ଜିମରେ ଏହି ଝିଅ ସହିତ ଗୋଟେ ପୁଅ ଯାହା କଲା ଦେଖି ଆପଣଙ୍କର ମଧ୍ୟ ହୋଇଯିବ ରକ୍ତ ଗରମ, ଦେଖନ୍ତୁ ଭିଡିଓ

ଆଜିକାଲି ହଜାରେ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସୁଛି, କିନ୍ତୁ କିଛି ଭିଡିଓ ଏହା ଭିତରୁ ଏମିତି ବି ହୋଇଥାଏ ଯାହାକୁ ଦେଖିଲା ପରେ କାହାର ବି ରକ୍ତ ଗରମ ହୋଇଯିବ । ଆଜି ଯେଉଁ ଭିଡିଓ ସାମ୍ନାକୁ ଆସିଛି ସେଥିରେ ଆପଣ ଦେଖିବେ କି ଜିମରେ ଏକ ଝିଅ ସହିତ ଏକ ପୁଅ ଖରାପ ବ୍ୟବହାର କରୁଛି । ପୁଅଟିକୁ ଗିରଫ କରାଯାଇଛି ନା ନାହିଁ କିନ୍ତୁ ସେ ଯାହା ବି କରିଛି ତାହା ବରଦାସ୍ତ କରି ହେବ ନୁହଁ ।

ତେବେ କଣ ହେଇଛି ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଘଟଣା ।

ଯେମିତି ଏହି ଭିଡିଓରେ ଦେଖାଯାଉଛି ସେଥିରୁ ତ ଏହା ଲାଗୁଛି କି ଏହି ବ୍ୟକ୍ତି ମାନସିକ ରୋଗୀ ଅଟେ ନହେଲେ ନିଶାରେ ଥିଲା ,କିନ୍ତୁ କାରଣ ଯାହାବି ହେଉ ଏମିତି ଲୋକଙ୍କୁ କ୍ଷମା କରିବା ସମ୍ଭବ ନୁହେଁ , କାରଣ ଯଦି ସାର୍ବଜନୀନ ଜାଗାରେ ଏହି ଲୋକମାନଙ୍କ ମନ ଏମିତି ବଢି ଯାଉଛି ତାହେଲେ ମହିଳାମାନେ ଦୁନିଆରେ ମହିଳା ମାନେ କେମିତି ରହିବେ ।

ଆପଣ ନିଜେ ଏହି ଭିଡିଓ କୁ ଦେଖି ନିଅନ୍ତୁ ଏବଂ ତାପରେ କୁହନ୍ତୁ କଣ ଏହି ବ୍ୟକ୍ତି କୁ କ୍ଷମା କରିଦେବା ଦରକାର ଏପରି ବ୍ୟକ୍ତି ଆମ ସମାଜରେ ଏକ ଦାଗ । ଏଥିପାଇଁ ଆମେ ଆପଣଙ୍କୁ ଅନୁରୋଧ କରୁଛୁ କି ଏହି ଭିଡିଓକୁ ଏତେ ଶେୟାର କରନ୍ତୁ ଯାହା ଫଳରେ କି ସମାଜରେ ଏମିତି ଲୋକମାନଙ୍କୁ ଜାଗା ଦିଆ ନଯାଉ ଏବଂ ଝିଅମାନଙ୍କ ଉପରେ ପୁରୁଷତ୍ଵ ଦେଖାଉଥିବା ଏହି ବ୍ୟକ୍ତିଙ୍କୁ ଜଲ୍ଦି ଧରା ଯାଉ କିନ୍ତୁ ଏହାର କାମ ଆପଣ ନିଜେ ଦେଖି ନିଅନ୍ତୁ ।

ଦେଖନ୍ତୁ ଭିଡିଓ

ଯେମିତି କି ଅପାନ ଏହି ଭିଡିଓ ରେ ଦେଖିଥୁବେ ଗୋଟେ ପୁଅ ଗୋଟେ ଝିଅକୁ ତା ପେଟକୁ କେଉନଭଳି ଗୋଇଠା ମାରୁଛି । ସେ ଦୁଇ ଜଣଙ୍କ ଭିତରେ ବିଧେ କୌଣସି କଥାକୁ ନେଇ ଝଗଡା ହୋଇଥାଇ ପାରେ କିନ୍ତୁ ଏହିଭଳି ଭାବେ ଗୋଟେ ନାରୀକୁ ହାତ ଗୋଡ ଉଠାଇବା ସେଇଟା କେତେ ଦୂର ଠିକ ? ଏହାକାଉ ଦେଖିବା ପରେ ଆପଣଙ୍କର ପ୍ରଥମ ପ୍ରତିକ୍ରିୟା ସେଇଆ ହିଁ ଥିବ ଯାହା ଆମର ଥିଲା । ପ୍ରଥମେ ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ ଏହି ହଠାତ ଆକ୍ରମଣ ଦେଖି ।

ତେବେ ଏହା ଉପରେ ଆପଣଙ୍କ ମତ କଣ ସେ ବିଷୟରେ ନିଶ୍ଚୟ ଜଣାନ୍ତୁ ଓ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *