇଥାଏ ।

୩. ଶାସ୍ତ୍ର ଅନୁଯାଇ ଏହା ମାନ୍ୟତା ଅଛି ଯେ ଶନିବାର ଦିନ କୌଣସି ପ୍ରକାର ତେଲ ହେଉ ନା କାହିଁକି ସେଇଟା ଲଗାଇବା ପାଇଁ ହେଉ ବା ଖାଇବା ପାଇଁ ଶନିବାର ଦିନ ଆଣିବା ଉଚିତ ହୋଇନଥାଏ କାହିଁକିନା ତେଲ ଘରକୁ ଆଣିଲେ ଶନୀଙ୍କ ସାଢେ ସାଥି ଲାଗିଥାଏ ।

୪. ଶାସ୍ତ୍ର ଅନୁଯାଇ ଚମଡା ଜିନିଷ ଶନିବାର ଦିନ ଆଣିଲେ ଆପଣଙ୍କ ଘରେ ଅନର୍ଥ ହୋଇଥାଏ ସେଥିପାଇଁ ଚମଡା ଜିନିଷ ଶନିବାର ଦିନ ଆଣିବେ ନାହିଁ ।

୫. ଶାସ୍ତ୍ର ଅନୁଯାଇ ଶନିବାର ଦିନ ଝାଡୁ କିଣିକି ଆଣିବା ଉଚିତ ହୋଇନଥାଏ ଆପଣ ମାନେ ଯଦି ଜାଣି ନାହାନ୍ତି ତେବେ ଜାଣି ରଖନ୍ତୁ ଶନିବାର ଦିନ ଝାଡୁ ଆଣିଲେ ଆପଣଙ୍କ ଘର ସବୁ ଧନ ବିର୍ଥ ଖର୍ଚ ହୋଇଯିବ ।

୬. ଶାସ୍ତ୍ର ଅନୁଯାଇ ଶନିବାର ଦିନ କଳା ରାଶି ଘରକୁ ଆଣିବା ବହୁତ ଅଶୁଭ ହୋଇଥାଏ । କେବେ ବି ଭୁଲରେ କଳା ରାଶି ଶନିବାର ଦିନ ଆଣିବେ ନାହିଁ ।

୭. ଶାସ୍ତ୍ର ଅନୁଯାଇ ଶନିବାର ଦିନ ଘରେ ଲୁଣ କେବେ ବି ଆଣିବେ ନାହିଁ ନଚେତ ଆପଣଙ୍କ ଜୀବନ ନର୍କ ହୋଇଯିବ ।

୮. ଶାସ୍ତ୍ର ଅନୁଯାଇ ଶନିବାର ଦିନ ଇଙ୍କ କେବେ ଘରକୁ ଆଣିବେ ନାହିଁ ନଚେତ ଆପଣଙ୍କ ଜୀବନ ଆଉ ଆପଣଙ୍କପରିବାର ଉପରେ କଳଙ୍କ ଲାଗିଯିବ ।

Leave a Reply

Your email address will not be published. Required fields are marked *