ଯଦି ଆପଣ ଚେହେରା ଉପରେ ବଢୁଥିବା ବୟସର ପ୍ରଭାବ ପଡିବାକୁ ଦବାକୁ ଚାହୁଁ ନାହାଁନ୍ତି ଏବଂ ଆପଣଙ୍କର ଚେହେରାକୁ ସୁନ୍ଦର ରଖିବାକୁ ଚାହୁଁ ଛନ୍ତି ତାହେଲେ ଗୁଡର ପ୍ୟାକ ଆପଣଙ୍କ ପାଇଁ ସବୁଠାରୁ ଭଲ ବୋଲି ପ୍ରମାଣିତ ହେଇ ପାରିବ ।
ଏଠି ପାଇଁ ଗୁଡ ପାଉଡର ଏବଂ ଅଙ୍ଗୁର ସମାନ ଭାବରେ ନିଅନ୍ତୁ ,ଏଥିରେ ଏକ ଚାମଚ ଥଣ୍ଡା କଳା ଚା ଏବଂ ଏକ ଚଉଥା ଚାମଚ ହଳଦୀ ମିଶାଇ ପେଷ୍ଟ ତିଆରି କରନ୍ତୁ । ପେଷ୍ଟ ତିଆରି କରିବା ପାଇଁ ପାଣି ଜାଗାରେ ଗୋଲାପ ଜଳ ମିଶାଇବା ବହୁତ ଲାଭ ଦାୟକ ହେବ ।
ଏହି ପେଷ୍ଟ କୁ ୧୫ ମିନିଟ ପର୍ଯ୍ୟନ୍ତ ଚେହେରାରେ ଲଗାନ୍ତୁ ଏବଂ ତାକୁ ଶୁଖିବାକୁ ଦିଅନ୍ତୁ ,ଏହା ପରେ ଉଷୁମ ପାଣିରେ ଏହାକୁ ଧୋଇଦିଅନ୍ତୁ । ସୁନ୍ଦର ଚେହେରା ଚମକିବା କୁ ଲାଗିବ । ଥରେ ନିଶ୍ଚୟ କରିକି ଦେଖନ୍ତୁ ମୁହଁ ଏତେ ସୁନ୍ଦର ଦେଖା ଯିବ କି ଆପଣ ବିଶ୍ଵାସ କରିପାରିବେନି ।