2020 ରେ ଏହି ବଡ Bollywood Star ମାନେ ଦୁନିଆକୁ କହିଲେ ଅଲବିଦା

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ବଲିଉଡ ଏମିତି ଗୋଟେ ଜଗତ ଯେଉଁଠାରେ ବର୍ତମାନ ପର୍ଯ୍ୟନ୍ତ ଏମିତି କିଛି ହୋଇନଥିଲା ଯାହା ପାଇଁ ତାଙ୍କ କାମ ରହି ଯାଉ ବା ଫିଲ୍ମ ବନ୍ଦ ହୋଇଯାଉ । କିନ୍ତୁ ବର୍ଷ ସାରିବାକୁ ଆସିଲାଣି ଓ କରୋନା ଭଳି ମହାମାରୀ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ଯ ସମାପ୍ତ ହୋଇ ନାହିଁ ଓ ନା ଏହାର କିଛି ଭ୍ୟାକ୍ ସିନ ଆସିଛି । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଦିଗେଜ କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ନିଧନ ହୋଇଯାଇଛି ।

୧- ଇର୍ଫାନ ଖାନ୍:

ଆପଣ ମାନେ ଈର୍ଫାନ ଖାନଙ୍କୁ ବେସ ଭଲ ଭାବରେ ଜାଣିଥିବେ ସେ ବହୁତ ଭଲ କଳାକାର ଥିଲେ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ମଧ୍ଯ ଆସୁଥିଲା । ଇର୍ଫାନ୍ ଖାନଙ୍କୁ କ୍ୟାନ୍ସର ଭଳି ରୋଗ ଥିଲା ଯାହା ଶିକାର ସେ ବହୁତ ସମୟ ଧରି ଥିଲେ କିନ୍ତୁ ଏହି ବର୍ଷ ତାଙ୍କ ନିଧନ ହୋଇଥିଲା ।

୨- ରିଶି କପୂର୍ :

ଆପଣ ମାନେ ଋଷି କପୁର କୁ ବେସ ଭଲ ଭାବରେ ଜାଣିଥିବେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବି ଅଭିନୟ କରୁଥିଲେ ଓ ତାଙ୍କ ଅଭିନୟ ରେ ମଜା ମସ୍ତି ସହ ଗମ୍ଭୀରତା ମଧ୍ଯ ରହୁଥିଲା ସେ ନିଜ ଜୀବନରେ ବହୁତ ଫିଲ୍ମ କରିଥିଲେ । ତାଙ୍କର କ୍ୟାନ୍ସର ଦ୍ୱାରା ମୃତ୍ୟୁ ହୋଇଥିଲା ଯାହା ସମସ୍ତଙ୍କ ପାଇଁ ବହୁତ ବଡ ଶକ ଥିଲା ।

୩- ୱାଜିଦ୍ ଖାନ୍ :

ୱାଜିଦ ଖାନ୍ ମ୍ୟୁଜିକ ଦୁନିଆ ର ବହୁତ ବଡ ନା ଥିଲେ ସେ ବହୁତ ମ୍ୟୁଜିକ୍ ଡାଇରେକ୍ଟ କରିଛନ୍ତି । ୱାଯିଦ୍ ଖାନ୍ ବଲିଉଡ ଜଗତରେ ବହୁତ ବଡ ନା କରିଥିଲେ । କିନ୍ତୁ କୋରୋନା ରେ ତାଙ୍କର ବି ନିଧନ ହୋଇଥିଲା ।

୪- ମୋହିତ ବଘେଲ :

ମୋହିତ ବାଘେଲ୍ କୁ ଆପଣ ମାନେ ସଲମାନ୍ ଖାନ୍ ଙ୍କ ରେଡି ଫିଲ୍ମରେ ଦେଖିବାକୁ ପାଇଥି ବେ ତାଙ୍କ ବୟସ ବହୁତ କମ୍ ଥିଲା । ମୋହିତ ବର୍ତ୍ତମାନ କେବଳ ୨୬ ବର୍ଷର ହୋଇଥିଲେ କିନ୍ତୁ କରୋନା ରେ ତାଙ୍କର ବି ନିଧନ ହୋଇଥିଲା । ତେବେ କରୋନା ଭଳି ମହାମାରୀ ରେ ବହୁତ ବଡ ବଡ କଳାକାର ମାନଙ୍କ ନିଧନ ହୋଇଛି । ଏହି ପରିସ୍ଥିତିରେ ଦେଶରେ ବହୁତ ପରିସ୍ଥିତି ଖରାପ ହୋଇଯାଇଛି, ତେବେ ବହୁତ କଳାକାର ମାନଙ୍କ ନିଧନ କ୍ୟାନ୍ସର ରେ ମଧ୍ଯ ହୋଇଛି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *