ପୋଡା ମୁହଁରୁ ଆଜି ହେଇଗଲେ ବିଶ୍ବ ସୁନ୍ଦରୀ ! ସଫଳତାର କାହାଣୀ ଶୁଣିଲେ ଆପଣ ବି କରିବେ ପ୍ରଶଂସା ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ କଥା ରେ ଅଛି ଦୁଖ ପରେ ସୁଖ ଆସିଥାଏ । ଯିଏ ଏ କଥା ଟି କହିଛନ୍ତି ଏକଦମ ସତ କଥା କହିଛନ୍ତି । ବ୍ୟକ୍ତି ଜୀବନରେ ଯେତେ ଦୁଖ କଷ୍ଟ ଥିଲେ ମଧ୍ୟ ଦିନେ ନା ଦିନେ ସୁଖ ଆସିଥାଏ । ଏଥିରେ କୌଣସି ସନ୍ଦେହ ନାହି । ଆଜି ଆମେ ଆପଣ ମାନକ ପାଇଁ ଏମିତି କିଛି ବିଷୟ ବସ୍ତୁ ନେଇ ଆସିଛୁ ଯାହାକୁ ଦେଖିଲେ ଆପଣ ମାନେ ଜାଣି ପାରିବେ ଯେ ଏହି କଥାର ଯଥାର୍ଥ ଯେତେ ଦୂର ସତ । ଏହି ଭିଡିଓ ରେ ଆପଣ ମାନେ ଯେଉ ଝିଅକୁ ଦେଖୁଛନ୍ତି ତାଙ୍କ ଜୀବନର କାହାଣୀ କିଛି ଏମିତି ରହିଛି ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ରହିଯିବେ ।

ଗୋଟେ ସମୟ ଏମିତି ଥିଲା ଯେବେ ସେ ନିଜ ମୁହଁ ଦେଖାଇବାକୁ କୁଣ୍ଠାବୋଧ କରୁଥିଲେ । କିନ୍ତୁ ଆଜି ସେ ପ୍ରଥମ ମିସ ୱାର୍ଲ୍ଡ ବିଜେତା ଭାବେ ମୁକୁଟ ହାସଲ କରିଛନ୍ତି । ଏହି ଭିଡିଓ ରେ ଯେଉଁ ଝିଅ ଦେଖା ଯାଉଛନ୍ତି ତାଙ୍କର ପ୍ରକୃତ ନାଁ ହେଉଛି ଶ୍ରୀ ସାଇନି । ଯିଏ ପ୍ରଥମ ଭାରତୀୟ ବନସୁବୋଧ ଭାବରେ ମିସ ୱାର୍ଲ୍ଡ ଆମେରିକୀୟ ମୁକୁଟ ପିନ୍ଧି ପାରିଛନ୍ତି । କିନ୍ତୁ ତାଙ୍କ ଜୀବନର ସଂଘର୍ଷ ମୟ କାହାଣୀ ଜାଣିଲେ ଆପଣ ମାନେ ଅବାକ ହୋଇ ରହିଯିବେ । ମାତ୍ର ୧୨ ବର୍ଷ ବୟସରୁ ସାଇନିଙ୍କ ଜୀବନରେ ଦୁଖ କଷ୍ଟ ଆରମ୍ଭ ହୋଇ ଯାଇଥିଲା । ଏମିତି ଗୋଟେ ଦିନ ଥିଲା ଯେବେ ସେ ନିଜ ମୁହଁ କାହାକୁ ଦେଖାଇ ପାରୁ ନ ଥିଲେ ।

କାରଣ ଗୋଟେ କାର ଦୁର୍ଘଟଣାରେ ତାଙ୍କର ମୁହଁ ପୋଡି ଯାଇଥିଲା । ଏହା ପରେ ତାଙ୍କ ଜୀବନର ଦିଗ ବଦଳି ଯାଇଥିଲା । ସେ ଅନେକ ଚାପରେ ମଧ୍ୟ ସମୟ ବିତାଇଛନ୍ତି । କିନ୍ତୁ ସମୟ ବଦଳିବା ସହ ତାଙ୍କ ଜୀବନର କାହାଣୀ ମଧ୍ୟ ବଦଳି ଯାଇଛି । ଜହ ପାଇଁ ଆଜି ସେ ମିସ ୱାର୍ଲ୍ଡ ଆମେରିକାର ମୁକୁଟ ହାସଲ କରିଛନ୍ତି । ସେ ଏହି ଆୱାର୍ଡ ଜିତିବା ପରେ ନିଜର ମତ ଦେଇଛନ୍ତି ଯେ ମୁଁ ବହୁତ ଖୁସି ହେବା ସହ ତିଳେ ନରଭସ ଅଛି । ମୁଁ ମୋ ଭାବନାକୁ କେମିତି ଶବ୍ଦରେ ବୟାନ କରିବି ତାହା ବୁଝିପାରୁ ନାହି ।

ସେ ତାଙ୍କ ପିତା ମାତାଙ୍କୁ ନିଜର ସବୁ ଶ୍ରେୟ ଦେଇଛନ୍ତି । ଶ୍ରୀ ସାଇନିଙ୍କ ଜୀବନ କାହାଣୀରୁ ଏହା ଶିକ୍ଷା ଲାଭ ହେଲା ଯେ ଜୀବନରେ ଯେତେ ଦୁଖ କଷ୍ଟ ଆସିଲେ ମଧ୍ୟ ମଣିଷ ନ ଭାଙ୍ଗି ଦୃଢ ଭାବେ ସବୁ ପରିସ୍ଥିତିକୁ ସାମ୍ନା କରିବା ଉଚିତ । ସବୁ ପରିସ୍ଥିତିରେ ସଂଘର୍ଷ କରିବା ଉଚିତ । ଏମିତି କରିଲେ ଆପଣ ମଧ୍ୟ ଜୀବନରେ ଦିନେ ନା ଦିନେ ସଫଳତା ପାଇ ପାରିବେ ।

ବନ୍ଧୁଗଣ ସାଇନିଙ୍କ ଜୀବନ କାହାଣୀ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *