ସ୍ତ୍ରୀଙ୍କ ସାଙ୍ଗରେ ଆସିଥିଲୁ ଲିଙ୍ଗରାଜ ମନ୍ଦିର ବୁଲିବାକୁ, ମା ପୁଅ କୁଆଡେ ପଳେଇଲେ ମୁଁ…. ଏହି ବ୍ୟକ୍ତି ଜଣଙ୍କ ଯାହା କହୁଛନ୍ତି ଶୁଣନ୍ତୁ

ଦର୍ଶକ ବନ୍ଧୁ ଆଜିର ସମୟରେ ସୋସିଆଲ ମିଡିଆ ଏମିତି ଏକ ପ୍ଲାଟଫର୍ମ ହୋଇ ଗଲାଣି ଯେଉଁଠି ଦେଶ ବିଦେଶରେ ପ୍ରତି ଦିନ ଘଟୁଥିବା ଘଟଣା ବିଷୟରେ ଜାଣି ହେଉଛି । ତେବେ ପ୍ରତି ଦିନ ସୋସିଆଲ ମିଡିଆରେ କିଛି ନା କିଛି ଘଟଣା ସମାନା କୁ ଆସୁଛି । ଯାହାକୁ ନେଇ ସାରା ରାଜ୍ୟ ରେ ଚହଳ ସୃଷ୍ଟି ହେଉଛି । କିଏ କାହା ସ୍ତ୍ରୀ କୁ ନେଇ ଚାଲି ଯାଉଛି ତ ଆଉ କିଏ ପ୍ରେମ ପାଇଁ ନିଜ ଜୀବନ ହାରି ଦେଉଛି ତ ଆଉ କିଏ ସ୍ଵାମୀ କୁ ଛାଡି ଚାଲି ଯାଉଛି । ଏଭଳି ନାନାଦି ଘଟଣା ସୋସିଆଲ ମିଡିଆରେ ପ୍ରଚାର ହେବାରେ ଲାଗିଛି ।

ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ଘଟଣା ସମାନା କୁ ଆସିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏ ନେଇ ଯୁବକ ଜଣକ କହୁଛନ୍ତି କି “ମୁଁ ମୋ ସ୍ତ୍ରୀ ସହ ଗତ ୧୮ ତାରିଖରେ ହାଇଦ୍ରାବାଦ ଯିବାକୁ ଟିକେଟ କାଟିଥିଲି । ଆଉ ସ୍ତ୍ରୀ ଙ୍କ ସହ ଲିଙ୍ଗରାଜ ମନ୍ଦିର ବୁଲିବାକୁ ଆସିଥିଲି । ଆମେ ବାଢେଇ ଛକ ରେ ରହୁଥିଲୁ ।

ଗତ ୧୭ ତାରିଖ ରୁ ମୋ ସ୍ତ୍ରୀ ଆଉ ପୁଅ କୁଆଡେ ପଳାଇ ଯାଇଛନ୍ତି । ମୁଁ ଗାଧୋଇଲା ବେଳେ ସେମାନେ କୁଆଡେ ଚାଲି ଯାଇଛନ୍ତି । ସେମାନେ ଭୁବନେଶ୍ବର ଭିତରେ ଅଛନ୍ତି  । ସେମାନେ କେଉଁଠି କି ଯାଇଛନ୍ତି ସେ ବିଷୟରେ ମୁଁ କିଛି ଜାଣି ନାହି । ସନ୍ଦେହ ମୋର କିଛି ନାହି । ସେ ଏଠାରେ ବାଲି ସିମେଣ୍ଟ କାମ କରୁଥିଲା । ମୋତେ ଓଡିଶା ବାସୀଙ୍କ ସାହାଜ୍ଯ ଦରକାର ମୋ ସ୍ତ୍ରୀ କୁ ଖୋଜିବା ପାଇଁ ।

ମୁଁ ଅନୁରୋଧ କରୁଛି ମୋ ସ୍ତ୍ରୀ କୁ ଦୟା କରି ଯେଉଁଠି ଅଛ ଫେରି ଆସ । ସାଢେ ୫ ବର୍ଷର ପୁଅର ଭବିଷ୍ୟତ ଖରାପ ହେଉଛି । ଏଠାରେ ରାଗିବାର କିଛି ନାହି । ରାଗ ରୁଷା କିଛି ନ ଥିଲା । ଯେବେ ହାଇଦ୍ରାବାଦ ରେ ଥିଲି ସେଠାରେ ରାଗି ଥିଲି ଆଉ ଜମା ମୁଁ ରାଗି ନାହି ।

ଆମେ ଏକ ନମ୍ବର ମାର୍କେଟ ଯାଇ ବି ସପିଙ୍ଗ କରିଥିଲୁ । ୧୮ ତରାଇଖ ରେ ହାଇଦ୍ରାବାଦ ଯିବାକୁ ଟିକେଟ କାଟିଥିଲୁ କିନ୍ତୁ ୧୭ ତାରଖ ରେ ମୋ ସ୍ତ୍ରୀ ପୁଅ କୁ ନେଇ କୁଆଡେ ଚାଲି ଯାଇଛନ୍ତି” । ତେବେ ସ୍ଵାମୀ ଜଣକ ହାଇଦ୍ରାବାଦ ର ବାସିନ୍ଦା ଅଟନ୍ତି ଯାହା ଏହି ଘଟଣା ରୁ ସ୍ପଷ୍ଟ ହେଉଛି ।

ତେବେ ତାଙ୍କ ସ୍ତ୍ରୀ ଭୁବନେଶ୍ବର ରୁ ପୁଅକୁ ନେଇ କୁଆଡେ ଫେରାର ଅଛନ୍ତି ଏ ନେଇ ସେ ଓଡିଶା ବାସୀ ଙ୍କୁ ସାହାଜ୍ଯ ମାଗିଛନ୍ତି ସେମାନଙ୍କୁ ଫେରାଇ ଆଣିବା ପାଇଁ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *