ଛେଳି ମାଂସ ଖାଇବା ପରେ ଭୁଲରେବି ଖାଆନ୍ତୁ ନାହିଁ ଏହି ତିନୋଟି ଜିନିଷ! ନଚେତ ହୋଇଯିବ ବିଷ- Acharya Balkrishna

ବନ୍ଧୁଗଣ ଯଦି ଆପଣଙ୍କୁ ଛେଳିର ମାଂସ ଖାଇବାକୁ ବହୁତ ପସନ୍ଦ ଅଛି । ଆଉ ପ୍ରତିଦିନ ଖାଇବାକୁ ପସନ୍ଦ କରନ୍ତି, ତେବେ ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ । ଆଜି ଆମେ ଏମିତି ତିନୋଟି ଜିନିଷ ବିଷୟରେ କହିବୁ ଯାହା ଆପଣ ଛେଳି ମାଂସ ଖବିବା ପରେ କେବେବି ଖାଇବେ ନାହିଁ ନହେଲେ ଏହା ବିସ ହୋଇଯିବ । ତେବେ ଆସନ୍ତୁ ଆଜିର ବିଷୟ ବସ୍ତୁ ଆଲୋଚନା କରିବା । ଛେଳି ମାଂସ ଖାଇବା ପରେ କେବେବି ରସୁଣ ଖାଇବା କଥା ନୁହେଁ ।

କାରଣ ଛେଳି ମାଂସ ବହୁତ ଗରମ ହୋଇଥାଏ, ଯଦି ଏହା ପରେ ଆପଣ ରସୁଣ ଖାଇଦିଅନ୍ତି ଏହା ଦ୍ଵାରା ଆପଣଙ୍କୁ ବହୁତ ବାନ୍ତି ହେବାକୁ ଲାଗିଥାଏ । ଆଉ ଆପଣଙ୍କ ନିଶ୍ଵାସ ବହୁତ ହେବାକୁ ଲାଗିଯାଇଥାଏ । ଏହା ଦ୍ଵାରା ଆପଣଙ୍କୁ ହୃଦଘାତ ଆସିପାରେ । ରସୁଣ ଶରୀରକୁ ବହୁତ ଗରମ ରଖିଥାଏ । ସେଥି ପାଇଁ ରସୁଣର ସେବନ କରିବା ବର୍ଜିତ ଅଛି ଛେଳି ମାଂସ ଖାଇବା ପରେ ।

ଛେଳି ମାଂସ ଖାଇବା ପରେ କେବେବି ଲେମ୍ବୁ ଖାଇବା ଉଚିତ ନୁହେଁ । ଯଦି ଆପଣ ଛେଳି ମାଂସ ଖାଇବା ପରେ ଲେମ୍ବୁ କ୍ଷାନ୍ତି ଏହା ଦ୍ଵାରା ଶରୀରର ତାପମାତ୍ରା ବହୁତ ଅଧିକ ବଢିଯାଇଥାଏ । ଏବଂ ଆପଣଙ୍କ ମୁଣ୍ଡ ବୁଲାଇବାକୁ ଲାଗିଥାଏ । ଯାହାଦ୍ୱାରା ଆପଣ ବେହୋସ ହୋଇପାରନ୍ତି । ଛେଳିର ମାଂସ ଖାଇବା ପରେ ଭୁଲରେବି ମହୁର ସେବନ କରନ୍ତୁ ନାହିଁ ।

ଛେଳି ମାଂସ ଖାଇବା ପରେ ଆପଣ ଯଦି ମହୁ କ୍ଷାନ୍ତି, ଏହା ଦ୍ଵାରା ଆପଣଙ୍କ ଶରୀରରେ ଜଲ୍ଦି ଗରମ ଆସିଥାଏ । ଆଉ ଆପଣଙ୍କୁ ବାତ ବାହାରି ପାରେ । ସେଥିଲାଗି ବନ୍ଧୁଗଣ ଏହି ତିନୋଟି ଜିନିଷର ସେବନ ଛେଳି ମାଂସ ଖାଇବା ପରେ କେବେବି କରିବେ ନାହିଁ । ବନ୍ଧୁଗଣ ଏହା ଥିଲା ଆଜିର ବିଷୟ ବସ୍ତୁ, ଯଦି ଭଲ ଲାଗିଥିବ ଲାଇକ ଓ ସେୟର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ଏମିତି ଯୋଡି ହୋଇ ରୁହନ୍ତୁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *