Sabitri Brata ରେ କଣ କରିବେ ଓ କଣ କରିବେ ନାହିଁ, ଭୁଲରେ ବି କରନ୍ତୁ ନାହିଁ ଏହି କାମ, ନଚେତ…

ମହିଳାମାନେ ନିଜ ସ୍ଵାମୀଙ୍କର ଧନ ବୁଦ୍ଧି, ସୋଭାଗ୍ୟ ବୁଦ୍ଧି ଓ ମଙ୍ଗଲ ପାଇଁ ଏହି ସାବିତ୍ରୀ ବ୍ରତର ପାଳନ କରିଥାନ୍ତି । କିନ୍ତୁ ବିଶେଷ ରୂପରେ ସ୍ଵାମୀର ଆୟୁ ବଢାଇବା ପାଇଁ ଏହି ବ୍ରତର ପାଳନ କରାଯାଏ ।କହିଦେଉଛୁ କି କରୋନା ଭଳି ସ୍ଥିତିରେ ଘର ରହି ଯଦି ଆପଣ ଭକ୍ତିର ସହ ସାବିତ୍ରୀ ବ୍ରତ କରିବେ ତେବେ ବି ଭଗବାନ ଆପଣଙ୍କ ମନୋକାମନା ନିଶ୍ଚିତ ରୂପରେ ପୂରଣ କରିବେ ।

ସାବିତ୍ରୀ ବ୍ରତ ଦିନ କେଉଁ ସମସ୍ତ ଭୁଲ କରିବା ଉଚିତ ନୁହେଁ ଯାହା ଦ୍ଵାରା ଆପଣ ସମସ୍ୟାରେ ପଡି ପାରନ୍ତି ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । କହିଦେଉହକୁ କି ୧୦ ଜୁନରେ ସାବିତ୍ର ବ୍ରତ ସହ ସୂର୍ଯ୍ୟ ପରାଗ ବି ପଡୁଛି । କିନ୍ତୁ ଏହି ସୂର୍ଯ୍ୟ ପରାଗର ପ୍ରଭାବ ଓଡିଶାରେ ନାହିଁ । କିନ୍ତୁ ଏହା ସତ୍ବେ ବି ସୂର୍ଯ୍ୟ ପରାଗର ପ୍ରଭାବ ଆପଣ ଓ ଆପଣଙ୍କ ଘର ଉପରେ ପଡିବ । ୧୦ ତାରିଖ ଦିନ ସାବିତ୍ରୀ ବ୍ରତ ବି ପଡୁଛି ସେଥିପାଇଁ ଆପଣ ୯ ତାରିଖ ଦିନ ହିଁ ଫଳ ଓ ଖାଦ୍ୟ ସାମଗ୍ରୀ ଇତ୍ୟାଦି ନେଇ ଆସନ୍ତୁ ଓ ଫଳ ବି କିଣି ଆଣନ୍ତୁ ।

ସେହି ଦିନ ହିଁ ଆପଣ ସେହି ସମସ୍ତ ଖାଦ୍ୟ ପଦାର୍ଥରେ ଓ ବିଶେଷ କରି ପୂଜା ପାଇଁ ଆଣିଥିବା ସମସ୍ତ ଖାଦ୍ୟ ଜିନିଷରେ ୭ ଟି ତୁଲସୀ ପତ୍ର ଦେଇ ରଖନ୍ତୁ । ଯେଉଁ ମହିଳାମାନେ ଏହି ବ୍ରତ କରୁଛନ୍ତି ସେମାନେ ୯ ତାରିଖ ଦିନ ଘରର ପୋଛା ମାରି ଦିଅନ୍ତୁ । କିନ୍ତୁ ଯଦି ଆପଣ ପୋଛା ମାରି ପାରୁ ନାହାନ୍ତି କିମ୍ବା ଅନ୍ୟ କୌଣସି କାରଣ ଅଛି ତେବେ ଘରେ ଗଙ୍ଗା ଜଳ ଛିଞ୍ଚି ଦିଅନ୍ତୁ ।

ଯାହା ଦ୍ଵାରା ଆପଣଙ୍କ ସହିତ ଆପଣଙ୍କ ସ୍ଵାମୀଙ୍କ ବି ଶୁଭ ହୋଇଥାଏ । ଏହାର ଶୁଭ ପରିଣାମ ଆପଣଙ୍କ ପରିବାର ଉପରେ ବି ପଡିବ । ସାବିତ୍ରୀ ବ୍ରତ ଦିନ କେତେକ ମହିଳା ବଟ ବୃକ୍ଷର ପୂଜା କରନ୍ତି । କିନ୍ତୁ କୋବିଡ କାରଣରୁ ଆପଣ ଘରେ ରହି ପୂଜା କରନ୍ତୁ । କୌଣସି ବି ଗର୍ଭବତ୍ତୀ ମହିଳା ସାବିତ୍ରୀ ବ୍ରତ କରନ୍ତୁ ନାହିଁ ।

ଯଦି ଆପଣ କରୁଛନ୍ତି ତେବେ ଫଳ କିମ୍ବା ଜୁସର ସେବନ କରି କରି ପାରିବେ । ସାବିତ୍ରୀ ବ୍ରତ ଦିନ ସୂର୍ଯ୍ୟ ପରାଗ ପଡୁ ଥିବାରୁ ଆପଣ ୧.୪୦ ରୁ ୬.୪୦ ମଧ୍ୟରେ କୌଣସି ବି ପ୍ରକାରର ଖାଦ୍ୟ ସେବନ କରନ୍ତୁ ନାହିଁ । କିନ୍ତୁ ଗର୍ଭବତ୍ତୀ ମହିଳାମାନେ ଏହି ସମୟରେ ଜୁସ କିମ୍ବା ପାଣିରେ ତୁଲସୀ ପତ୍ର ପକାଇ ପିଇ ପାରିବେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *