ଶ୍ରାବଣ ମାସରେ 10 ଟଙ୍କାର କଏନ ପୋତିଦିଅନ୍ତୁ ଏହି ଗଛ ମୂଳେ, 24 ଘଣ୍ଟା ଭିତରେ ନଦୀ ଭଳି ବହିବ ପଇସା

ଶ୍ରାବଣ ମାସରେ ମହାଦେବଙ୍କର ପୂଜା ଆରାଧନା କରାଯାଏ । ଏହି ମାସରେ ଭକ୍ତ ଯେଉଁ ମନସ୍କାମନା ରଖି ପ୍ରଭୁ ଶିବଙ୍କ ପୂଜା ଆରାଧନା କରିଥାଏ ତେବେ ସେହି ଭକ୍ତର ସବୁ ଇଚ୍ଛା ପୂରଣ ହୋଇଥାଏ । ଶ୍ରାବଣ ମାସ ମହାଦେବଙ୍କର ଅତି ପ୍ରିୟ ମାସ ଅଟେ ।

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା କେବଳ ଶ୍ରାବଣ ମାସରେ କରିଲେ ଦୁର୍ଭାଗ୍ୟ ଦୂର ହୋଇ ସୌଭାଗ୍ୟର ଆଗମନ ହୋଇଥାଏ । ମଣିଷ ଜୀବନରେ ଯେତେ ଦୁଖ କଷ୍ଟ ହେଉ ନାଁ କାହିଁକି ଏହି ଉପାୟ କରିବା ଦ୍ଵାର ଏ ସବୁ ସମସ୍ୟାର ସମାଧାନ ହୋଇଥାଏ ।

ତେବେ ଆସନ୍ତୁ ଜାଣିବା ସେହି ଉପାୟ କଣ ରହିଛି ଓ ତାକୁ କିପରି କରାଯିବ । ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଶ୍ରାବଣ ମାସର ପ୍ରତେକ ସୋମବାର ଦିନ ମହାଦେବଙ୍କ ନିକଟରେ ଜଳାଭିଷେକ କରିଥାଏ ତାର ସବୁ ଇଚ୍ଛା ପୂରଣ ହୋଇଥାଏ । ଏହା ଛଡା ସେହି ବ୍ୟକ୍ତି ଭଗବାନ ଶିବଙ୍କର ଅଶେଷ କୃପା ଲାଭ ହୋଇଥାଏ ।

ଶ୍ରାବଣ ମାସରେ ଯେଉଁ ବ୍ୟକ୍ତି ବେଲ ଗଛର ପୂଜା କରିଥାଏ ସେହି ବ୍ୟକ୍ତି ଉପରେ ମହାଦେବଙ୍କର କୃପା ଦ୍ରୁଷ୍ଟି ରହିଥାଏ । ଏହା ଛଡା ସେହି ବ୍ୟକ୍ତି ଜୀବନରେ ଆସୁଥିବା ସବୁ ସଙ୍କଟର ନିପାତ ହେବା ସହ ପିତୃ ପୁରୁଷଙ୍କର ଆଶୀର୍ବାଦ ମିଳିଥାଏ । ଶ୍ରାବଣ ମାସରେ ସଞ୍ଜିବିନି ମନ୍ତ୍ରର ସାଧନା କରିଲେ ଏହା ଦ୍ଵାରା ଜୀବନରେ ସୌଭାଗ୍ୟର ପ୍ରାପ୍ତି ହୋଇଥାଏ । ଏହି ମନ୍ତ୍ର ଜପ କରିବା ଦ୍ଵାରା ସାଧନାରେ ସିଦ୍ଧି ପ୍ରାପ୍ତ ହୋଇଥାଏ ।

ଏହି ସବୁ ଉଦ୍ୟମ କରିବା ପାଇଁ ବ୍ୟକ୍ତି କୁ ୧୦ ଟଙ୍କାର ସିକା ନେବାକୁ ପଡିବ । ଏହି ୧୦ ଟଙ୍କା ସିକା କୁ ଶ୍ରାବଣ ମାସ ଶେଷ ହେବା ଯାଏଁ ଆପଣଙ୍କୁ ତକିଆ ତଳେ ରଖିବାକୁ ପଡିବ । ଏପରି କରିବା ଦ୍ଵାରା ନାକାରାତ୍ମକ ଶକ୍ତିର ଲୋପ ହୋଇଥାଏ । କାରଣ କିଛି ଲୋକଙ୍କ ଜୀବନରେ ଦୁଖ ଲାଗି ରହିଥାଏ । ତେଣୁ ଏହି ଉପାୟ କରିବା ଦ୍ଵାରା ସବୁ ସମସ୍ୟାର ସମାଧାନ ହୋଇଥାଏ । ଏହା ଛଡା ସକାଳେ ଉଠିବା ପରେ ଏହି ସିକା କୁ ମନ୍ଦିର ରେ ଯାଇ ମହାଦେବଙ୍କ ନିକଟରେ ଛୁଆଁଇ ଆଣିବାକୁ ପଡିବ ।

ଯେଉଁ ମାନେ ଚାକରିର ଅପେକ୍ଷାରେ ଥିବେ ବା ଯେଉଁ ବ୍ୟକ୍ତି ଜୀବନରେ ଦୁର୍ଭାଗ୍ୟ ଲାଗି ରହୁଥାଏ ତେବେ ସେହି ବ୍ୟକ୍ତି ଏହି ସରଳ ଉପାୟ ଶ୍ରାବଣ ମାସର ପ୍ରତେକ ଦିନରେ କରିବା ଉଚିତ । ଶିବ ଲିଙ୍ଗ ଉପରେ ଏହି ୧୦ ଟଙ୍କାର ସିକା ଚଢାଇ ଦେଇ ପୁଣି ଥରେ ଘରକୁ ଆଣି ତକିଆ ତଳେ ରଖି ଶୋଇବା ଉଚିତ । ଶ୍ରାବଣ ମାସରେ ଏହି ଉପାୟର ପ୍ରୟୋଗ କରିଲେ ବ୍ୟକ୍ତି ଜୀବନରେ ଲାଗି ରହିଥିବା ସବୁ ସମସ୍ୟାର ସମାଧାନ ହେବା ସହ ବ୍ୟକ୍ତି ସୁଖ ସମୃଦ୍ଧିର ପ୍ରାପ୍ତ ହୋଇ ପାରିବ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *