ସିଦ୍ଧାନ୍ତ ମହାପାତ୍ର ଓ ମାମା ମିଶ୍ରଙ୍କ ପୁଅ ଏବେ ବଡ ହୋଇ କଣ କରୁଛନ୍ତି

ସିଦ୍ଧାନ୍ତ ମହାପାତ୍ର ଓଡିଶାର ଏମିତି ଜେନ ଅଭିନେତା ଯାହାଙ୍କ ସମ୍ମାନ ପୁରା ଓଡିଶା ଲୋକ କରିଥାନ୍ତି । ତାଙ୍କୁ ଏତେ ସମ୍ମାନ କେବଳ ନିଜ ଭଲ କାମ ପାଇଁ ମିଳିଥାଏ । ସିଦ୍ଧାନ୍ତ ନିଜ ଜୀବନରେ ବହୁତ ଗୁଡେ ଚଳଚିତ୍ର କରିଛନ୍ତି ଓ ତାଙ୍କ ପ୍ରାୟଠ ସବୁ ଚଳଚିତ୍ର ବହୁତ ସୁପର ଡୁପର ହିଟ ହୋଇଛି ।

ତେବେ ଆଜି ଆମେ ଆପପଣଙ୍କୁ ସିଦ୍ଧାଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ ବହୁତ କିଛି କହିବାକୁ ଯାଉଛୁ ଯାହା ଆପଣ ମାନଙ୍କ ମଧ୍ୟରୁ ବହୁତ ଲୋକ ଜାଣିବାକୁ ଇଛା କରିଥାନ୍ତି କିନ୍ତୁ ପାଇ ପାରନ୍ତି ନାହିଁ ।

Image Courtesy: Google

୧୯୯୩ ମସିହାରେ ୨୭ ବର୍ଷ ବୟସରେ ସିଦ୍ଧାନ୍ତ ଅଲିଉଡ ଦୁନିଆରେ ପାଦ ଦେଇଥିଲେ ଓ ତାଙ୍କ ପ୍ରଥମ ଚଳଚିତ୍ରଥିଲା ଶ୍ରଦ୍ଧାଞ୍ଜଳି ଯାହା ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା ଓ ସଫଳତା କବାଟ ସିଦ୍ଧାନ୍ତଙ୍କ ପାଇଁ ଖୋଲି ଯାଇଥିଲା ଯାହା ପରେ ସିଦ୍ଧାନ୍ତ କେବେ ପଛକୁ ଫେରି ଚାହିଁଲେ ନାହିଁ । ଖବର ଅନୁଯାଇ ସିଦ୍ଧାନ୍ତ ବର୍ତମାନ ପର୍ଯ୍ୟନ୍ତ ଡେଢ ସହ ଠାରୁ ଅଧିକ ଚଳଚିତ୍ରରେ କାମ କରିଛନ୍ତି ଓ ତାଙ୍କ ଦର୍ଶକ ମାନେ ଏବେ ବି ତାଙ୍କୁ ପର୍ଦାରେ ଦେଖିବା ପାଇଁ ଇଛା କରନ୍ତି ।

Image Courtesy: Google

ତେବେ ସିଦ୍ଧାନ୍ତ ଓଡିଶା ଲୋକଙ୍କ ମନରେ ଏମିତି ଗୋଟେ ଛବି ଅଛି ଯାହା କେବେ କେହି ଲିଭେୟ ପାରିବେ ନାହିଁ । ସିଦ୍ଧାନ୍ତ ନିଜ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନ କିଣି ନେଇଛନ୍ତି ଓ ତାଙ୍କ ପୁଅ ଏବେ ବଡ ହୋଇଯାଇଛନ୍ତି ଓ ଲୋକେ ତାଙ୍କୁ ଦେଖିବାକୁ ଓ ଜାଣିବାକୁ ଇଛା କରୁଛନ୍ତି ଯେ ସିଦ୍ଧାନ୍ତଙ୍କ ପୁଅ ଏବେ କଣ କରୁଛନ୍ତି । ତେବେ ମିଡିଆ ଖବର ଅନୁଯାଇ ଏହା ଖବର ବାହାରିଥିଲା ଯେ ୨୦୦୩ ମସିହାରେ ସିଦ୍ଧାନ୍ତ ରଚନାଙ୍କୁ ବିବାହ କରିଥିଲେ କିନ୍ତୁ ଏହା ମିଛ ବୋଲି ଦୁହେଁ ସିଦ୍ଧାନ୍ତ ଓ ରଚନା କହିଥିଲେ ।

Image Courtesy: Google

ତେବେ ୨୦୦୪ ମସିହାରେ ସିଦ୍ଧାନ୍ତ ମାମା ମିଶ୍ରଙ୍କୁ ବିବାହ କରିଥିଲେ ଯାହା ପରେ ତାଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ହୋଇଥିଲେ । ତେବେ ପୁଅଙ୍କ ନାମ ସାଇ ସମର୍ଥ ଅଟେ ଓ ସିଦ୍ଧାନ୍ତ ନିଜ ପୁଅ ସହ ବହୁତ ସମୟ ରହିଥାନ୍ତି ଓ ନିଜ ପୁଅ ସହ ଖେଳିବା ବୁଲିବା ତାଙ୍କୁ ବହୁତ ପସନ୍ଦ ବୋଲି ସେ ଗୋଟେ ଇଣ୍ଟରଭ୍ୟୁରେ କହିଥିଲେ ।

Image Courtesy: Google

ସିଦ୍ଧାନ୍ତଙ୍କ ଝିଅଙ୍କ ନାମ ସାଇ ସିଧି ଅଟେ ବର୍ତମାନ ସମୟରେ ତାଙ୍କ ଝିଅଙ୍କୁ ୧୩ ବର୍ଷ ବୟସ ହୋଇଛି ଓ ତାଙ୍କ ପୁଅଙ୍କୁ ୧୫ ବର୍ଷ ବୟସ ହୋଇଛି । ତେବେ ଗୋଟେ ଇଣ୍ଟରଭ୍ୟୁରେ ସିଦ୍ଧାନ୍ତ କହିଥିଲେ ଯେ ତାଙ୍କ ପୁଅ ବଡ ହେଲା ପରେ ଅଲିଉଡ ଇଣ୍ଡଷ୍ଟ୍ରିରେ ନିଶ୍ଚିନ୍ତ କାମ କରିବେ ତେବେ ଦେଖିବା କଣ ହେଉଛି କିନ୍ତୁ ବର୍ତମାନ ତାଙ୍କ ଦୁଇ ଛୁଆ ପାଠ ପଢୁଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *