ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଶନି ଦେବ ବହୁତ ରାଗି ଅଟନ୍ତି ଆଉ ଯାହା ଉପରେ ଶନୀଙ୍କ ଖରାପ ଦଶା ପଡିଥାଏ ସେହି ବ୍ୟକ୍ତି ନିଜ ଜୀବନରେ କିଛି ଭଲ କାମ କରି ପାରେ ନାହିଁ । କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଶନି ଦେବ ଯେଉଁ ରାଶି ଉପରେ ପ୍ରସନ୍ନ ହୋଇଥାନ୍ତି ସେହି ବ୍ୟକ୍ତିକୁ ଜୀବନ ଦାନ ଦେଇଥାନ୍ତି । ଶନି ଦେବ ନ୍ୟାୟ ପ୍ରିୟା ଦେବତା ଅଟନ୍ତି ସେ କାହାକୁ ଦଣ୍ଡ ଦବାକୁ ପଚାନ୍ତି ନାହିଁ ଆଉ ନା କାହାକୁ ଆଶୀର୍ବାଦ ଦବାରୁ ଡଋ ଥାନ୍ତି ।
ଶନି ଗ୍ରହଙ୍କ ପ୍ରଭାବ ସବୁ ରାଶି ଉପରେ ହୋଇଥାଏ କିନ୍ତୁ ଆସନ୍ତା ସମୟ କିଛି ରାଶିଙ୍କ ଉପରେ ଶନି ଦେବଙ୍କ ବିଶେଷ କୃପା ରହିବାକୁ ଯାଉଛି । ଏହି ରାଶି ଲୋକଙ୍କ ଜୀବନରେ ବହୁତ ଖରାପ ସମୟ ଚାଲୁଥିଲା କିନ୍ତୁ ଆସନ୍ତା ସମୟ ବହୁତ ସୁଖପୁର୍ଣ ରହିବାକୁ ଯାଉଛି । ଆପଣ ନିଜ ଜୀବନରେ ବହୁତ କିଛି ଭଲ ପାଇ ପାରିବେ । ଜୀବନରେ ଯଦି କିଛି ଭଲ କାମ କରିବାକୁ ଇଛା ଥାଏ ତେବେ ଏହି ସମୟ ଆପଣଙ୍କ ପାଇଁ ବହୁତ ସୁଖ ସମୟ ଅଟେ ।
ସିଂହ ରାଶି :
ଏହି ରାଶି ଲୋକଙ୍କ ଉପରେ ଭଗବାନ ଶନି ଦେବା ବହୁତ ପ୍ରସନ୍ନ ଅଟନ୍ତି ଆପଣ ନିଜ ଜୀବନରେ ଯେତେ କଷ୍ଟ ପାଇଛନ୍ତି ତାହା ସବୁ ସମାପ୍ତ ହୋଇଯିବ ଆପଣଙ୍କ ଜୀବନରେ ଯେତେ ଦୁଃଖ ଆସିଛି ତାହା ବହୁତ ଶୀଘ୍ର ଦୂର ହୋଇଯିବ କିନ୍ତୁ ମନେ ରଖିବେ କେବେ ବଡ ମାନଙ୍କୁ ଖରାପ କଥା କହିବେ ନାହିଁ ଆଉ ତାଙ୍କ କଥାକୁ ଅମାନ୍ୟ କରିବେ ନାହିଁ ତେବେ ଯାଇ ଆପଣଙ୍କୁ ସବୁ ପ୍ରକାର ସୁଖ ମିଳିବ ।
କନ୍ୟା ରାଶି :
ଏହି ରାଶି ଲୋକଙ୍କ ଜୀବନ ବର୍ତମାନ ଠାରୁ ସୁନା ଭଳି ଚମକିବ, ତେବେ ନିଜ ଜୀବନସାଥୀ ସହ ଅଧିକରୁ ଅଧିକ ସମୟ ବ୍ଯତୀତ କରନ୍ତୁ ଦେଖିବେ ଆପଣଙ୍କ ଜୀବନରେ ଯେତେ ଦୁଃଖ ଥିବ ସବୁ ସମାପ୍ତ ହବ ସୁଖ ଶାନ୍ତି ମିଳିବ । ଯଦି ବିବାହ କରି ନାହାନ୍ତି ତେବେ ମା ବାପାଙ୍କ ସହ ରୁହନ୍ତୁ ଆପଣଙ୍କୁ ବହୁତ ସୁଖ ମିଳିବ ।
ତୁଳା ରାଶି :
ଏହି ରାଶି ଲୋକଙ୍କ ଜୀବନରେ ସୁଖ ହିଁ ସୁଖ ରହିବ କିନ୍ତୁ ମନେ ରଖିବେ କାହାକୁ କଷ୍ଟ ଦେଲା ଭଳି କଥା କହିବେ ନାହିଁ ଆଉ କଲି ଝଗଡା ଠାରୁ ଦୂରେଇ ରହିବେ ଆପଣଙ୍କ ପାଇଁ ଉତ୍ତମ ଅଟେ । ଆପଣଙ୍କୁ ନିଜ ମନ ଉପରେ ନିୟନ୍ତ୍ରଣ ରଖିବାକୁ ହବ ତେବେ ଯାଇ ସବୁ କିଛି ଶୁଭ ହବ ।
କର୍କଟ ରାଶି :
ଏହି ରାଶି ଲୋକ ମାନେ ନିଜ ଜୀବନରେ ଘଟୁଥିବା ଖରାପ କାମ ଦ୍ଵାରା ବହୁତ ନିରାଶ ଅଛନ୍ତି କିନ୍ତୁ ଭଗବାନ ଶନି ଦେବଙ୍କ କୃପାରୁ ଆପଣଙ୍କ ଜୀବନ ସବୁ ଦୁଃଖ ଦୂର ହୋଇଯିବ । ତେବେ ଭୁଲ ବାଟରେ କେବେ ବି ଯିବା ପାଇଁ ଚେଷ୍ଟା କରନ୍ତୁ ନାହିଁ କଲ୍ୟାଣ ହବ ।