ସ୍ତ୍ରୀ ଲୋକ ମାନଙ୍କର ଏହି 3ଟି ଅଙ୍ଗ ମଧ୍ୟରେ ଲୁଚି ରହିଛି କରୋଡ଼ପତି ହେବାର ରହସ୍ୟ- Chanakya Niti

ବନ୍ଧୁଗଣ ଆପଣ ଜାଣନ୍ତି କି ମହିଳା ମାନଙ୍କର ଏହି ୫ଟି ଅଙ୍ଗରେ ଲୁଚିଛି କାରୋଡ଼ପତି ହେବାର ରହସ୍ୟ । ସ୍ବାମୀଙ୍କର ହେଇଥାଏ ଉନ୍ନତି, ମାତ୍ର ସ୍ତ୍ରୀ ଲୋକମାନଙ୍କର ଏହି ଅଙ୍ଗ ବଡ ହେବା ବହୁତ ଆବଶ୍ୟକ ଅଟେ । ଏହି ସ୍ତ୍ରୀ ଲୋକମାନେ ଯେଉଁ ଘରକୁ ଯାନ୍ତି ସେହି ଘରଟିକୁ ସ୍ଵର୍ଗ ବନେଇ ଦିଅନ୍ତି । ସେହି ଘରେ ଉନ୍ନତିର ପ୍ରଗତି ଅତ୍ୟନ୍ତ ହେଇଥାଏ । ଆସନ୍ତୁ ଜାଣିବା ସ୍ତ୍ରୀ ଲୋକଙ୍କ ଅଙ୍ଗ ବିଷୟରେ ଯିଏ ବନେଇଦିଏ ଜଣେ ଗରିବ ଲୋକକୁ କାରୋଡ଼ପତି ।

ବନ୍ଧୁଗଣ କୁହାଯାଏ ଯେ ସ୍ତ୍ରୀ ଲୋକ ମାନଙ୍କର କିଛି ଅଙ୍ଗକୁ ଦେଖି ତାଙ୍କ ସୌଭାଗ୍ୟର ନିର୍ନୟ କରାଯାଇଥାଏ । ସେହିଭଳି କୁହାଯାଏ ଯେ ନାରୀମାନେ ମା ଲକ୍ଷ୍ମୀଙ୍କ ସ୍ଵୋରୂପ ଅଟନ୍ତି । ସେଥି ମଧ୍ୟରୁ କିଛି ସ୍ତ୍ରୀ ଏମିତି ଅଛନ୍ତି ଯାହାଙ୍କ ଦ୍ଵାରା ଗୃହର ବହୁତ ଉନ୍ନତି ହେଇଥାଏ । ତାଙ୍କ ପାଦ ଶୁଭ ଅଟେ । ଯେଉଁଠାରେ ତାଙ୍କ ପାଦ ପଡେ ସେଠାରେ ଅତ୍ୟଧିକ ଉନ୍ନତି ହୋଇଥାଏ ।

ଯେଉଁ ପିତାଙ୍କ ଘରେ ଏହିଭଳି ଝିଅମାନେ ଜନ୍ମ ନେଇଥାନ୍ତି, ସେହି ଗୃହଟିକୁ ହସଖୁସିରେ ପରିପୂର୍ଣ କରିଦେଇଥାନ୍ତି । ଏମାନେ ଯେଉଁ ଘରକୁ ବିବାହ କରିଯାଇଥାନ୍ତି, ସେହି ଘରଟିକୁ ସୁଖ ସମୃଦ୍ଧିରେ ପରିପୂର୍ଣ କରିଦେଇ ଥାନ୍ତି । ନିଜ ସ୍ଵାମୀର ସମସ୍ତ କାର୍ଯ୍ୟ ଅତି ସହଜରେ ସମାପ୍ତ ହେବାରେ ଲାଗେ । ଗୁରୁ ପୁରାଣ, ସମୁନ୍ଦର ଶାସ୍ତ୍ର,ଏବଂ ଭବିଷ୍ୟ ପୁରାଣରେ ମହିଳା ମାନଙ୍କର ଶୁଭ ଅଙ୍ଗ ବିଷୟରେ କୁହାଯାଇଛି ।

ପ୍ରଥମେ: ବନ୍ଧୁଗଣ ମାତା ଲକ୍ଷ୍ମୀଙ୍କର ପ୍ରତିମାଙ୍କୁ ସମସ୍ତେ ଦେଖି ଅଛନ୍ତି । ମାତାଙ୍କର ପ୍ରତିମାରେ ଅତ୍ୟଧିକ ଲମ୍ବା କେଶ ଥିବାର ଦେଖିଛୁ । ଲମ୍ବା କେଶ ଯାହାର ଥାଏ, ସେହି ନାରୀ ଜଣକ ନିଜ ସ୍ବାମୀଙ୍କ ପାଇଁ ବହୁତ ଉନ୍ନତି ଆଣିଦେଇଥାନ୍ତି । ଶାସ୍ତ୍ରନୁସାରେ ଲମ୍ବା କେଶ ଶୁଦ୍ଧତା ଏବଂ ସୌନ୍ଦର୍ଜ୍ୟତ୍ତାର ପ୍ରତୀକ ହୋଇଥାଏ । ଦ୍ଵିତୀୟରେ: ନାରୀ କିମ୍ବା ସ୍ତ୍ରୀ ମାନଙ୍କର ଲମ୍ବା ବେକ । ଯେଉଁ ନାରୀ ମାନଙ୍କର ବେକ ଲମ୍ବା ହୋଇଥାଏ, ସେମାନେ ଅଜେୟିବିକ ଜୀବନ ବ୍ଯତୀତ କରିଥାନ୍ତି ।

ତୃତୀୟରେ: ଯେଉଁ ନାରୀ ମାନଙ୍କର ବକ୍ଷ ଅଧିକ ଆକର୍ଷଣ ହୋଇଥାଏ ସେମାନେ ସୌଭାଗ୍ୟର ପ୍ରତିକ ହୋଇଥାନ୍ତି । ଏବଂ ଏମାନଙ୍କ ବିପରୀତ ଯେଉଁ ନାରୀ ମାନଙ୍କର ବକ୍ଷ ଛୋଟ ଅଟେ ତାଙ୍କୁ ଦୁଖ ଏବଂ ନାନା ପରିସ୍ଥିତିର ସମୁଖିନ୍ନ ହେବାକୁ ପଡିଥାଏ । ଚତୁର୍ଥରେ: ଯେଉଁ ସ୍ତ୍ରୀ ଲୋକମାନଙ୍କର ନାଭି ବହୁତ ଗଭୀର ଏବଂ ଡାହାଣ ପାର୍ସ୍ୱୋକୁ ମୋଡି ହେଇଥାଏ । ଏହି ନାରୀମାନଙ୍କୁ ଶୁଭ କୁହାଯାଏ । ଏହି ନାରୀମାନେ ନିଜ ଜୀବନକୁ ଜଣେ ମହାରାଣୀ ଭଳି ବ୍ଯତୀତ କରିଥାନ୍ତି ।

ପଞ୍ଚମରେ: ଶାସ୍ତ୍ର ଅନୁସାରେ ଯେଉଁ ସ୍ତ୍ରୀ ମାନଙ୍କର ମସ୍ତକ ବଡ ହେଇଥାଏ, ସେମାନଙ୍କୁ ସୌଭାଗ୍ୟଶୀଳ ମାନନ୍ତି । ଏହି ଲକ୍ଷଣ ଗୁଡିକ  ମହିଳା ମାନଙ୍କଠାରେ ଦେଖିବାକୁ ମିଳୁଥିଲେ, ସେମାନଙ୍କୁ ମାତା ଲକ୍ଷ୍ମୀଙ୍କର ରୂପ ସ୍ଵୋରୂପା ବୋଲି କୁହାଯାଏ । ଏବଂ ସେହି ନାରୀମାନେ ବହୁତ ତେଜ ହେଇଥାନ୍ତି ଏବଂ ସେହି ସ୍ତ୍ରୀ ଅଥବା ନାରୀମାନେ ଯେଉଁ ଘରକୁ ଯାନ୍ତି ସେହି ଘରଟିକୁ ଭିକାରୀରୁ ରାଜା ବନେଇ ଦେଇଥାନ୍ତି । ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *