ପଇସା ପାଇଁ ଏଭଳି ସିନ୍ ବି କରି ସାରିଛନ୍ତି ମାସୁମ ଦେଖାଯାଉଥିବା TVର ଏହି 3 ହେରୋଇନ

ଟିଭି ଆଜିକା ସମୟରେ ଟଙ୍କା ରୋଜଗାର କରିବା ସବୁଠାରୁ ବଡ ମାଧ୍ୟମ ହୋଇ ଯାଇଛି ଏଣ୍ଟରଟେନମେଣ୍ଟ ।

ଏଣ୍ଟରଟେନମେଣ୍ଟ ନାରେ ବହୁତ କିଛି ଏମିତି ଆସୁଛି ଯାହା ବାପା ମା ଛୁଆଙ୍କ ସହ ଦେଖି ପାରୁ ନାହାନ୍ତି କିନ୍ତୁ ଏହି ଟିଭିରେ ବହୁତ ଏଭଳି ସୋ ମଧ୍ୟ ଆସୁଛି ଯାହା ମା ଭଉଣୀ ମାନେ ଦେଖିବାକୁ ପସନ୍ଦ କରନ୍ତି ।

ଆଉ କେବେ ଏହାକୁ ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ବହୁତ ସିରିଏଲରେ ସଂସ୍କାରୀ ରୂପରେ ଦେଖି ଆସୁଥିବେ କିନ୍ତୁ ବର୍ତମାନ କିଛି ସୋରେ ବହୁତ ବୋ-ଲ୍ଡ ଲୁକରେ ଦେଖିବାକୁ ମିଳିଛନ୍ତି ।

୧. ଶ୍ଵେତା ତିବାରି :

ଆପଣ ମାନେ ଶ୍ଵେତାଙ୍କୁ ବହୁତ ସମୟ ଧରି ଟିଭି ଦୁନିଆରେ ଦେଖି ଆସୁଥିବେ କାହିଁକିନା ଶ୍ଵେତା ବହୁତ ଭଲ ଅଭିନୟ କରନ୍ତି ଆଉ ବର୍ତମାନ ମଧ୍ୟ ନିଜକୁ ବହୁତ ମେଣ୍ଟେନ କରି ରଖିଛନ୍ତି ତାଙ୍କୁ ଦେଖି କେହି କହିବେ ନାହିଁ ଯେ ତାଙ୍କ ଝିଅ ୧୭ ବର୍ଷ ର ହୋଇ ଯାଇଛନ୍ତି । ଶ୍ଵେତା ବହୁତ ସିରିଏଲରେ ସଂସ୍କାରୀ ବହୁ ଭାବରେ କାମ କରୁଥିବାର ଦେଖା ଦେଇଛନ୍ତି କିନ୍ତୁ ବର୍ତମାନ “ହମ ତୁମ ଓର ଦେମ ୱେବସିରିଜ ରେ ତାଙ୍କ ବୋ-ଲ୍ଡ ସିନ ଦେଖି ଆପଣ କହିବେ ନାହିଁ ଯେ ୟେ ସେଇ ଶ୍ଵେତା ଅଟନ୍ତି । ତାଙ୍କ ଏହି ବୋ-ଲ୍ଡ ଲୁକକୁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରିଛନ୍ତି ।

୨. ନିଆ ଶର୍ମା :

ଆପଣ ମାନେ ଜିଟିଭି ପ୍ରସିଦ୍ଧ ସିରିଏଲ ଜମାଇ ରାଜା ଦେଖିବାକୁ ପାଇଥିବେ ଏହି ସିରିଏଲରେ ନିଆ ବହୁତ ସଂସ୍କାରୀ ଝିଅ ଅଭିନୟ କରିଥିଲେ । ଏହି ସିରିଏଲ ପରେ ସେ ଗୋଟେ ୱେବ ସିରିଜ କଲେ ଯାହା ଥିଲା “ଟ୍ଵିଷ୍ଟଏଡ” ଯାହା ଦର୍ଶକ ମାନଙ୍କୁ ବହୁତ ରହସ୍ୟ ମୟ ଲାଗିବା ସହ ବହୁତ ପସନ୍ଦ ଆସିଥିଲା ନିଆ ଏହି ସିରିଜରେ ବହୁତ ବୋ-ଲ୍ଡ ସିନ ଦେଇଛନ୍ତି ଆଉ ତାଙ୍କ ଅଭିନୟ ଦର୍ଶକ ମାନଙ୍କ ମନ କିଣି ନେଇଛି ।

୩. ସୁରଭି :

ଆପଣ ମାନେ ଜି ଟିଭିରେ ସିରିଏଲ କୁବୁଲ ହେ ଦେଖିବାକୁ ପାଇଥିବେ ଏହି ସିରିଏଲ ଦ୍ଵାରା ସୁରଭିଙ୍କୁ ଦର୍ଶକ ମାନେ ଜାଣିବାକୁ ପାଇଥିଲେ ଏହି ସିରିଏଲରେ ସୁରଭି ବହୁତ ସଂସ୍କାରୀ ଝିଅ ଅଭିନୟ କରିଥିଲେ କିନ୍ତୁ କଣ ଆପଣ ଜାଣିଛନ୍ତି ତାଙ୍କ ୱେବ ସିରିଜ ତହ୍ନାଇୟାନରେ ସେ ବହୁତ ବୋ-ଲ୍ଡ ସିନ କରିଛନ୍ତି ଯାହା ଦର୍ଶକ ମାନଙ୍କୁ ତାଙ୍କ ଅନ୍ୟ ଲୁକ ଦେଖାଇଛି ।

Leave a Reply

Your email address will not be published. Required fields are marked *