ACF ସୋମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ବିଦ୍ୟାଙ୍କ ବାପା ମିଡିଆ ଆଗରେ ନିଜ ଝିଅକୁ ନେଇ ଖାଇଲେ କିଛି ଏମିତି , ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ପାରଳାଖେମୁଣ୍ଡି ଏସିଏଫ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମାମଲା ଦିନକୁ ଦିନ ରହସ୍ୟ ଘେରରେ ଗତି କରୁଛି । ଏହି କେସର ଦିନକୁ ଦିନ ନୂଆ ନୂଆ ତଥ୍ୟ ମିଳିବା ସହ ନୂଆ ଯାଞ୍ଚ ମଧ୍ୟ କରା ଯାଉଛି । ତେବେ ସୋମ୍ୟଙ୍କ ମୃ-ତ୍ୟୁ ଘଟଣା ରେ ତାଙ୍କ ସ୍ତ୍ରୀ ବିଦ୍ୟା ଭାରତୀ , ଡିଏଫଓ ସଂଗ୍ରାମ କେସରୀ ବେହେରା ଓ ରୋଷେୟା ସାମିଲ ଅଛନ୍ତି ବୋଲି ସୋମ୍ୟଙ୍କ ପରିବାର ଲୋକେ ଅ-ଭି-ଯୋ-ଗ କରିଛନ୍ତି । କିନ୍ତୁ ଆଜି ଯାଏଁ ଏହାର କୌଣସି ସଠିକ ପ୍ରମାଣ ମିଳି ନାହି । ବର୍ତ୍ତମାନ ସୂଚନା ଅନୁସାରେ ବିଦ୍ୟା ଭାରତୀ ଫାଇନାଲ ସେମିଷ୍ଟାର ପରୀକ୍ଷା ଦେବାକୁ ବଲାଙ୍ଗୀର ଯାଇଛନ୍ତି ।

ଏହାରି ମଧ୍ୟ ରେ ବିଦ୍ୟା ଙ୍କ ବାପା କହିଛନ୍ତି ଯେ ମୋ ଝିଅ ମାନସିକ ଚାପରେ ଅଛି ଆମେ କିଛି ଜାଣିନୁ । ବିଦ୍ୟାଙ୍କ ବାପା କହିଛନ୍ତି ତାଙ୍କ ପାଖରେ କୌଣସି ତଥ୍ୟ ନାହି । ବିଦ୍ୟାଙ୍କ ପରିକ୍ଷା ଚାଲି ଥିବାରୁ ସେ ତାଙ୍କ ଝିଅ ସହ କୌଣସି ଆଲୋଚନା କରି ନାହାନ୍ତି ବୋଲି ବିଦ୍ୟାଙ୍କ ବାପା ରାଏ ଦେଇଛନ୍ତି ।

ସୋମ୍ୟଙ୍କ ମୃ-ତ୍ୟୁ ଘଟଣା କୁ ନେଇ ବିଦ୍ୟା ଓ ତାଙ୍କ ପରିବାର ସଦସ୍ୟ ମାନେ ସଂପୂର୍ଣ୍ଣ ଭାବେ ମାନସିକ ରୂପରେ ଦୁର୍ବଳ ଅଛନ୍ତି ବୋଲି ବିଦ୍ୟା ଙ୍କ ବାପା ମତ ଦେଇଛନ୍ତି । ନିଜ ଝିଅ ବିଦ୍ୟା ଙ୍କୁ ନେଇ ତାଙ୍କ ବାପା ଏହି ଭଳି ପ୍ରତିକ୍ରିୟା ଦେଇଛନ୍ତି । କିନ୍ତୁ କଥା ରେ ଅଛି ଯାହା ଆଖିକୁ ଦେଖାଯାଏ ତାହା କିଛି ସମୟରେ ସତ ହୋଇ ନ ଥାଏ ।

ତେବେ ସୋମ୍ୟ ଙ୍କ ମୃ-ତ୍ୟୁ ଘଟଣା ରେ କ୍ରାଇମବ୍ରାଞ୍ଚ ପ୍ରଥମ ରୁ ତଦନ୍ତ କରିବ ବୋଲି ଘୋଷଣା କରିଥିଲା । ବୋଧ ହୁଏ ଆଜି ଯାଏଁ ଏହି କେସ ର କୌଣସି ସମାଧାନ ବା ପ୍ରମାଣ ଆଇନ ପାଇଁ ନାହି । ବିଦ୍ୟା ଭାରତୀ ବର୍ତ୍ତମାନ ନିଜର ପରୀକ୍ଷା କୁ ନେଇ ବ୍ୟାସତ ବିବ୍ରତ ରହିବା ସହ ମାନସିକ ଚିନ୍ତା ରେ ଅଛନ୍ତି । ତେବେ ଆଗକୁ ସୋମ୍ୟ ଙ୍କ ମୃ-ତ୍ୟୁ ମାମଲା କେଉଁ ଦିଗ ଦେଇ ଗତି କରିବ ତାହା ଦେଖିବାର ଅଛି । ସୋମ୍ୟ ଙ୍କ ବାପା ଓ ମା ନିଜ ପୁଅକୁ ନ୍ୟାୟ ଦେବା ଲାଗି ଅନେକ ଚେଷ୍ଟା ଓ ପ୍ରୟାସ ଜାରି ରଖିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଏସିଏଫ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମାମଲାକୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *