SRKଙ୍କ ପୁଅ Aryan Khanଙ୍କୁ ନେଇ କିଛି ଏମିତି କହିଲେ Aamir Khan, ଦେଖନ୍ତୁ କଣ କହିଛନ୍ତି

ବଲିଉଡ କିଙ୍ଗ ଖାନ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ମୁମ୍ବାଇ କୃଜ ଡ୍ର-ଗ୍ସ ମା-ମ-ଲାରେ ବର୍ତ୍ତମାନ ଆର୍ଥନ ଜେ-ଲରେ ଅଛନ୍ତି । ଏହି ଡ୍ର-ଗ୍ସ ମା-ମ-ଲାକୁ ସାମନାକୁ ଆଣିଥିଲା ଏନସିବୀ । ଶାହରୁଖଙ୍କ ପୁଅ ଆର୍ୟନ ଗି-ର-ଫ ହେବା ପରେ ଅନେକ ବଲିଉଡ ସେଲିବ୍ରେଟି ମାନେ ତାଙ୍କର ସମର୍ଥନ କରିବା ସହ ତାଙ୍କୁ ସହାନୁଭୁତି ମଧ୍ୟ ଜଣାଇଛନ୍ତି । ଗଣ ମାଧ୍ୟମ ଆର୍ୟନ ଖାନଙ୍କ ଗି-ର-ଫ ହେବା କଥାରେ କେଉଁ ବଲିଉଡ କଳାକାର ମାନଙ୍କର ପ୍ରତିକ୍ରିୟା କଣ ରହିଛି ତାହା ଜାଣିବାକୁ ଚେଷ୍ଟା କରୁଛନ୍ତି । କେହି ବଲିଉଡ ଷ୍ଟାର ମାନେ ଆର୍ୟନ ଖାନଙ୍କର ସମର୍ଥନ କରୁଛନ୍ତି ତ ଆଉ କେହି ଏହା ବି-ରୁ-ଦ୍ଧ-ରେ ଠିଆ ହୋଇଛନ୍ତି ।

ତେବେ ବର୍ତ୍ତମାନର ବଡ ଖବର ହେଉଛି ବଲିଉଡ ଷ୍ଟାର ଅମିର ଖାନ ମଧ୍ୟ ଆର୍ୟନ ଙ୍କ ସମର୍ଥନରେ ବାହାରିଛନ୍ତି । ଅମିର ଖାନ ନିଜ ରାଏରେ କହିଛନ୍ତି ଯେ ଆମ ଦେଶରେ ପ୍ରତେକ ଦିନ ଅନେକ ଏହି ଭଳି ଡ୍ର-ଗ୍ସ ମା-ମ-ଲା ସାମନାକୁ ଆସୁଛି ଓ ସେଥିରେ ଅ-ଭି-ଯୁ-କ୍ତ ମାନଙ୍କୁ ଦ-ଣ୍ଡ ମଧ୍ୟ ଦିଆ ଯାଉଛି । ଏହା ସହ ଅମିର ଖାନ ଏ କଥା ମଧ୍ୟ କହିଛନ୍ତି ଯେ ଯଦି କେହି ବଲିଉଡ କଳାକାର ମାନଙ୍କର ପୁଅ ବା ଝିଅର ନାଁ ଏହି ମା-ମ-ଲାରେ ସାମନାକୁ ଆସୁଛି ତେବେ ମିଡିଆରେ ଏହି କଥା ନିଆଁ ଭଳି ଖେଳି ଯାଉଛି । ମିଡିଆରେ ଏହି ନ୍ଯୁଜ କେବଳ ପ୍ରଚାର ହେଉଛି ଯାହା ଠିକ ନୁହେଁ ।

ଅମିର ଖାନ କହିଛନ୍ତି ଯେ ମିଡିଆରେ ଏହା ଏତେ ବଡ ନ୍ଯୁଜ ନୁହେଁ ଯାହା ପ୍ରଚାର ହେବା ନିହାତି ଜରୁରୀ ଅଟେ । ଏନସିବୀ ଆର୍ୟନ ଖାନଙ୍କୁ ଡ୍ର-ଗ୍ସ ମା-ମ-ଲାରେ ଗି-ର-ଫ କରିଛି ଓ ଏହାର ତ-ଦ-ନ୍ତ ମଧ୍ୟ ଜାରି ରହିଛି । ଆଗାକୁ ଏହି କେସରେ କଣ ହେବ ତାହା ମଧ୍ୟ ସମସ୍ତଙ୍କ ସାମନାଙ୍କୁ ଆସିବ । ଏହି ଭଳି ଭାବେ ବଲିଉଡ ଷ୍ଟାର ଅମିର ଖାନ ଆର୍ୟନ ଖାନଙ୍କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ତେବେ ଗୋଟେ ଦ୍ରୁଷ୍ଟିରୁ ଦେଖିଲେ ଅମିର ଖାନଙ୍କ କଥାର କିଛି ମହତ୍ଵ ରହିଛି । କିନ୍ତୁ ସତ ସବୁବେଳେ ସତ ତାହା କେବେ ଲୁଚି ରହେ ନାହି ।

ତେବେ ଶାହରୁଖ ଖାନ ଓ ଗୌରି ଖାନ ବାର୍ତ୍ତାମ୍ନା ନିଜ ପୁଅ ଆର୍ୟନଙ୍କୁ ନେଇ ଦୁଖରେ ଭା-ଙ୍ଗି ପଡିଛନ୍ତି । ଆଗାମୀ ସମୟରେ ଏହି କେ-ସ କେଉଁ ମୋ-ଡ ନେବ ତାହା ଦେଖିବାର ଅଛି । ଏନସିବୀର ତ-ଦ-ନ୍ତ ଆଗକୁ କିଭଳି ଭାବେ ରହିବ ଓ ଏହି କେ-ସ-ରେ କେଉଁ ତଥ୍ୟ ସାମନାକୁ ଆସିବ ତାହା ଦେଖିବା ବାକି ରହିଲା ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *