ଶନିଙ୍କ ସବୁଠାରୁ ପ୍ରିୟ ହୋଇଥାନ୍ତି ଏହି ରାଶିର ବ୍ୟକ୍ତି, ସ୍ଵୟଂ ଶନି ଦେବ ଏହି ରାଶିଙ୍କ ରକ୍ଷା କରନ୍ତି

ଭଗବାନ ଶନିଙ୍କୁ କିଏ ଅବା ଜାଣି ନାହିଁ ସେ ଦେବତା ମାନଙ୍କ ମଧ୍ୟରୁ ସବୁଠାରୁ ରାଗି ଓ ନ୍ୟାୟ ପ୍ରିୟ ଭଗବାନ ଅଟନ୍ତି । ଶାଣିଦେବ କେବେ ଭଲ ବ୍ୟକ୍ତି ସହ ଖରାପ କରନ୍ତି ନାହିଁ ଓ ଖରାପ କରିଥିବା ବ୍ୟକ୍ତିକୁ କେବେ ମୁକ୍ତି ଦିଅନ୍ତି ନାହିଁ । ତେବେ ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ମଣିଷ ଥରେ ଯମ ଠାରୁ ବଞ୍ଚି ପାରିବ କିନ୍ତୁ ଶନିଙ୍କ କୁଦ୍ରୁଷ୍ଟି ପଡିଲେ ମଣିଷ ର କିଛି ହେଇ ପାରିବ ନାହିଁ ସେଥିପାଇଁ ଶନିଙ୍କୁ ଅବଶ୍ୟ ପୂଜା କରନ୍ତୁ ଏହା ଛଡା ନିଜ କର୍ମ ସଠିକ ଭାବରେ କରନ୍ତୁ ଦେଖିବେ ଭଗବାନ ଶନି ଆପଣଙ୍କ ଉପରେ ସଦେବ ପ୍ରସନ୍ନ ରହିବେ ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ୩ଟି ରାଶିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ଉପରେ ସଦେବ ଶନି ଦେବଙ୍କ କୃପା ରହିଥାଏ ଓ ସ୍ଵୟଂ ଶନି ଦେବ ଏହି ରାଶିଙ୍କୁ ବିପଦରେ ରକ୍ଷା କରନ୍ତି ।

Image Courtesy: Google

ଯଦି ଆପଣ ମାନଙ୍କ ମଧ୍ୟରୁ କାହାକୁ ଏହା ଅନୁଭବ ହେଉଛି ଯେ ଆପଣଙ୍କ ଜୀବନରେ ବହୁତ ଅସୁବିଧା ଚାଲିଛି ଓ ଆପଣଙ୍କ ଜୀବନ ସୁଖମୟ ନାହିଁ ତେବେ ଆପଣଙ୍କୁ ସବୁଦିନ ସନ୍ଧ୍ୟାରେ ଶନି ଚାଳିଶା ପାଠ କରିବା ଉଚିତ ଯଦି ଆପଣ ସେତେ ମଧ୍ୟ କରି ପାରୁ ନାହାନ୍ତି ତେବେ ଏହି ମନ୍ତ୍ର ଜାପ ଅବଶ୍ୟ କରନ୍ତୁ “ଓଁ ଶନି ଶନିଶ୍ଚରାୟ ନମଃ” ଏହ ମନ୍ତ୍ର ଜାପ କରନ୍ତୁ ଦେଖିବେ ଆପଣଙ୍କ ଜୀବନ ବହୁତ ସମସ୍ଯା ଆପେ ଆପେ ଦୂର ହୋଇଯିବ ।

Image Courtesy: Google

୧. ତୁଳା ରାଶି :

ଏହି ରାଶି ଲୋକେ ଭଗବାନ ଶନିଦେବଙ୍କୁ ବହୁତ ପ୍ରିୟା ହୋଇଥାନ୍ତି ଏହି ରାଶି ଲୋକେ ଈର୍ଷ୍ୟା, ଛଳ କପଟ ଭଳି ଜିନିଷରୁ ବହୁତ ଦୂରେଇ ରୁହନ୍ତି ଏହି ଭଳି ଲୋକଙ୍କ ଜୀବନରେ କୌଣସି ଅସୁବିଧା ଆସିବା ଆଗରୁ ଭଗବାନ ଶନି ଦେବ ତାଙ୍କୁ ସଂକେତ ଦେଇଥାନ୍ତି ନଚେତ ସ୍ଵୟଂ ରକ୍ଷା କରିଥାନ୍ତି । କଣ ଆପଣ ଜାଣିଛନ୍ତି ଏହି ରାଶି ନିଜ କର୍ମ ଦ୍ଵାରା ଶନି ଦେବଙ୍କୁ ପ୍ରସନ୍ନ କରିଥାନ୍ତି ସେଥିପାଇଁ କର୍ମ ଭଲ ରଖନ୍ତୁ ।

୨. କୁମ୍ଭ ରାଶି :

ଏହି ରାଶି ଲୋକଙ୍କ ଜୀବନ ଶନି ଦେବଙ୍କ କୃପାରୁ ଚାଲି ଥାଏ ଯଦି ଶନି ଦେବଙ୍କ କୃପା ରହିବ ନାହିଁ ତେବେ ତାଙ୍କ ଜୀବନରେ ହଜାର ପ୍ରକାର ସମସ୍ଯା ଆସିଥାଏ । ଆପଣଙ୍କୁ ସବୁଦିନ ନିୟମିତ ରୂପରେ ଶନି ଚାଳିଶା ପାଠ କରିବା ଉଚିତ ଏହା ଛଡା ଶନିବାର ଦିନ ଯଦି ସମ୍ଭବ ତେବେ ପିଆଜ ରଶୁଣ ସେବନ କରନ୍ତୁ ନାହିଁ ଆପଣଙ୍କ ପାଇଁ ଲାଭକାରୀ ରହିବ ।

Image Courtesy: Google

୩. ମକର ରାଶି :

ମକର ରାଶି ଲୋକଙ୍କ ଜୀବନରେ ଶନି ଦେବଙ୍କ କୃପା ବହୁତ ଅଧିକ ହୋଇଥାଏ ଏହି ରାଶି ଲୋକଙ୍କୁ କେବେ ଆର୍ଥିକ ସମସ୍ଯା ହୋଇନଥାଏ ଓ ଏହା ଛଡା ଏହି ରାଶି ଲୋକଙ୍କୁ ନିଜ ପର୍ସରେ ଗୋଟେ ମୟୂର ପଙ୍ଖ ରଖିବା ଉଚିତ ତେବେ ମୟୂର ପଙ୍ଖ ସମସ୍ତେ ନିଜ ପର୍ସରେ ରଖି ପାରିବେ ଏହା ଆପଣଙ୍କୁ ଅଣିଷ୍ଠରୁ ବଞ୍ଚାଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *