Bollywood ହିରୋଇନ Shraddha Kapoor ଙ୍କ ଏହି ସବୁ କାରନାମା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ

ବନ୍ଧୁଗଣ କହିବାକୁ ଗଲେ ବଲିଉଡର ସବୁ ଅଭିନେତ୍ରୀ ନିଜ ଆକଟିଂ ଏବଂ ନିଜ ପ୍ରଦର୍ଶନ କାରଣରୁ ସମସ୍ତ ଦର୍ଶକଙ୍କ ହୃଦୟରେ ଜାଗା ବନାଇ ରଖିଛନ୍ତି । କିନ୍ତୁ ବନ୍ଧୁଗଣ ସେମାନଙ୍କ କେତେକ ବିଶେଷ କଥା ବିଷୟରେ ଦର୍ଶକ ଏବଂ ସାଧାରଣ ଜନତା ପ୍ରାଏ ଜାଣି ନାହାନ୍ତି । କେତେକ ସମୟରେ ଏହି ଅଭିନେତ୍ରୀ ମାନେ ନିଜ ଖରାପ ବ୍ୟବହାର ଏବଂ ଚିଡ ଚିଡ ଗୁଣ କାରଣରୁ କଣ୍ଟ୍ରବକ୍ସିରେ ନଜରକୁ ଆସିଥାନ୍ତି । ତାଙ୍କର ବ୍ୟବହାର ଅନ୍ୟ ପାଇଁ ଦୁଖର କାରଣ ହୋଇଥାଏ । ଆସନ୍ତୁ ଜାଣିବା ଚୂଲବୁଲି ଆକଟିଂ କରୁଥିବା ନାୟିକା ଶ୍ରଦ୍ଧା କପୁରଙ୍କ ନଖରା ବିଷୟରେ ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ନିଜର ବ୍ୟବହାର କାରଣରୁ ମିଡିଆଙ୍କ କଭର ସାମ୍ନାରେ ଆସିବାଠାରୁ ବଞ୍ଚିତ । ମେଡିଆ ଭାଇମାନେ ସିଧା ସଳଖ ଭାବେ ମନା କରିଦେଇଛନ୍ତି । ବନ୍ଧୁଗଣ ଶ୍ରଦ୍ଧା କପୁର ସୁଶାନ୍ତ କେଷ ମାମଲାରେ ମଧ୍ୟ ସାମନାକୁ ଆସିଛନ୍ତି । ବନ୍ଧୁଗଣ ଫିଲ୍ମ “ଛିଚୋରେ”ରେ ଅଭିନୟ କରିଥିବା ହିରୋ ସୁଶାନ୍ତ ଆଉ ଆମ ଗହଣରେ ଉପସ୍ଥିତ ନାହାନ୍ତି । ତାଙ୍କୁ ଦେଶବାସୀ ବହୁତ ମନେ ପକାଉଛନ୍ତି । ତାଙ୍କ ସହିତ ଅଭିନୟ କରିଥିବା ଏହି ଅଭିନେତ୍ରୀ ଜଣକଙ୍କ ବ୍ୟବହାର ଏବେ ଆଗକୁ ଆସିଛି ।

ଶ୍ରଦ୍ଧା କପୁର ଜୟାଙ୍କ ସହିତ ଚାଟ କରିଥିବା ଡ୍ରଗ୍ସ ବିଷୟରେ ତଥ୍ୟ ସାମନାକୁ ଆସିଛି । ଗୋଟିଏ ଚାଟ ମିଡିଆ ସାମନାକୁ ଆସିଆଚି ସେଥିରେ ଜୟାଙ୍କୁ ଅଭିନେତ୍ରୀ ଶ୍ରଦ୍ଧା ଡ୍ରଗ୍ସ ମାଗୁଛନ୍ତି । ଏହା ଯେତେବେଳେ ତାଙ୍କୁ ପଚରା ଗଲା ଉଭୟ କହିଥିଲେ ଏହା ଲିଗାଲ ଅଟେ ବୋଲି । ଏହି କାରଣରୁ ଶ୍ରଦ୍ଧା ଏବଂ ତାଙ୍କ ପରିବାର ଲୋକେ ମଧ୍ୟ ବିବାଦରେ ଫଶୀ ଯାଇଛନ୍ତି । ଗୋଟିଏ ଇଭେନ୍ଟ ରେ ଶ୍ରଦ୍ଧା କାପୁର ପାକିସ୍ଥାନକୁ ଯାଇଥିଲେ ସେଠାରେ ସେ ଏତେ ଛୋଟ ଡ୍ରେସ ପିନ୍ଧିଥିବାରୁ, ପାକିସ୍ଥାନରେ ତାହାକୁ ଆପତି ଜନକ ଭାବେ ଗ୍ରହଣ କରାଗଲା ।

ଏବଂ ଏହାପରେ ତାଙ୍କ ଡ୍ରେସର ତଳକୁ କଳା କପଡା ସହିତ କଭର କରାଗଲା । ବନ୍ଧୁଗଣ କହିବାକୁ ଗଲେ ଶ୍ରଦ୍ଧା କପୁର ସବୁବେଳେ ନିଜ ବୋଲ୍ଡ ପୋଷାକ ପାଇଁ ନିନ୍ଦାର ପାତ୍ର ହୋଇଛନ୍ତି । ସେ ଗୋଟିଏ ଇଭେଣ୍ଟ ଷୋରେ ବ୍ଲାକ ରଙ୍ଗର ପୋଷାକ ପିନ୍ଧିଥିଲେ । ସେଥିରେ ସେ ବସିଥିବା ଅବସ୍ଥାରେ ତାଙ୍କ ଇନର ଦେଖାଯାଇଥିଲା ଯାହାକୁ ଶ୍ରଦ୍ଧା ନିଜ ହାତ ସାହାଯ୍ୟରେ କଭର କରୁଥିଲେ । ବନ୍ଧୁଗଣ ଫିଲ୍ମ “ଆସିକି 2” ପରେ ଶ୍ରଦ୍ଧା କପୁର ଏବଂ ଆଦିତ୍ଯ ରାୟ କପୁରଙ୍କ ରିଲେସନ ବିଷୟରେ କଥା ଚାଲିଥିଲା କିନ୍ତୁ ଏହାକୁ ଦୁହେଁ ସ୍ଵୀକାର କରିନଥିଲେ ।

ଏହାର କିଛି ସମୟ ପରେ ଦୁହିଜଣଙ୍କ ମଧ୍ୟରେ ବ୍ରେକଅପ ହୋଇଯାଇଥିଲା । ଏହାପରେ ସେ “ବରୁଣ ଧବନ”ଙ୍କ ସହିତ ରିଲେସନଶିଫ ରେ ଆସିଲେ ସେ କହିଲେ ଯେ ବରୁଣ ଧବନଙ୍କ ବ୍ୟବହାର ତାଙ୍କୁ ଆଦିତ୍ଯଙ୍କ ଠାରୁ ମଧ୍ୟ ଅଧିକ ପସନ୍ଦ । ବନ୍ଧୁଗଣ ଏହା ସହିତ ସେ “ଫରହାନ ଅକ୍ତର”ଙ୍କ ଛାଡପତ୍ର ପରେ ତାଙ୍କ ସହିତ ଦେଖିବାକୁ ମିଳିଥିଲେ ।

ଖବର ସୂତ୍ରରୁ କୁହାଯାଇଛି ଯେ ସେ ଶୁଟିଙ୍ଗ ପରେ ଫରହାନଙ୍କ ସହିତ ଘଣ୍ଟା ଘଣ୍ଟା ସମୟ ବିତଉଥିଲେ । ବନ୍ଧୁଗଣ ସେ ରେଡି ହେବାକୁ ଏତେ ଟାଇମ ଲଗାଉଥିଲେ ଯେ ମିଡିଆ ଭାଇମାନେ ତାଙ୍କ ଉପରେ କ୍ରୋଧିତ ହେଇଗଲେ ଏବଂ କହିଲେ ଶ୍ରଦ୍ଧା ଗଲେ ଆମେ ରେକର୍ଡ କରିବା ନହେଲେ ନାହିଁ । ବନ୍ଧୁଗଣ ଶ୍ରଦ୍ଧାଙ୍କର ଏହିସବୁ ଗୁଣଯୋଗୁ ତାଙ୍କୁ କେହି ପସନ୍ଦ କରୁନାହାନ୍ତି । ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *