ACF ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା-କୁ ନେଇ ଫରେଷ୍ଟ ଗାର୍ଡ ଦେଲେ ଭୟଙ୍କର ତଥ୍ୟ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଏସିଫ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା-ରେ ଦିନକୁ ଦିନ ଏପରି ପ୍ରମାଣ ମିଳିବାରେ ଲାଗିଛି ଯାହାର ସାମାଧାନ ହେବା ଅପେକ୍ଷା ଆହୁରି ବଢିବାରେ ଲାଗିଛି । ସୂଚନା ଅନୁସାରେ ସୋମ୍ୟଙ୍କ ମୃ-ତ୍ୟୁ ଘଟଣା କୁ ନେଇ ଫରେଷ୍ଟ ଗାର୍ଡ ପୋଲିସ ଆଗରେ ବୟାନ ଦେଇଛନ୍ତି ।

ଫରେଷ୍ଟ ଗାର୍ଡ ଙ୍କ କହିବା ମୁତାବକ ସୋମ୍ୟଙ୍କୁ ହସପିଟାଲ ନେବା ସମୟରେ ଆମ୍ବୁଲାନ୍ସ ଅଟକାଇ ଦିଆ ଯାଇଥିଲା । କାରଣ ସୋମ୍ୟଙ୍କ ସ୍ତ୍ରୀ ବିଦ୍ୟା ଭାରତୀ ଏକା ଥିବାରୁ କିଛି ମହିଳା ଫରେଷ୍ଟ ଗାର୍ଡ ତାଙ୍କୁ ସାହାଜ୍ଯ କରିବା ପାଇଁ ଯାଇଥିଲେ । ଗାର୍ଡଙ୍କ କହିବା ଅନୁସାରେ ଆମ୍ବୁଳାଂଶ ଦୁଇରୁ ତିନି ମିନିଟ ଯାଏଁ ରାସ୍ତାରେ ରହିଥିଲା । ଗୋପାଳପୁର ଛକରେ ଆମ୍ବୁଲାନ୍ସ ରହି ନ ଥିଲା ବୋଲି ଫରେଷ୍ଟ ଗାର୍ଡ ନିଜ ବୟାନରେ କହିଛନ୍ତି । ଗାର୍ଡ ଙ୍କ କହିବା ଅନୁସାରେ ସେ ବାହାରେ ଭଡା ଘର କରି ରୁହନ୍ତି ।

ତାଙ୍କର କେବେ ବି ଏସିଫ ସୋମ୍ୟ ଓ ତାଙ୍କ ସ୍ତ୍ରୀ ବିଦ୍ୟା ଭାରତୀ ଙ୍କ ସହ କୌଣସି ସମ୍ପର୍କ ନାହି ବୋଲି ଗାର୍ଡ ସ୍ପଷ୍ଟ କରି କହିଛନ୍ତି । ଏହା ଛଡା ଯେତେବେଳେ ଗାର୍ଡ ଙ୍କୁ ଡିଏଫଓ ଙ୍କ ସହ ତାଙ୍କର ସମ୍ପର୍କ ଅଛି କି ନାହି ପଚରା ଯାଇଥିଲା ସେହି ସମୟରେ ସେ ଉତ୍ତର ଦେଇଥିଲେ ଯେ ତାଙ୍କର ଓ ଡିଏଫଓ ଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ନାହି । ଗାର୍ଡ କହିଛନ୍ତି ଯେ ଯେପରି ଗାଡି ଡ୍ରାଇଭର ତା ମାଲିକର ବିଶ୍ଵସ୍ତ ହୋଇଥାଏ ଠିକ ସେହି ପରି ଡିଏଫଓ ଙ୍କ ସହ ମୋର ସମ୍ପର୍କ କେବଳ ଡିୟୁଟି ସମୟରେ ଆଉ କିଛି ନୁହେ ।

ଯେ ହେତୁ ସେ ଫରେଷ୍ଟ ଗାର୍ଡ ହିସାବରେ ଡିୟୁଟି କରନ୍ତି ତେଣୁ ଯେଉଁ ସମୟରେ ଯାହାର ଦରକାର ପଡେ ସେ ଠାରେ ଉପସ୍ଥିତ ରୁହନ୍ତି ବୋଲି ଗାର୍ଡ ନିଜ ମତରେ କହିଛନ୍ତି । ଡିଏଫଓ କେମିତି ସ୍ଵଭାବର ଲୋକ ବୋଲି ପଚାରା ଯାଇଥିଲା ସେତେବେଳେ ଗାର୍ଡ କହିଥିଲେ ତାହା ମୁଁ କହି ପାରିବି ନାହି । କାରଣ ସେ କେବେଳ ଡିଏଫଓ ଙ୍କ ଭଲ ମନ୍ଦ ବୁଝନ୍ତି ନାହି ବରଂ ସମସ୍ତଙ୍କର ଭଲ ମନ୍ଦ ବୁଝିଥାନ୍ତି ।

ବିଦ୍ୟା ଭାରତୀ ଓ ଡିଏଫଓ କେବେ ବି କୌଣସି ସମୟରେ କଥାବାର୍ତ୍ତା ହୁଅନ୍ତି ନାହି ବୋଲି ଗାର୍ଡ କହିଛନ୍ତି । ସେ କେବଳ ନିଜର ଡିୟୁଟି ପୁରା କରନ୍ତି ବୋଲି ଫରେଷ୍ଟ ଗାର୍ଡ କହିଛନ୍ତି । ଏହା ଛଡା ଡିଏଫଓ ଓ ବିଦ୍ୟା ଭାରତୀଙ୍କ ମଧ୍ୟରେ କଣ ସମ୍ପର୍କ ରହିଛି କି ନାହି ସେ ବିଷୟରେ କିଛି ବି ଜାଣି ନାହାନ୍ତି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *