ସ୍ତ୍ରୀ ମାନେ କେବେହେଲେବି କରନ୍ତୁ ନାହିଁ ଏହି ୫ଟି ଭୁଲ, ରାସ୍ତା ଉପରକୁ ଆସିପାରନ୍ତି ଆପଣଙ୍କ ସ୍ଵାମୀ

ଆପଣମାନେ ଶୁଣିଥିବେ କି କୁହାଯାଏ ସବୁ ସଫଳ ପୁରୁଷ ପଛରେ ଗୋଟେ ନାରୀର ହାତ ଥାଏ । ଏହା ଏମିତିରେ କୁହାଯାଇ ନାହିଁ । ହିନ୍ଦୁ ପୁରାଣରେ ବି ସ୍ଵାମୀର ସଫଳତା ପାଇଁ ସ୍ତ୍ରୀ କୁ ମୁଖ୍ୟ କାରଣ ବୋଲି କୁହାଯାଇଥାଏ । ଏମିତି କୁହାଯାଇଥାଏ କି ବିବାହ ପରେ ସ୍ଵାମୀର ଭାଗ୍ୟ ତା ସ୍ତ୍ରୀ ଉପରେ ନିର୍ଭର କରିଥାଏ । କାରଣ କିଛି ଲୋକଙ୍କର ଭାଗ୍ୟ ବିବାହ ପରେ ପୂରାପୂରି ବଦଳି ଯାଇଥାଏ ।

ଏମିତି ବି କେତେଥର ହୋଇଥାଏ କି ବିବାହ ପରେ ସ୍ଵାମୀର ବରବାଦୀ ଆରମ୍ଭ ହୋଇଯାଇଥାଏ । ସ୍ଵାମୀର ଏହି ବରବାଦି ପଛରେ ଏକ କାରଣ ସ୍ତ୍ରୀ ର କିଛି ଭୁଲ ବି ହେଇପାରେ ।

ଭବିଷ୍ୟ ପୁରାଣରେ ସ୍ତ୍ରୀ ଏବଂ ପୁରୁଷଙ୍କୁ ନେଇ କିଛି ନିୟମ କରାଯାଇଛି । ଏହା ଅନୁସାରେ ଯଦି ସ୍ତ୍ରୀ ବିବାହ ପରେ କିଛି ଖାସ ଭୁଲ କରିଥାଏ ତାହେଲେ ତାର ନକରାତ୍ମକ ପ୍ରଭାବ ତା ସ୍ଵାମୀର ଭବିଷ୍ୟତ ଉପରେ ପଡିଥାଏ । ସ୍ତ୍ରୀ ର ଭୁଲ ପାଇଁ ସ୍ଵାମୀକୁ ବି ସଜା ମିଳିଥାଏ । ଏହି ଭୁଲ ପାଇଁ ସ୍ଵାମୀ ଧୀରେ ଧୀରେ କାଙ୍ଗାଳ ହେବାକୁ ଲାଗିଥାଏ । ଚାଲନ୍ତୁ ଜାଣିବା ଏହି ପୁରାଣରେ ଥିବା ନିୟମ କଣ ଅଟେ ।

ସ୍ତ୍ରୀ ର ଏହି ୫ଟି ଭୁଲ କରିପାରେ ସ୍ଵାମୀକୁ ବରବାଦ

୧ -ସକାଳୁ ଡେରିରେ ଉଠିବା

ଯେଉଁ ଘରର ସ୍ତ୍ରୀ ସକାଳେ ସୂର୍ଯ୍ୟଦୟ ପରେ ବି ବିଛଣାରେ ଶୋଇ ରହିଥାଏ ସେଠାରେ ବହୁତ ନକରାତ୍ମକ ଶକ୍ତି ରହିଥାନ୍ତି । ଏହି ନକରାତ୍ମକ ଶକ୍ତିର ପ୍ରଭାବ ତା ସ୍ଵାମୀର ଭାଗ୍ୟ ଉପରେ ହିଁ ପଡିଥାଏ । କୁହାଯାଏକି ସକାଳେ ଡେରିରେ ଉଠୁଥିବା ମହିଳା ମାନଙ୍କର ସ୍ଵାମୀ ସବୁବେଳେ ଦୁର୍ଭାଗ୍ୟର ଶିକାର ହୋଇଥାନ୍ତି । ଏଥିପାଇଁ ମହିଳାମାନଙ୍କୁ ସୂର୍ଯ୍ୟଦୟ ପୂର୍ବରୁ ହିଁ ଉଠିବା ଦରକାର ।

୨ -ସଫାସଫି ନ ରଖିବା

ଯେଉଁ ମହିଳା ତା ଘରକୁ ସଫା ରଖି ନଥାଏ ବା ସେଠାରୁ ଗନ୍ଧ ଆସିଥାଏ ସେଠାକୁ ଦରିଦ୍ରତା ବହୁତ ଜଲ୍ଦି ଆସିଥାଏ । ଏହାର ପ୍ରଭାବ ସିଧା ସ୍ଵାମୀର ରୋଜଗାର ଉପରେ ପଡିଥାଏ । ଯାହା ଦ୍ଵାରା ତା ସ୍ଵାମୀ କାଙ୍ଗାଳ ହୋଇ ଯାଇଥାଏ ।

୩ -ପ୍ରତିଦିନ ନ ଗାଧୋଇବା

ଯେଉଁ ମହିଳା ପ୍ରତିଦିନ ଗାଧୋଇ ନଥାଏ ସେ ସବୁବେଳେ ନେଗେଟିଭ ଶକ୍ତି ରେ ବୁଡି ରହିଥାଏ । ତାହାର ଏହି ନେଗେଟିଭି ଶକ୍ତି ସ୍ଵାମୀ ପାଖକୁ ବି ଛାଇ ଯାଇଥାଏ । ଏପରି ସ୍ଵାମୀର ମନ କାମରେ ଲାଗିନଥାଏ ଏବଂ ସେ ନିକମ୍ମା ହୋଇଯାଇଥାଏ ।

୪ -କଟୁ କଥା ଏବଂ ଝଗଡା

ଯେଉଁ ମହିଳା ମୁହଁ ରୁ ସବୁବେଳେ କଡା କଥା ବାହାରିଥାଏ ଏବଂ ସେ ସବୁବେଳେ ତା ସ୍ଵାମୀ ସହ ଝଗଡା କରିଥାଏ ତେବେ ସେ ତା ସ୍ଵାମୀ ର ବରବାଦି କୁ ଡାକି ଆଣିଥାଏ । ଆପଣଙ୍କର ସେହି ଝଗଡା ଏବଂ କଟୁ କଥା ସ୍ଵାମୀର ମୁଣ୍ଡକୁ ଖରାପ କରିଥାଏ ଯାହା ଦ୍ଵାରା ସଠିକ ସେ ତାର କାମ କରିପାରେ ନାହିଁ ।

୫ -ଖାଇବାରେ ଭେଦଭାବ

ଯେଉଁ ମହିଳା ନିଜ ସ୍ଵାମୀକୁ ପିଟ ଭରା ଖାଇବାକୁ ଦେଇନଥାଏ ଏବଂ ଯଦି କିଛି ଖରାପ ମନରେ ତିଆରି କରି ଖୁଆଇଥାଏ ଏହା ଦ୍ଵାରାବି ସ୍ଵାମୀର ବରବାଦି କୁ ସେ ଡାକି ଆଣିଥାଏ ।

Leave a Reply

Your email address will not be published. Required fields are marked *