ରାତିରେ ଏହି 3ଟି ଜିନିଷ ଦେଖିବା ଉଚିତ ନୁହେଁ, ନଚେତ ଆସିଥାଏ ଦାରିଦ୍ର୍ୟତା- Krishna Vani

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କୌଣସି ସ୍ତ୍ରୀ କିମ୍ବା ପୁରୁଷକୁ ରାତ୍ରି ସମୟରେ ଏହି ଜିନିଷର ଦର୍ଶନ କରିବା ଠିକ ନୁହେଁ । ନହେଲେ ବହୁତ ଭୟଙ୍କର ସମସ୍ଯା ଭୋଗିବାକୁ ପଡିଥାଏ । ବିଷ୍ଣୁ ପୁରାଣରେ ଏମିତି କିଛି ଜିନିଷର ବର୍ଣନା କରାଯାଇଛି ଯାହାକୁ ରାତ୍ରି ସମୟରେ କରିବା ଦ୍ଵାରା ଜୀବନରେ ଦାରିଦ୍ର୍ୟତା, ଦୁଃଖ, ଆଉ କ୍ଲେଶ ଆସିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ରାତିରେ କିଛି ଜିନିଷ ଦର୍ଶନ କରିବା ଅଶୁଭ ହୋଇଥାଏ । ଆସନ୍ତୁ ଜାଣିବା କଣ ଅସୁବିଧା ହୋଇଥାଏ ।

ବାସ୍ତୁ ଶାସ୍ତ୍ରରେ ଘରେ ଶକରାତ୍ମକ ଊର୍ଜା ଆଣିବା ପାଇଁ ଓ ନକରାତ୍ମକ ଊର୍ଜାକୁ ସମାପ୍ତ କରିବା ପାଇଁ ଏମିତି କିଛି ମହତ୍ଵପୂର୍ଣା କଥା କୁହାଯାଇଛି । ବାସ୍ତୁ ଶାସ୍ତ୍ର ଅନୁସାରେ ଆମ ଘର ଭିତରେ ଥିବା ବହୁତ ଜିନିଷର ନିଜ ପାଇଁ କିଛି ଊର୍ଜା ରହିଥାଏ । କିଛି ଜିନିଷ ନକରାତ୍ମକ ଓ ସକାରାତ୍ମକ ଊର୍ଜା ଦୁଇଟି ଜାକ ଛାଡିଥାଏ । ଆଜିର ବିଜ୍ଞାନ ଏହି କଥାକୁ ବହୁତ ଭଲରେ ମାନିଥାଏ । ସବୁ ବସ୍ତୁରେ ଗୋଟିଏ ପ୍ରକାର ଭାଇବ୍ରେସନ ରହିଥାଏ ।


ଏହିସବୁ ମଣିଷଙ୍କ ମୁଣ୍ଡରେ ସୂକ୍ଷ୍ମ ରୂପରେ ପ୍ରଭାବ ପକାଇ ଥାଏ । ଯଦି ଘରେ ନକାରାତ୍ମକ ଊର୍ଜାର ମାତ୍ରା ଭଲ ଜାଗାରେ ପଡିଥାଏ । ତେବେ ଏହର ପ୍ରଭାବ ମଣିଷର ମାନସିକ ସ୍ୱାସ୍ଥ୍ୟ ଉପରେ ପଡିଥାଏ ଏହା ସହିତ ବ୍ଯକ୍ତିର ଆର୍ଥିକ ସ୍ଥିତି ଉପରେ ମଧ୍ୟ ପଡିଥାଏ ।  ସେଥିପାଇଁ ସେହି ବସ୍ତୁକୁ ତାର ବିଶିଷ୍ଟ ସ୍ଥାନରେ ରଖିବାର ବିଧାନ ରହିଛି । ବସ୍ତୁ ହିସାବରେ ଯଦି କୌଣସି ବସ୍ତୁକୁ ତାର ଉଚିତ ସ୍ଥାନରେ ରଖାନଯାଏ ତାହେଲେ ନକରାତ୍ମକ ଊର୍ଜା ଛାଡିଥାଏ ।


ରାତିରେ ଏହି ନକରାତ୍ମକ ଶକ୍ତିର ଊର୍ଜା ଅଧିକ ପଡିଥାଏ । ରାତିରେ ବ୍ଯକ୍ତିର ମନ କମଜୋର ହୋଇଥାଏ । ଏଥିପାଇଁ ସେହି ଶକ୍ତି ମଣିଷ ଉପରେ ଜଲ୍ଦି ହାବି ହୋଇଥାଏ । ଶେଠୀ ପାଇଁ ଶାସ୍ତ୍ରରେ ରାତ୍ରି ସମୟରେ ଏହି ସବୁ ଜିନିଷଠୁ ଦୂରରେ ରହିବାକୁ କୁହାଯାଇଛି । ଯଦି ଆପଣ ପ୍ରତିଦିନ ଏହି ବସ୍ତୁ ସଂସ୍ପର୍ଶରେ ଆସିଥାନ୍ତି ଅଥବା ଏହି ଜିନିଷର ବାର ବାର ପ୍ରୟୋଗ କରିଥାନ୍ତିତ ଏହାର ନକରାତ୍ମକ  ପ୍ରଭାବ ନିଜ ଉପରେ ମଧ୍ୟ ପଡିଥାଏ । ଏଥିରେ କାର୍ଯ୍ୟରେ ମଧ୍ୟ ବାଧା ଉତ୍ପନ ହୋଇଥାଏ ।


ଏହି କ୍ରନରୁ ବ୍ୟକ୍ତିକୁ ଆର୍ଥିକ ସ୍ଥିତିର ସମ୍ମୁଖିନ୍ନ ହେବାକୁ ପଡିଥାଏ । ଯେଉଁ ଘରେ ନକରାତ୍ମକ ପ୍ରଭାବ ଅଧିକ ପଡିଥାଏ ସେଠାରେ ମା ଲକ୍ଷ୍ମୀ ବସ କରିନଥାନ୍ତି । ରାତିରେ ଶୋଇବା ପୂର୍ବରୁ ଆଇନା କେବେବି ଦେଖିବା ଉଚିତ ନୁହେଁ । କାରଣ ଆଇନା ରାତିରେ ସବୁଠୁ ଅଧିକ ନକରାତ୍ମକ ଊର୍ଜା ଛାଡିଥାନ୍ତି । ଯଦି ଆପଣଙ୍କ ବେଡ ସାମନାରେ ଆଇନା ରଖାଯାଏ ତାକୁ ତୁରନ୍ତ ହଟାଇ ଦିଅନ୍ତୁ । ରାତିରେ ଆଇନା ଦେଖି ଆଇନା ଦେଖି ସୋଇଲେ ଡରାବନା ସ୍ଵପ୍ନ ଦେଖିଥାଉ । ଶୋଇଲା ବେଳେ ତାକୁ ଘୋଡାଇକି ରଖନ୍ତୁ ।


ମନୁଷ୍ୟକୁ ରାତ୍ରି ସମୟରେ ଖରାପ କର୍ମ କରୁଥିବା ଲୋକଙ୍କ ମୁହଁ କେବେବି ଦେଖିବେ ନହିଁ ଓ ତାଙ୍କୁ କେବେବି ଦେଖିବା ଉଚିତ ନୁହେଁ । ଏହାର ପ୍ରଭାବ ମଣିଷ ଜୀବନ ଉପରେ ପଡିଥାନ୍ତି । ବିଷ୍ଣୁ ପୁରାଣ ହିସାବରେ ନିରବସ୍ତ୍ର ଶୋଇବା ଠିକ ନୁହେଁ, ଏମିତି କରିବା ଦ୍ଵାରା ଚନ୍ଦ୍ର ଦେବତାଙ୍କ ଅପମାନ ହୋଇଥାଏ । ଏହା ସହିତ ଯେବେ ପିତୃଗଣ ଦର୍ଶନ ପାଇଁ ଆସିଥାନ୍ତି ତାଙ୍କୁ ଊଲଗ୍ନ ଅବସ୍ଥାରେ ଦେଖିଥାନ୍ତି ତାକୁ ଦେଖିକି ଦୁଖୀ ହୋଇଥାନ୍ତି । ଆଉସେ ବୀନା ଆଶୀର୍ବାଦରେ ଚାଲିଜାଆନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *