ସ୍ଵାମୀ ସ୍ତ୍ରୀଙ୍କ ଝଗଡା ହେଲା କାଳ, ଦେଖୁ ଦେଖୁ ସ୍ତ୍ରୀ ନେଇ ଗଲା ସ୍ଵାମୀର ଜୀବନ- Video ହେଉଛି ଭାଇରାଲ

ସ୍ଵାମୀ ଓ ସ୍ତ୍ରୀ ସମ୍ପର୍କ ଏହି ଦୁନିଆର ସବୁଠୁ ଭଲ ସମ୍ପର୍କ ଅଟେ । ବିବାହ ପରେ ଜଣେ ପୁରୁଷ ଓ ସ୍ତ୍ରୀ ସାତ ଜନ୍ମ ପାଇଁ ସାଥି ହୋଇ ଯାଆନ୍ତି ଓ ଜନ୍ମ ଜନ୍ମ ଧରି ପରସ୍ପରର ହାତ ନ ଛାଡିବା ପାଇଁ ବି ପ୍ରତିଜ୍ଞା ନିଅନ୍ତି । କିନ୍ତୁ ବେଳେ ବେଳେ ଏହି ସମ୍ପର୍କ ଗୋଟିଏ ଜନ୍ମରେ ବି ଅଧୁରା ରାହିଯାଏ । ଅର୍ଥାତ ବିବାହର କିଛି ବର୍ଷ ପରେ କିମ୍ବା କିଛି ଦିନ ପରେ ସ୍ଵାମୀ ସ୍ତ୍ରୀ ଅଲଗା ହୋଇ ଯାଉଛନ୍ତି ।

କହିବାକୁ ଗଲେ ଏହାର ମୁଖ୍ୟ କାରଣ ହେଉଛି ବିବାହ ପରେ ସେମାନଙ୍କ ମଧ୍ୟରେ ସାମଞ୍ଜସ୍ୟ ରୁହେ ନାହିଁ । ସ୍ଵାମୀ ଗୋଟିଏ କଥା କହୁଥିବା ସମୟରେ ସ୍ତ୍ରୀ ଶୁଣି ନ ଥାଏ ତ ଅନ୍ୟ ପଟେ ଯେତେବେଳେ ସ୍ତ୍ରୀ କୁହେ ତେବେ ସ୍ଵାମୀ ଶୁଣେ ନାହିଁ । ଏହିଭଳି ଅନ୍ୟ କିଛି ବି କାରଣ ଅଛି ଯେଉଁ କାରଣରୁ ଦମ୍ପତ୍ତି ବିବାହ ପରେ ବି ଛାଡପତ୍ର ନେଇଥାନ୍ତି ।

କିନ୍ତୁ କେତେକ ମାମଲାରେ ଏହା ବି ଦେଖା ଦେଇଛି କି ବିବାହ ପରେ ସ୍ଵାମୀ ସ୍ତ୍ରୀକୁ ନଚେତ ସ୍ତ୍ରୀ ସ୍ଵାମୀକୁ କୌଣସି କାରଣ ରୁହ-ତ୍ୟା କରିଦେଇଛି । ଏହିଭଳି ଆପଣ ବହୁତ ଘଟଣା ବିଷୟରେ ଶୁଣିଥିବେ ନଚେତ ଦେଖିଥିବେ । ଆଜି ବି ଆମେ ଆପଣଙ୍କୁ ଏହିଭଳି ଏକ ଘଟଣା ବିଷୟରେ କହିବୁ ଯେଉଁଥିରେ ସ୍ତ୍ରୀ ନିଜର ସ୍ଵାମୀକୁ ପିଟି ପିଟି ମାରିଦେଲା । ପୋ-ଲି-ସ ସେହି ମହିଳା ଜଣକଙ୍କୁ ଗିରଫ କରି ଯାଞ୍ଚ ଆରମ୍ଭ କରିଦେଇଛି ।

ମିଳିଥିବା ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲାର ନିଳଗିରି ଥାନା ତେଣ୍ଡା ଗ୍ରାମର ବୁଟୁ ସିଂହ ଓ ତାଙ୍କର ସ୍ତ୍ରୀ ଗୁରୁବାରି ସିଂହଙ୍କ ମଧ୍ୟରେ କୌଣସି କାରଣରୁ ନେଇ ରାତିରେ ଝ-ଗ-ଡା ହୋଇଥିଲା । ସ୍ତ୍ରୀ ଗୁରୁବାରି ସିଂହ ଅତ୍ୟଧିକ ରା-ଗି ଯାଇ ଶେଷରେ ନିଜର ସ୍ଵାମୀକୁ ଏକ ଢେଙ୍ଗା ସାହାର୍ଯ୍ୟରେ ମା-ରି-ବା ଆରମ୍ଭ କରିଦେଲା । ସେହି ମୁହୂର୍ତରେ ହିଁ ବୁଟୁ ସିଂହର ଜୀବନ ଚାଲି ଯାଇଥିଲା ।

ସ୍ଥାନୀୟ ଲୋକମାନେ ଏହି ଘଟଣା ବିଷୟରେ ଜାଣିବା ପରେ ପୋ-ଲି-ସକୁ ଏହା ବିଷୟରେ ସୂଚନା ଦେଲେ । ପୋ-ଲି-ସ ଘଟଣାସ୍ଥଳକୁ ପହଞ୍ଚି ଅଭିଯୁକ୍ତ ସ୍ତ୍ରୀ ଗୁରୁବାରି ସିଂହକୁ ଗିରଫ କରି ଜେରା କରୁଛି । ଅନ୍ୟ ପଟେ ପୋ-ଲି-ସ ଅଧିକାରୀଙ୍କ କହିବା ଅଟେ କି ସାଇଣ୍ଟିଫିକ ଟିମ ଦ୍ଵାରା ଯାଞ୍ଚ କରିବା ପରେ ସେମାନେ ଶ-ବକୁ ପୋ-ସ୍ଟ-ମ-ର୍ଟେ-ମ ପାଇଁ ପଠାଇବେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ହ-ତ୍ୟାକାଣ୍ଡର ପ୍ରକୃତ କାରଣ କଣ ଜଣା ପଡି ନାହିଁ ।

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅଟେ କି ସ୍ଵାମୀ ବୁଟୁ ସିଂହ ଓ ତାଙ୍କ ସତରୀ ଗୁରୁବାରି ସିଂହଙ୍କ ମଧ୍ୟରେ ପ୍ରାୟତଃ ଝ-ଗ-ଡା ହୋଇଥାଏ । କିନ୍ତୁ ଏହି ଝ-ଗ-ଡା ଶେଷରେ କାହାର ଜୀବନ ନେଇଯିବ ବୋଲି ସେମାନେ ଜାଣି ନ ଥିଲେ । କହିଦେଉଛୁ କି ଏହି ଘଟଣାକୁ ୩- ୪ ଦିନ ହୋଇଯିବ । ଅନ୍ୟ ପଟେ ପୋ-ଲି-ସର କହିବା ଅଟେ କି ସେମାନେ ଯାଞ୍ଚ କରୁଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ ନିଶ୍ଚୟ କମେଣ୍ଟ କରନ୍ତୁ, କ୍ରୋଧ ପାଇଁ କଣ ଘଟି ପାରେ ଏହା ତ ଆପଣ ଦେଖିଲେ ସେଥିପାଇଁ ସଚେତନତା ବଢାଇବାକୁ ଅନ୍ୟ ମାନଙ୍କ ସହ ଶେୟାର କରନ୍ତୁ । ଏବଂ ଆଗକୁ ଅହିଭଳି ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *