୧୩ ବର୍ଷ ଷ୍ଟୁଡେଣ୍ଟ କୁ ଟ୍ୟୁସନ ବାହାନାରେ ଘରକୁ ଡାକି ମହିଳା ଟିଚର ଯାହା କଲେ ଜାଣି ଉଡିଯିବ ହୋସ

ବିବାହ ବହୁତ ପବିତ୍ର ଆଉ ପାବନ ସମ୍ପର୍କ ହୋଇଥାଏ ଏହା ସମସ୍ତେ ନିଜ ଜୀବନରେ କେବଳ ଥରେ କରିଥାନ୍ତି କିନ୍ତୁ କୌଣସି ଅସୁବିଧା ପାଇଁ ଲୋକ ଅନ୍ୟ ବିବାହ ମଧ୍ୟ କରନ୍ତି ।

ତେବେ ବିବାହ ଏମିତି ଗୋଟେ ସମ୍ବନ୍ଧ ଯେଉଁଠି ଦୁଇ ଶରୀର ଆଉ ଆତ୍ମା ମିଲନ ହୋଇଥାଏ କିନ୍ତୁ କିଛି ଲୋକ ଆଜିବି ଅଛନ୍ତି ଯାହାର ବିବାହ ହୋଇ ପାରୁ ନାହିଁ ତେବେ ଏହାର ବହୁତ କାରଣ ହୋଇ ପାରେ ।

କିନ୍ତୁ କିଛି ଲୋକଙ୍କ ବିବାହ ନହବାରୁ ସେ ଅନ୍ଧବିଶ୍ଵାସକୁ ମାନୁଚନ୍ତି ଓ ତାର ସତ୍ୟତା ଆପଣ ଜାଣିଲେ ଆଶ୍ଚର୍ଯ୍ୟ କରିବେ । ତେବେ ପଞ୍ଜାବର ଜେନ ମହିଳା ତିଚାର ଯାହା ବିବାହ ହେଉ ଆତିଲା ସେ କଣ କରିଛନ୍ତି ଜାଣିଲେ ଆପଣ କହିବେ ଏମିତି ଲୋକ କଣ ଦୁନିଆରେ ଅଛନ୍ତି ?

ପଞ୍ଜାବ ର ଜାଲନ୍ଧର ଜିଲା ବସ୍ତି ବାୱା ଖେଲ ଜାଗା ଏହି ଘଟଣା ଅଟେ । ଏଠାରେ ଗୀୟତେ ତିଚାର ନିଜ ୧୩ ବର୍ଷ ଷ୍ଟୁଡେଣ୍ଟ ସହ ଜୋ-ର ଜ-ବ-ର-ଦ-ସ୍ତି ବିବାହ କଲା ଆଉ ଜ-ବ-ର-ଦ-ସ୍ତି ଚତୁର୍ଥୀ ମଧ୍ୟ ମନାଇଲା ଆଉ ତ ପରେ ବି-ଧ-ବା ହୋଇଗଲା । ଘଟଣା କିଛି ଏହି ପ୍ରକାର ଅଟେ ଜଣେ ମହିଳା ଟିଚର ନିଜ କ୍ଳାସ ଗୋଟେ ଏମିତି ପିଲାକୁ ପସନ୍ଦ କଲେ ଯାହା ଘର ଆର୍ଥିକ ସ୍ଥିତି ବହୁତ ଖରାପ ଥିଲା ମା ବାପା ଛୁଆକୁ ଟ୍ୟୁସନ ପାଇଁ ଟଙ୍କା ଦେଇ ପାରୁ ନଥିଲେ ।

ମହିଳା ତିଚାର ଷ୍ଟୁଡେଣ୍ଟ ଘରକୁ ପହଞ୍ଚିଲେ ଆଉ ମା ବାପାଙ୍କୁ ଫ୍ରି ଟ୍ୟୁସନ ଲୋଭରେ ଷ୍ଟୁଡେଣ୍ଟକୁ ନିଜ ଘରକୁ ଆଣିଲେ ଏହା ପରେ ନିଜ ମନ ଅନୁଯାଇ ବିବାହର ସବୁ ପ୍ରସ୍ତୁତି କଲେ । ହଳଦୀ,ମେହେନଦୀ ସବୁ କାର୍ଯ୍ୟ କ୍ରମ ହେଲା ଏହା ପରେ ଷ୍ଟୁଡେଣ୍ଟକୁ ଡ-ରା-ଇ ଧ-ମ-କା-ଇ ତା ସହ ମହିଳା ଜଣେ ବିବାହ କେ ଆଉ ତା ପରେ ଷ୍ଟୁଡେଣ୍ଟ ସହ ଜୋ-ର ଜ-ବ-ର-ଦ-ସ୍ତି ଚତୁର୍ଥୀ ମଧ୍ୟ ମଣାଇଲେ ।

ଏହା ପରେ ୬ ଦିନ ପରେ ସବୁ ଲୋକଙ୍କୁ ଡାକି ଶୋକ ସଭା କଲେ ଆଉ ମହିଳା ତିଛ ଧଳା ଶାଢି ଧାରଣ କଲେ ଆଉ ଏହା ପରେ ଷ୍ଟୁଡେଣ୍ଟକୁ ତା ଘରକୁ ପଠାଇଲେ । ଷ୍ଟୁଡେଣ୍ଟ ଘରକୁ ପହଞ୍ଚି ନିଜ ମା ବାପାକୁ ସବୁ କଥା କହିଲେ ଯାହା ପରେ ମହିଳା ଟିଚର ନାରେ ଷ୍ଟୁଡେଣ୍ଟ ବାପା କ-ମ୍ପ୍ଲେ-ନ କରିଥିଲେ ।

ଯେତେବେଳେ ପୋ-ଲି-ସ ମହିଳା ଟିଚରକୁ ଏହା ବିଷୟରେ ପଚାରିଲେ ତିଚାର କହିଲେ ମୋ ଭାଗ୍ୟରେ ମା-ଙ୍ଗ-ଳି-କ ଦୋ-ଷ ଥଲା ଯାହାକୁ ଦୂର କରିବା ପାଇଁ ପଣ୍ଡିତ ମତେ ଏହି ଉପାୟ କହିଥିଲେ ଆଉ ମୁଁ କଲି । ତେବେ ପଣ୍ଡିତ ଆଉ ଟିଚର ସହ କଥା ବାର୍ତା ଚାଲିଛି । ତେବେ କଣ ଆପଣଙ୍କୁ ବିଶ୍ଵାସ ହେଉଛି ଯେ ୨୦୨୧ରେ ମଧ୍ୟ ଲୋକ ଅ-ନ୍ଧ-ବି-ଶ୍ଵା-ସକୁ ଏତେ ମାନ୍ୟତା ଦେଉଛନ୍ତି ।

Leave a Reply

Your email address will not be published. Required fields are marked *