ସ୍ତ୍ରୀ ଉପରେ ସନ୍ଦେହ ହେଉଥିଲା କିନ୍ତୁ ବିଶ୍ଵାସ ହେଉନଥିଲା, ଲୁଚାଇ କରିଦେଲେ ପୁଅର DNA ଟେଷ୍ଟ ତ ଉଡିଗଲା ହୋସ

ଉତ୍ତରପ୍ରଦେଶ ଆଗ୍ରା ଜିଲ୍ଲାରେ ସ୍ଵାମୀ-ସ୍ତ୍ରୀର ଝଗଡାର ବିଚିତ୍ର ଘଟଣା ସାମ୍ନାକୁ ଆସିଛି । ଜଣେ ଡାକ୍ତରର DNA ତାଙ୍କ ୫ ବର୍ଷର ପୁଅ ସହିତ ମିଶିଲା ନାହିଁ ତେଣୁ ସେ ସ୍ତ୍ରୀ ଠାରୁ ଛାଡପତ୍ର ନେବା ପାଇଁ ଅଦାଲତରେ ନିବେଦନ କଲେ । ସ୍ତ୍ରୀ ଏକ ବ୍ୟାଙ୍କରେ ଅଫିସର ଅଛି । ସ୍ତ୍ରୀ ସେହି ରିପୋର୍ଟ କୁ ଅନୁଚିତ କହି ଏସଏସପିଙ୍କୁ ଅଭିଯୋଗ କଲେ ତ ଘଟଣା ପରାମର୍ଶ କେନ୍ଦ୍ରକୁ ପଠାଇ ଦିଆଗଲା । ଏବଂ ତା ପରେ କଣ ହେଲା ଆସନ୍ତୁ ଜାଣିବା ।

ସେଠାରେ ଦୁଇଜଣଙ୍କ କଥା ଠିକ ଭାବେ ଶୁଣା ଗଲା କିନ୍ତୁ କେସ ପ୍ରଥମରୁ କୋର୍ଟରେ ଥିବା କାରଣରୁ ସେ ଦୁଇଜଣଙ୍କୁ ସେଠାକୁ ପଠାଇ ଦିଆଗଲା ।

୬ ବର୍ଷ ପୂର୍ବରୁ ବିବାହ କରିଥିବା ଦମ୍ପତି ଏବେ ଅଲଗା ଅଲଗା ରହୁଛନ୍ତି । ପରିବାର ପରାମର୍ଶ କେନ୍ଦ୍ରର କାଉନ୍ସିଲର କହିଛନ୍ତି କି ଏହି ଘଟଣା କିଛି ସମୟ ପୂର୍ବରୁ ଆସିଥିଲା । ଡାକ୍ତର ଏବଂ ତାଙ୍କ ସ୍ତ୍ରୀଙ୍କ ଭିତରେ ବହୁତ ଝଗଡା ହେଲା । ଡାକ୍ତର ଖୋଲିକି ଏହା କହିପାରୁ ନଥିଲେ କି ତାଙ୍କ ସ୍ତ୍ରୀ ର ଆଉ କାହା ସହିତ ସମ୍ପର୍କ ଅଛି ବୋଲି ।

ଏଥିପାଇଁ ଡାକ୍ତର ପରୀକ୍ଷା କରିବା ବାହାନାରେ ପୁଅର ରକ୍ତର ନମୁନା ନେଲେ । ଏହାକୁ ଲ୍ୟାବକୁ ପଠାଇ DNA ସାମ୍ପୁଲ ତିଆରି କଲେ । ଏହାପରେ ନିଜର DNA ସାମ୍ପୁଲ ମିଶାଇବା ପାଇଁ ପଠାଇ ଦେଲେ । ଲ୍ୟାବରେ DNA ମିଶୁ ନାହିଁ ବୋଲି ରିପୋର୍ଟ ଆସିଲା । ଡକ୍ଟର ଏହାକୁ ଆଧାର କରି ସ୍ତ୍ରୀ ଠାରୁ ସବୁ ସମ୍ପର୍କ କାଟିକା ପାଇଁ ଅଦାଲତରେ ଛଡାପତ୍ର ପାଇଁ ଆବେଦନ କଲେ । ପରାମର୍ଶ କେନ୍ଦ୍ରରେ ଯେତବେଳେ ଏହାର ସତ୍ୟତା ଜଣା ପଡିଲା ତ ସେଠାରେ ଫାଇଲ ବନ୍ଦ କରା ଦିଆ ଗଲା ।

ଏବଂ କୋର୍ଟ ମଧ୍ୟ ଡାକ୍ତର ସପକ୍ଷରେ ଯାଇ ଡିଭୋର୍ସ ମଞ୍ଜୁର କରିଦେଲେ । କାହିଁକି ନା ସେହି ସ୍ତ୍ରୀ ର ଆଉ କାହା ସହ ସମ୍ପର୍କ ଥିଲା ଓ ସେହି ପୁଅ ବି ସେହି ଲୋକର ଯାହା ସହ ତାର ସମ୍ପର୍କ ଅଛି । ଏହା ଡାକ୍ତର ଧୀରେ ଧୀରେ ସନ୍ଦେହ କରୁଥିଲେ କିନ୍ତୁ କିଛି କହିପାରୁ ନଥିଲେ । ଏହାକୁ ଅଣଦେଖା କରି ଚାଲିଥିଲେ । କିନ୍ତୁ ସେ କେବେ ଭାବି ନ ଥିଲେ କି ସେ ପୁଅ ବି ତାଙ୍କର ନୁହେଁ ସେ ସନ୍ଦେହ ରେ DNA ଟେଷ୍ଟ କରାଇଲେ କିନ୍ତୁ ସତ ଜାଣି ତାଙ୍କୁ ବି ଝଟକା ଲାଗିଥିଲା । ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *