ବିବାଦରେ ଫସିଲେ ସାଉଥ ଇଣ୍ଡଷ୍ଟ୍ରିର ସୁପରଷ୍ଟାର Allu Arjun, ଦେଖନ୍ତୁ କଣ ସମ୍ପୁର୍ଣ୍ଣ ଖବର

ସାଉଥ ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ଦମଦାର ଅଭିନୟ ପାଇଁ ବେଶ ଚର୍ଚ୍ଚା ରେ ରହିଥାନ୍ତି । ସେମାନଙ୍କ ମଧ୍ୟରୁ ଷ୍ଟାଇଲିସ ଅନ୍ଦାଜ ଓ ନିଖୁଣ ଅଭିନୟ ପାଇଁ ସବୁବେଳେ ବେଶ ଚର୍ଚ୍ଚା ରେ ରହିଥାନ୍ତି ସାଉଥ ସୁପର ଷ୍ଟାର ଅଲଲୁ ଅର୍ଜୁନ । କିନ୍ତୁ ବର୍ତ୍ତମାନର ବଡ ଖବର ହେଉଛି ବିଜ୍ଞାପନକୁ ନେଇ ସେ ବିବାଦରେ ଘେରି ରହିଛନ୍ତି । ତେଲେଙ୍ଗାନା ଷ୍ଟେଟ ରୋଡ ଟ୍ରାନ୍ସପେ କର୍ପୋରେସନ ନିକଟରେ ସାଉଥ ସୁପର ଷ୍ଟାର ଅଲଲୁ ଅର୍ଜୁନଙ୍କର ଏକ ବିଜ୍ଞାପନକୁ ବିରୋଧ କରା ଯାଇଛି ।

ଟିଏସଆରଟିସି କରମଚାରୀ ଓ ଯାତ୍ରୀଙ୍କୁ ସେ ଅପମାନିତ କରିଥିବା ଭଳି ସା-ଙ୍ଘା-ତି-କ ଅ-ଭି-ଯୋ-ଗ ହୋଇଛି । ଟିଏସଆରଟିସି ମୁଖ୍ୟ ବି ସି ସଜ୍ଜନର ଅଲଲୁ ଅର୍ଜୁନଙ୍କ ଏହି ବିଜ୍ଞାପନକୁ ମଧ୍ୟ ବିରୋଧ କରିଛନ୍ତି । ଆରଟିସି ବଶରେ ଯାଉଥିବା ଯାତ୍ରୀ ଓ କର୍ମଚାରୀ ମାନେ ଏହି ବିଜ୍ଞାପନକୁ ପସନ୍ଦ କରି ନହନ୍ତି । ତେବେ ନିକଟରେ ସୁପର ଷ୍ଟାର ଅଲଲୁ ଅର୍ଜୁନ ଏକ ବାଇକ ଟ୍ୟାକ୍ସିର ବିଜ୍ଞାପନ କରିଥିଲେ । ୟୁଟୁବରେ ଏହି ବିଜ୍ଞାପନ ଗତ କିଛି ଦିନ ତଳେ ପ୍ରସାରିତ ହୋଇଛି ।

ସୂଚନା ଅନୁଆଯାୟୀ ଅଲଲୁ ଅର୍ଜୁନ ଏହି ବିଜ୍ଞାପନରେ ଜଣେ ଦୋସା ବିକାଳି ଭାବେ ଅଭିନୟ କରିବାର ନଜର ଆସିଛନ୍ତି । ବିଜ୍ଞାପନରେ ସେ ଜଣେ ଗ୍ରାହକଙ୍କୁ ରାଜ୍ୟର ବସ ଗୁଡିକ ଠିକ ସ୍ତାହନରେ ପହଞ୍ଚାଇବା ପାଇଁ ଅହଡିକ ସମୟ ନିଅନ୍ତି ବୋଲି ମତଦାନ କରିଛନ୍ତି । ସେ କହିଛନ୍ତି ଯେ ଆପ ଜରିଆରେ ବାଇକରେ ବସି ଖୁବ ଜଲ୍ଦି ଠିକଣା ସ୍ଥାନରେ ପହଞ୍ଚି ପାରିବେ । ଏହି ବିଜ୍ଞାପନରେ ବସ ଭିଡାରୁ ରକ୍ଷା ପାଇ ହେବ ବୋଲି ଅଲଲୁ ଅର୍ଜୁନ କହିଛନ୍ତି ।

ସେ ପଶ୍ଚିମ ଜିଲ୍ଲାର ଗୋଦାବରୀ ଜିଲ୍ଲାର ଇରୋବୋସାର ମାର୍ଗରେ ଠିଆ ହୋଇ ସରକାରୀ ବସ ଗୁଡିକୁ ସୁହିତ କରିଥିବାର ନଜର ଆସିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ବିବାଦ ସୃଷ୍ଟି ହୋଇଛି । ପିଏସଆରଟିସିର ମ୍ୟାନେଜର ବିସିସ ସଜ୍ଜନ ଏକ ବୟାନରେ କହିଛନ୍ତି ଯେ ଏହି ବିଗଯାପନକୁ ଅନେକ ଦର୍ଶକ ମାନେ ପସନ୍ଦ କରି ନହନ୍ତି । ଯେଉଁଥିରେ ଟିଆରଟିସିରେ ଯାଉଥିବା ଯାତ୍ରୀ ଓ କର୍ମଚାରୀ ସାମିଲ ଅଛନ୍ତି ।

ଟିଆରଟିସି କୁ ଏଭଳି ଅ-ପ-ମା-ନ କରିବା ଯାତ୍ରୀ ବା କର୍ମଚାରୀ ମାନଙ୍କୁ ବରଦାସ୍ତ ହେବ । ଏହି ବିଜ୍ଞାପନକୁ ପ୍ରମୋଟ କରି ଥିବାରୁ ଅଲଲୁ ଅର୍ଜୁନଙ୍କୁ ନୋଟିସ ଜାରି ହେବ ବୋଲି କୁହା ଯାଇଛି । ମ୍ୟାନଜର କହିଛନ୍ତି ଯେ ଅଭିନେତା ମାନଙ୍କୁ ଏମିତି ବିଜ୍ଞାପନ ପ୍ରମୋଟ କରିବା ଉଚିତ ଯାହା ପବ୍ଲିକ ଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ ।

ବନ୍ଧୁଗଣ ସାଉଥ ସୁପର ଷ୍ଟାର ଅଲଲୁ ଅର୍ଜୁନଙ୍କର ଏହି ବିଜ୍ଞାପନ ବିଷୟରେ ଆପଣ ମାନଙ୍କର ନେଇ ମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *