ସ୍ତ୍ରୀ କହିଲା ଆଶ୍ଚର୍ଯ୍ୟ କରିଦେବାଭଳି କଥା, ପିଲା ନହେବାରୁ ସ୍ଵାମୀ ପ୍ରତିଦିନ କରୁଥିଲା ଏମିତି…

ସ୍ଵାମୀ ସ୍ତ୍ରୀଙ୍କ ସବନ୍ଧ ବଡ ପବିତ୍ର ଏବଂ ବିଶ୍ଵାସ ଭରା ହୋଇଥାଏ ଏବଂ କୁହାଯାଏ କି ସ୍ଵାମୀ ସ୍ତ୍ରୀ ପ୍ରତି ସୁଖ ଦୁଖଃରେ ସାଥ ଦେଇଥାନ୍ତି । ସବୁ ଝିଅ ଯେତବେଳେ ନିଜ ଘର ଛାଡି ନିଜ ଶାଶୁଘରକୁ ଆସିଥାନ୍ତି ତାହେଲେ ସେମାନେ ଚାହିଁଥାନ୍ତି କି ତାଙ୍କ ସ୍ଵାମୀ ତାଙ୍କ ସହିତ ରହିବେ ତାଙ୍କୁ କୌଣସି ବି ପରିସ୍ଥିତିରେ ଏହା ଅନୁଭବ କରିବାକୁ ଦେବେ ନାହିଁ । ବିବାହ ପୂର୍ବରୁ ଦୁଇ ଲୋକ ଯିଏ ଏହି ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ତାଙ୍କର ସ୍ଵପ୍ନ ଥାଏ କି ସେମାନେ ବାପା ମାଆ ହେବେ ।

କିନ୍ତୁ ଆଜି ଯେଉଁ ଘଟନା ସାମନାକୁ ଆସିଚ୍ଛି ଏମିତି ଆପଣ କେବେ ଶୁଣିନଥିବେ ।

ଏଠାରେ ଜଣେ ସ୍ତ୍ରୀ ମାଆ ହେଇ ପାରୁନଥିବାରୁ ସ୍ଵାମୀ ତା ସହିତ କିଛି ଏମିତି କଲା ବିଶ୍ଵାସ କରି ପାରିବେ ନାହିଁ । କେତେଥର ଲୋକଙ୍କର ଦୁଖଃ ଏତେ ବଢିଯାଏ ଯେ ସେମାନେ କୌଣସି ବି ସ୍ତରକୁ ଖସି ଆସିଥାନ୍ତି । କିଛି ଏମିତି ହୋଇଛି ଏହି ସ୍ଵାମୀଙ୍କ ସହିତ । ଏହି ଘଟଣା ବାଲିୟରର ଗାୟତ୍ରୀ ବିହାରର ଅଟେ ,ଯେଉଁଠାରେ ଗୁଡିୟାର ବିବାହ ୯ବର୍ଷ ପୂର୍ବେ ଶ୍ୟାମସୁନ୍ଦରଙ୍କ ସହିତ ହୋଇଥିଲା ,କିନ୍ତୁ ବିବାହର ୯ବର୍ଷ ବିତିଗଲା ପରେ ବି ସେ ତାଙ୍କ ସ୍ଵାମୀଙ୍କୁ ବାପା ହେବାର ସୁଖ ଦେଇ ପାରିଲେ ନାହିଁ ସେଥିପାଇଁ ତାଙ୍କ ସ୍ଵାମୀ ତାଙ୍କ ସହିତ କିଛି ଏମିତି କଲେ ଯାହାପରେ ପୋଲିସ ବି ଆସିଗଲେ ।

ଗୁଡିୟାର ସ୍ଵାମୀ ତାଙ୍କୁ ସବୁଦିନ ମାରପିଟ କରୁଥିଲେ । ଏତିକି ନୁହେଁ ସେ ବାପ ଘରୁ ଯୌତୁକ ଆଣିବା ପାଇଁ ଜୋର ଦେଉଥିଲା । ଏହିସବୁ ପାଇଁ ଗୋଟେ ରାତିରେ ଯେତବେଳେ ସ୍ଵାମୀ ବାହାରେ ଶୋଇଥିଲା ଗୁଡିୟା ଶାଢିରେ ଫାଶି ଲଗାଇ ଦେଲା । ଯେତବେଳେ ତାପର ଦିନ ସକାଳୁ ସ୍ଵାମୀର ନିଦ ଭାଙ୍ଗିଲା ଏବଂ ସେ କୋଠରୀକୁ ଯିବା ପାଇଁ କବାଟ ଖୋଲିଲେ ଦେଖିଲେ ଭିତର ପଟୁ କବାଟ ବନ୍ଦ ଅଛି ସେ ବହୁତ ବାଡେଇଲା ପରେ ବି କବାଟ ଖୋଲିଲା ନାହିଁ ସେ ଝରକାରେ ଦେଖିଲା ତ ତାର ହୋଶ ଉଡିଗଲା । ଭିତରେ ସ୍ତ୍ରୀ ଫାଶିରେ ଝୁଲୁଥିଲା ,ଏହାପରେ ସେ ପୋଲିସକୁ ଖବର ଦେଲେ ।

ଯେତବେଳେ ପୋଲିସ ସୂଚନା ପାଇଲେ ସେମାନେ ଆସିଲେ ଏବଂ କବାଟ ଭାଙ୍ଗି ଶବକୁ ବାହାରକୁ ଆଣିଲେ ସେହି ସମୟରେ ଗୁଡିୟାର ଭାଇ ପହଞ୍ଚିଲେ ଏବଂ ହତ୍ୟାର ଆରୋପ ଲଗାଇଲେ ଯାହାପରେ ପୋଲିସ ଯାଞ୍ଚ ଆରମ୍ଭ କରିଦେଲା ଏବଂ ସତ ସାମନାକୁ ଆସିଗଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *