ସ୍ତ୍ରୀକୁ ନିଜ ଜୀବନ ଠାରୁ ବି ଅଧିକ ଭଲ ପାଇଥାନ୍ତି ଏହି ୩ଟି ନାମର ପୁରୁଷମାନେ- Jyotisha Shastra

ପ୍ରେମ ଜୀବନର ଏମିତି ଏକ ସୁଖ ଯାହା ପାଇଁ ମଣିଷ କିଛି ବି କରିବା ପାଇଁ ଆଗେଇ ଆସିଥାଏ ଜୀବନରେ ଯଦି ଆପଣଙ୍କୁ କେବେ ପ୍ରେମ ହୁଏ ତେବେ ଆପଣ କଣ କରିବେ ? କିନ୍ତୁ କଣ ଆପଣ ଜାଣିଛନ୍ତି କିଛି ପୁରୁଷ ନିଜ ନା ଅନୁଯାଇ ସ୍ଵଭାବ ଦେଖେଇଥାନ୍ତି ।

ତେବେ କିଛି ନାମ ପୁରୁଷ ନିଜ ସ୍ତ୍ରୀକୁ ବହୁତ ଭଲ ପାଇଥାନ୍ତି ନିଜ ଜୀବନ ଠାରୁ ବି ଅଧିକ ଭଲ ପାଇଥାନ୍ତି । କଣ ଆପଣ ଏହା ଯାଞ୍ଚନ୍ତି ଯେ ମଣିଷ ତା ଜୀବନରେ ଯେତେ ଯାହା କଲେ ମଧ୍ୟ ନିଜ ପରିବାର ଠାରୁ ଦୂରେଇ ରହି ପାରେ ନାହିଁ କାହିଁକିନା ପରିବାର ଠାରୁ ସେ ଭଲ ପାଇବା ପାଇଥାଏ । ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ଜୀବନରେ ଯେତେ ଦୁଃଖ ଆସିଲେ ମଧ୍ୟ ଆପଣଙ୍କୁ ନିଜ ଲୋକଙ୍କୁ କେବେ ଛାଡିକି ଯିବା ଉଚିତ ହୋଇନଥାଏ ।

ଆଜି ଆମେ ଆପଣଙ୍କୁ ଏମିତି ଲୋକଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ସ୍ତ୍ରୀକୁ ବହୁତ ଭଲ ପାଇଥାନ୍ତି । ୧. ଏ : ଏହି ନାମ ପୁରୁଷ ନିଜ ସ୍ତ୍ରୀକୁ ବହୁତ ଭଲ ପାଇଥାନ୍ତି ଆଉ ତାଙ୍କ ସବୁ ଛୋଟ ବଡ ଇଛା ପୂରଣ କରିଥାନ୍ତି । ଏହି ନାମ ପୁରୁଷ ଜୀବନରେ ନିଜ ଜୀବନସାଥୀକୁ ସବୁ ପରିସ୍ଥିତିରେ ସାହସ ଦେଇଥାନ୍ତି ଆଉ ଯେତେ ଅସୁବିଧା ଆସିଲେ ମଧ୍ୟ ନିଜ ଜୀବନସାଥୀକୁ କଷ୍ଟ ଦିଅନ୍ତି ନାହିଁ ।

ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ କିନ୍ତୁ ଏହି ନାମ ବ୍ୟକ୍ତି ସମସ୍ତଙ୍କ ଆଗରୁ ନିଜ ସ୍ତ୍ରୀ କଥା ମାନନ୍ତି ତା ପରେ ଯାହା କଥା ଶୁଣିବାକୁ ପସନ୍ଦ କରନ୍ତି । ଝିଅ ଯେତେବେଳେ ବିବାହ କରି ସ୍ଵାମୀ ସହ ଆସିଥାଏ ସେତେବେଳେ ତା ପାଇଁ ସମସ୍ତେ ନୂଆ ହୋଇଥାନ୍ତି ଆଉ ସବୁଠାରୁ ନିଜର ତା ସ୍ଵାମୀ ହୋଇଥାଏ ସେଥିପାଇଁ ସେ ସବୁଠାରୁ ଅଧିକ ନିଜ ସ୍ଵାମୀ ଉପରେ ନିର୍ଭର କରିଥାଏ ।

୨. କେ :

ଏହି ନାମ ବ୍ୟକ୍ତି ନିଜ ସ୍ତ୍ରୀକୁ ନିଜ ଠାରୁ ଅଧିକ ଭଲ ପାଇଥାନ୍ତି ସେ ନିଜ ସ୍ତ୍ରୀ ଖୁସି ପାଇଁ ଅନ୍ୟର ବ ନିଜର ବି ହାନି କରିବା ପାଇଁ ପଚାନ୍ତି ନାହିଁ । ଆପଣ ଯଦି ଯାନୀ ନାହାନ୍ତି ତେବେ ଆମେ କହିବାକୁ ଛନ୍ତି ଯେ ଏହି ନାମ ବ୍ୟକ୍ତି ନିଜ ସ୍ତ୍ରୀ ପ୍ରେମରେ ଅନ୍ଧ ହୋଇଥାଟି ତାଙ୍କୁ ଦୁନିଆରେ କେବଳ ତାଙ୍କ ସ୍ତ୍ରୀ ସବୁଠାରୁ ସୁନ୍ଦରୀ ଲାଗିଥାନ୍ତି ଔ ତାଙ୍କ କଥା ସବୁ ଲକ୍ଷ୍ମଣ ରେଖା ହୋଇଥାଏ ।

୩. ଏମ :

ଏହି ନାମ ବ୍ୟକ୍ତି ନିଜ ସ୍ତ୍ରୀକୁ ବହୁତ ଭଲ ପାନ୍ତି ଆଉ ଭାଗ୍ୟକୁ ଏହି ନାମ ଲୋକଙ୍କୁ ଭଲ ସ୍ତ୍ରୀ ମଧ୍ୟ ମିଳିଥାଏ ଯିଏ ତାଙ୍କ ଜୀବନ ସୁଖମୟ ବନେଇବାରେ ତାଙ୍କ ସାହାଜ୍ଯ ମଧ୍ୟ କରିଥାଏ, ଏହି ନାମ ବ୍ୟକ୍ତି ବହୁତ ଭାଗ୍ୟଶାଳି ସ୍ଵଭାବର ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *