ସ୍ତ୍ରୀ Koelଙ୍କ ବିବାହ ପରେ ହାତ ଯୋଡି କଣ କହିଲେ Bobby, ଦେଖନ୍ତୁ Video

ଆପଣ ମାନେ ଏହାକୁ ଜାଣି ଥିବେ କି ଏବେ କିଛି ଦିନ ତଳେ ଏବେ କୋୟଲ ବାନାର୍ଜୀ ଏବେ ବିବାହ କରିଥିଲେ । ସେ ପ୍ରଥମେ ବବି ମିଶ୍ର ଙ୍କୁ ବିବାହ କରିଥିଲେ । କିଛି ଦିନ ଗଲା ପରେ ସେମାନାଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇ ଥିଲା । ଏହାକୁ ନେଇ ଅନେକ ପ୍ରକାର ଚ୍ଚର୍ଚ୍ଚା ହୋଇଥିଲା । ଏହାକୁ ଅନେକ ପ୍ରକାର ମତ ଦିଆ ଯାଇଥିଲା । ଆପଣ ମାନେ ଏହା ମଧ୍ୟ ଜାଣି ଥିବେ କି ଦୁହେଁ ପରସ୍ପର ସହ କିଛି ଦିନ ଯାଏ ଖୁଶିରେ ରହିବା ପରେ ।

ଜଣା ପଡିଥିଲା କି ସେମାନେ ନୂଆ ଆକରୀ ଚାନେଲ ଖୋଲି ଥିଲେ ସେଥିରେ ଦୁହେଁ ଭଲ ଓ ସୁନ୍ଦର ଯୋଡି ଥିବାର ଲୋକମାନେ ଦାବି କରିଛନ୍ତି । ଏହା ପରେ କିଛି ଦିନ ଭିତରେ କୋଏଲ ନିଜ ବାପା ଘରାକୁ ଚାଲି ଯାଇଥିଲେ ସେ କୋଲକାତା ରେ ଯାଇକି ରହି ଥିଲେ ।

ସେ କୋଲକାତାରେ ଏକ ନୂଆ ସିରିଏଲ କରୁଥିଲେ । ସେ ବବି ଙ୍କୁ ଛାଡି କି ସବୁଦିନ ପାଇଁ ଚାଲି ଯାଇ ଥିଲେ ଆସିବା ପରେ ସେ ନିଜ ର ଏକ ଭଡା ଘରେ ଥିଲେ ଏବେ ସେ ଦ୍ଵିତୀୟ ବିବାହ କରି ସାରିଲେଣି ମାତ୍ର ତାଙ୍କର ନୂଆ ଜୀବନସାଥୀ କିଏ ମାତ୍ର ତାଙ୍କ ବିବାହ ରେ ସେ ଅଭୁତ ଖୁଶି ଅଛନ୍ତି । ମାତ୍ର ଏବେ ବବି ସବୁ କଥାକୁ ପଛକୁ ଛାଡିକି ଏବେ ସମାଜ ସେବାରେ ଲାଗିଛନ୍ତି ।

ଏହି କିଛି ଦିନ ତଳେ ବବି ସେୟାର କରୁଥିବା ଭିଡିଓ ରେ ଜଣା ପଡୁଛି କି । ସେ ଏବେ ସଫେଇ କାମରେ ଲାଗିଛନ୍ତି । ଏବେ ସେ ଏକ ପାର୍କ ଯାଇକି ସବୁ ଙ୍କୁ ନିବେଦନ କରୁଛନ୍ତି କି ସେମାନେ ନିଜର ଖାଇବା ପିବାର ଜିନିଷ କୁ ନେଇକି ଯିବା ପରେ ଓ ଏହାକୁ ଖାଇ ସାରିବା ପରେ ସେମାନେ ଏପାଖ ସେପାଖ ହୋଇକି ପକେଇ ଦେଉଛନ୍ତି ।

ତେବେ ଏହି ଭଳି କରିବା ସହ ସେ ନିଜେ ସେହି ଜାଗାରେ ଝାଡୁ ମଧ୍ୟ ମାରୁଛନ୍ତି । ଓ ନିଜେ ସବୁ କଚରା କୁ ନେଇକି ବାହାରେ ଝାଡୁ ଲଗାଉଛନ୍ତି । ଏହା ସହ ସେ ଅନୁରୋଧ କରୁଛନ୍ତି କି ଆପଣମାନେ ମଧ୍ୟ ପାର୍କ ଯିବା ବେଳେ ନିଜର କଚରା ଜିନିଷ କୁ ପକାନ୍ତୁ ନି ।

ଆପଣ ଯଦି ଜାଣି ଥିବେ ତ ଏହା ମଧ୍ୟ ଜାଣି ଥିବେ କି ବବି ଆଗରୁ ଅନେକ ଥର ଲୋକଙ୍କୁ ସଚେତନ କରାଇବାର କାମ କରିଛନ୍ତି । ଆଜି ଆମେ କହିବା କି ବବି ଙ୍କ ଏହି ଅଭିଯାନ କୁ ସଫଳ କରାଇବାର ସାହାଜ୍ଯ ମଧ୍ୟ କିଛି ଲୋକମାନେ ଜାଣି ଛନ୍ତି । ତେବେ ଆପଣ ମାନେ ମଧ୍ୟ ଜାଣି ଥିବେ କି ସଫେଇ କରିବାର ସାହାଜ୍ଯ ରେ କିଛି ଲୋକମାନେ ସାହାଜ୍ଯ କରି ଥାନ୍ତି ।

Leave a Reply

Your email address will not be published. Required fields are marked *