ଶ୍ରାବଣ ମାସରେ 1 ମୁଠି ଲୁଣ ଏଠାରେ ରଖି ଦିଅନ୍ତୁ, ଛପ୍ପର ଫାଡି ହେବ ଧନର ବର୍ଷା

ବନ୍ଧୁଗଣ ଶ୍ରାବଣ ମାସ ଟି ଏମିତି ଏକ ମାସ ହୋଇଥାଏ ଏହି ସମୟରେ ଯେଉଁ ବି ଉପାୟ କରି ନେଇଥାନ୍ତି ତାହାର ଫଳ ଅବଶ୍ୟ ମିଳିଥାଏ । କିଛି ଉପାୟ ଏମିତି ହୋଇଥାଏ ଯାହାର ଫଳ ବହୁତ ଜଲ୍ଦି ପ୍ରାପ୍ତ ହୁଏ । ତେବେ ଏହି ଉପାୟ ଟି ଲୁଣର । ଲୁଣକୁ ଜ୍ୟୋତିଷ ଶାସ୍ତ୍ର ରେ ବହୁତ ମହତ୍ଵ ମାନାଯାଏ । ଲୁଣକୁ ଆମ ଜୀବନରେ ସବୁ ଜାଗାରେ ପ୍ରୟୋଗ କରାଯାଏ । ଲୁଣ ଆମର ଆୟୁଷକୁ ବଢାଇଥାଏ ଓ କମାଇଥାଏ । ଲୁଣକୁ ନେଇ ଅନେକ ଉପାୟ କୁହାଯାଇଛି । ଶ୍ରାବଣ ମାସରେ ଲୁଣର ଏହି ଉପାୟ କରିଲେ ଧନର ବୃଦ୍ଧି ହୋଇଥାଏ । ଆସନ୍ତୁ ଜାଣିବା ବିସ୍ତାର ଭାବେ ।

୧- ଷ୍ଟିଲ, ଲୁହା ପାତ୍ରରେ ଲୁଣ ରଖିବା ଉଚିତ ନୁହେଁ । ଏହାଦ୍ବାରା ଘରକୁ ଦୁର୍ଭାଗ୍ୟ ଆସିବା ସହ ରୋଗ ବ୍ୟାଧି ଦେଖାଯାଏ ।

୨- ବାଥରୁମରେ କାଚ ପାତ୍ରରେ ଲୁଣ ଭରିକି ରଖିଲେ ବାସ୍ତୁ ଦୋଷ ଦୂର ହୋଇଥାଏ । କାହାକୁ ଲୁଣ ଦେବା ସମୟରେ ହାତରେ ଦେବା ଉଚିତ ନୁହେଁ ।

୩- ଯଦି ଘରେ ରାହୁ, କେତୁ, ଶନି ଙ୍କ ଦୋଷ ଅଛି ବା ନେଗେଟିଭ ଶକ୍ତିର ପ୍ରଭାବ ଅଛି ତେବେ ନାଲି କପଡାରେ କଳା ଲୁଣକୁ ବାଧ୍ୟ ମୁଖ୍ୟଦ୍ଵାରରେ ବାନ୍ଧି ଦିଅନ୍ତୁ । ଏହାଦ୍ବାରା ନେଗେଟିଭ ଶକ୍ତି ଦୂର ହୋଇଥାଏ ।

୪- ଘରେ ରଖୁଥିବା ଲୁଣରେ ୪ରୁ ୫ଟି ଲବଙ୍ଗ ପକାଇ ରଖନ୍ତୁ । ଏହା ଦ୍ଵାରା ଧନର ବୃଦ୍ଧି ହୋଇଥାଏ । ଯଦି ଘରେ ସ୍ଥାୟୀ ଭାବେ ରହୁ ନାହିଁ କି ବୃଦ୍ଧି ହେଉ ନାହିଁ ତେବେ ନିଶ୍ଚିନ୍ତ ଏହି ଉପାୟ ଟି କରନ୍ତୁ ।

୫- କାଚ ଗ୍ଲାସରେ ଲୁଣ ଓ ପାଣି ମିଶାଇ ଘରର ନେତୃତ୍ଵ କୋଣରେ ରଖିବା ସହ ନାଲି ରଙ୍ଗର ବଲ ଜଳାଇ ଦିଅନ୍ତୁ । ଏହି ଉପାୟ ଟି କରିଲେ ଧନର ବୃଦ୍ଧି ହୋଇଥାଏ ।

୬- ଘରେ ପୋଛା ମାରିବା ସମୟରେ ପାଣିରେ ଲୁଣ ପକାଇବା ଉଚିତ । ଏହି ଉପାୟ କରିଲେ ଘରର ନେଗେଟିଭ ଶକ୍ତି ଦୂର ହୋଇଥାଏ । କିନ୍ତୁ ଗୁରୁବାର ଦିନ ଘର ପୋଛିବା ଅନୁଚିତ ।

୭- ସୋମବାର ଦିନ ଛୋଟ ପିଲାଙ୍କୁ ପାଣିରେ ଲୁଣ ପକାଇ ଗାଧୋଇ ଦେଲେ ଚର୍ମ ଜନିତ ରୋଗ ହୁଏ ନାହିଁ । ଯଦି ନିଦ ଭଲ ହେଉ ନାହିଁ ତେବେ ରାତିରେ ଶୋଇବା ପୂର୍ବରୁ ପାଣିରେ ସାମାନ୍ୟ ଲୁଣ ମିଶାଇ ହାତ ଗୋଡ ଧୋଇଲେ ଏହା ଦ୍ଵାରା ନିଦ ଭଲ ଆସିଥାଏ ଓ ଥକାପଣ ଦୂର ହୋଇଥାଏ ।

୮- ଯଦି ମନରେ କୌଣସି ଚିନ୍ତା ଅଛି ତେବେ ହାତରେ କିଛି ଲୁଣ ଧରି ଛିଡା ହୁଅନ୍ତୁ । ଯଦି ଜୀବନରେ ଅସଫଳତା ମିଳୁଛି ତେବେ ଏହି ଉପାୟ ଟି ନିଶ୍ଚୟ କରନ୍ତୁ । ଏହାପରେ ଓମ କୁ ୨୭ ଥର କହି ପାଣିରେ ଲୁଣକୁ ଭସାଇ ଦିଅନ୍ତୁ । ଏହା ଦ୍ଵାରା ମନକୁ ଶାନ୍ତି ମିଳିବ ।

୯- ମାନସିକ ଅସାନ୍ତି ରହୁଥିଲେ ସେନ୍ଧା ଲୁଣକୁ ବେଡ ରୁମରେ ରଖନ୍ତୁ ଓ ଗୋଟେ ମାସ ପରେ ପାଣିରେ ଫିଙ୍ଗି ଦିଅନ୍ତୁ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *