PCOD ରେ ଏହି ୫ ଟି ଲକ୍ଷଣ କହିଥାଏ କି ଆପଣ ଏକ ସପ୍ତାହ ରୁ ପ୍ରେଗନେଣ୍ଟ ଅଛନ୍ତି ? କଣ ଆପଣଙ୍କର ଦେଖାଦେଉଛି ଏହି ଲକ୍ଷଣ

ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ଜଣେଇବାକୁ ଯାଉଅଛୁ ଯେ, ଖୁବ କମ ସମୟରେ ପ୍ରେଗନେଣ୍ଟ ରହିବାର ସିମଟମ ଗୁଡିକ କଣ ଅଟେ ? ବନ୍ଧୁଗଣ PCOD ଯେଉଁ ମହିଳା ମାନଙ୍କ ଠାରେ ରହିଅଛି ସେମାନଙ୍କ ର କେଉଁ ଭଳି ଭାବରେ ପ୍ରେଗନେନସି ସିମଟମ ଗୁଡିକ ଦେଖାଯାଇଥାଏ ।

ବନ୍ଧୁଗଣ PCOD ନିଜ ମଧ୍ୟରେ ଏକ କମ୍ପ୍ଲିକେଟେଡ କଣ୍ଡିସନ ହୋଇଥାଏ । ବନ୍ଧୁଗଣ ୧୦ ଜଣ ମଧ୍ୟରୁ ୪ ଜଣ ମହିଳା PCOD ର ମୁଖପାତ୍ର ହେଉଛନ୍ତି । PCOD କଣ୍ଡିସନ ରେ ପିରିୟଡ ରେଗୁଲାର ହୋଇନଥାଏ । ଏଥିପାଇଁ ଆପଣଙ୍କୁ ନା ପିରିୟଡ ର ତାରିଖ ଜଣା ପଡେ ନା ହିଁ ଆପଣଙ୍କୁ ଓଭାଲୋଶନ ଜଣାପଡେ । ଏହି କଣ୍ଡିସନ ରେ ଆପଣ ନିଜର ପ୍ରେଗନେନସି କୁ କିଭଳି ପ୍ରୋଟେକ୍ଟ କରିବେ ? ବନ୍ଧୁଗଣ ଏହି ସମୟରେ ଯଦି ଆପଣ କୌଣସି ପ୍ରକାରର ନିୟମ ଅବଲମ୍ବନ କରୁଛନ୍ତି ଯାହା ଆପଣଙ୍କୁ ଗର୍ଭଧାରଣ କରିବାକୁ ସହାୟତ ହୋଇଥାଏ ।

କାରଣ PCOD ଏକ ବିମାରୀ ଅଟେ ନାହିଁ ଏହା ଏକ ଶାରୀରିକ ଅବସ୍ଥା ଅଟେ । ବନ୍ଧୁଗଣ ଆପଣ କିଛି ଲାଇଫ ଷ୍ଟାଇଲ କୁ ପରିବର୍ତ୍ତନ କରି ଏହାକୁ ସଠିକ କରିପାରିବେ । ବନ୍ଧୁଗଣ PCOD କଣ୍ଡିସନ ରେ ମହିଳା କୁ ଗର୍ଭଧାରଣ ହୋଇଥିଲେ ଏହି ୫ ଟି ଲକ୍ଷଣ ପରିଲକ୍ଷିତ ହୋଇଥାଏ ।

୧- ଅତ୍ୟଧିକ ଥକାନ ଲାଗିବା;- PCOD ସମୟରେ ଯଦି ଗର୍ଭଧାରଣ ହୋଇଯାଇଥାଏ, ତେବେ ମହିଳା ଙ୍କୁ ବହୁତ ଥକାନ ଅନୁଭବ ହୋଇଥାଏ । ଯଦି ଆପଣ ଏହିଭଳି ଅନୁଭବ ହୋଇଥାଏ ତେବେ ଆପଣ ୟୁରିନ ଟେଷ୍ଟ କରାଇ ନିଅନ୍ତୁ ।

୨- ବ୍ରେଷ୍ଟ ରେ ଯନ୍ତ୍ରଣା;- ଯଦି ଆପଣଙ୍କୁ ବ୍ରେଷ୍ଟ ରେ ଯନ୍ତ୍ରଣା ଅନୁଭବ ହେଉଅଛି ତଥା ପିରିଅଡ ମଧ୍ୟ ହେଉହାହିଁ ତେବେ ପ୍ରେଗନେନସି ଟେଷ୍ଟ ନିଶ୍ଚିତ କରାଇ ନିଅନ୍ତୁ ।

୩- ବାନ୍ତି ଲାଗିବା;- ବନ୍ଧୁଗଣ ଯଦି ଆପଣଙ୍କୁ PCOD କଣ୍ଡିସନରେ ବାନ୍ତି ଲାଗୁଥାଏ ତେବେ ଆପଣ ଟେଷ୍ଟ କରାଇ ନିଅନ୍ତୁ ।

୪- ମୁଣ୍ଡ ବ୍ୟଥା;- ବନ୍ଧୁଗଣ ଏହା ଅତ୍ୟନ୍ତ ସାମାନ୍ୟ ଅଟେ । ଯଦି PCOD କଣ୍ଡିସନ ରେ ଏଭଳି ହୁଏ ତେବେ ହରମୋନ ଅଭାବରୁ ଅଧିକାଂଶ ସମୟରେ ମୁଣ୍ଡବ୍ୟଥା ଆରମ୍ଭ ହୋଇଯାଏ । ଯଦି ଆପଣଙ୍କୁ ଏହି ବ୍ୟଥା ହେଉଅଛି ତେବେ ଆପଣ ଯଥାଶୀଘ୍ର ୟୁରିନ ଟେଷ୍ଟ କରାଇ ନିଅନ୍ତୁ ।

୫- ଅଣ୍ଟା ବ୍ୟଥା;- ବନ୍ଧୁଗଣ ଯଦି ଆପଣଙ୍କର PCOD ସମସ୍ୟା ହେଉଅଛି ତେବେ ଅଣ୍ଟା ବ୍ୟଥା ବହୁତ ବଢିଯାଇଥାଏ ମହିଳା ମାନଙ୍କୁ । ବନ୍ଧୁଗଣ ଯଦି ଏହି ସ୍ଥିତିରେ ଆପଣଙ୍କ ପିରିଅଡ ରେଗୁଲାର ହେଉନାହିଁ ତେବେ ଆପଣ ୟୁରିନ ଟେଷ୍ଟ କରାଇ ନିଅନ୍ତୁ । ବନ୍ଧୁଗଣ କିଛି ଘରୋଇ ଉପାୟ ମଧ୍ୟ ରହିଅଛି ଯାହାକୁ ପ୍ରୟୋଗ କରି ଆପଣ ଆପଣଙ୍କ PCOD କୁ ସଠିକ କରି ପାରିବେ । ବନ୍ଧୁଗଣ ଏହି ଟିପ୍ପଣୀ ଟି ଆପଣଙ୍କୁ ଭଲ ଲାଗିଲେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *