ACFଙ୍କ ଡେଥ କେସକୁ ନେଇ ମୁହଁ ଖୋଲିଲେ Sura Routray, କହିଲେ କିଛି ଏମିତି କି ଶୁଣି ଆପଣ ବି ଆବକ ରହିଯିବେ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଏସିଫଓ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା-କୁ ନେଇ ବର୍ତ୍ତମାନ ପୁରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇ ପଡିଛି । ଯାହାକୁ ନେଇ ଦିନକୁ ଦିନ ଅନେକ ନୂଆ ନୂଆ ପ୍ରମାଣ ସାମନାକୁ ଆସୁଛି । ଯେଉଁଥିରେ ତାଙ୍କ ସ୍ତ୍ରୀ ବିଦ୍ୟା ଭାରତୀ ଓ ଡିଏଫଓ ସ-ନ୍ଦେ-ହ ଘେରରେ ଆସୁଛନ୍ତି । ତେଣୁ ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲା-କୁ ନେଇ ଏବେ ସୁର ରାଉତରାଏ ନିଜ ମତରେ କିଛି କହିଛନ୍ତି ।

ସୁର ରାଉତ ରାଏ କହିଛନ୍ତି ଯେ ପୋଲିସ କଣ ଡ୍ରାମା କରୁଛି । କଣ ସୋମ୍ୟଙ୍କର ସ୍ତ୍ରୀ କୁ ଡକା ଯାଉଛି ତ ତାଙ୍କର ଡ୍ରାଇଭରକୁ ପଚରାଉଚରା କରିବା ପାଇଁ ବାରମ୍ବାର ଡକା ଯାଉଛି । ଏହା ସହ ସୋମ୍ୟଙ୍କର ଭାଇ ଓ ହେଲପରଙ୍କୁ କଣ ପାଇଁ ବାରମ୍ବାର ଡକା ଯାଉଛି । ସେ ନିଜ ରାଏ ରେ କହିଛନ୍ତି ଯେ ଏ ସବୁ ଦବେଇ ଦିଆ ଯାଉଛି, ସରକାରଙ୍କର ଏହି ଘଟଣା କୁ ନେଇ କଣ ହାତ ଅଛି କେଜାଣି ସରକାର ଲୋକ ବଦଳାଇ ଦେଉଛନ୍ତି” ।

ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲା-କୁ ନେଇ ସ୍ପଷ୍ଟ ଜଣା ପଡୁଛି ଯେ ତାଙ୍କର ହ-ତ୍ୟା କରା ଯାଇଛି ତେବେ କଣ ପାଇଁ ପୋଲିସ ଏ ଯାଏଁ କାହାକୁ ଗି-ର-ଫ କରି ନାହି ଏହାକୁ ନେଇ ସୁର ରାଉତରାଏ ପ୍ରତିକ୍ରିୟା ଦେଇଛନ୍ତି । ସୋମ୍ୟଙ୍କ ମୃ-ତ୍ୟୁ-କୁ ତୁରନ୍ତ ଆକସନ ନେଇ ପ୍ରକୃତ ଅ-ପ-ରା-ଧୀ-କୁ ଆ-ରେ-ଷ୍ଟ କରିବା ପାଇଁ ସୁର ରାଉତରାଏ କହିଛନ୍ତି । ସରକାର ବହୁତ ଟ୍ରାଜେଡି କରୁଛନ୍ତି ବୋଲି ସୁର ରାଉତ ରାଏ ନିଜ ରାଏ ରେ କହିଛନ୍ତି ।

ଏହା ସହ ସୋମ୍ୟଙ୍କ ବାପା ଜଣେ ନିରୀହ ଲୋକ ଅଟନ୍ତି ଓ ସେ ବାରମ୍ବାର ତାଙ୍କ ପାଖକୁ ଆସି ଅନୁରୋଧ କରୁଛନ୍ତି । ସରକାର କର୍ମପାତ କରୁ ନାହାନ୍ତି ବୋଲି ସୁର ରାଉତ ରାଏ ନିଜ ରାଏ ରେ କହିଛନ୍ତି । ଯେତେ ଜଲ୍ଦି ସମ୍ଭବ ତୁରନ୍ତ ଅ-ପ-ରା-ଧୀ-କୁ ଆ-ରେ-ଷ୍ଟ କରି ଜେ-ଲ ପଠାଇବାକୁ ସେ ଦାବି କରିଛନ୍ତି ବୋଲି ଏହି ଭିଡିଓ ରୁ ସ୍ପଷ୍ଟ ହେଉଛି ।

ସବୁ ଦ୍ରୁଷ୍ଟି ରୁ ଦେଖିବାକୁ ଗଲେ ଏହି ଘଟଣା ହ-ତ୍ୟା ବୋଲି ସୁର ରାଉତ ରାଏ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଏହି ଭଳି ଭାବେ ସୁର ରାଉତ ରାଏ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା-କୁ ନେଇ ନିଜର ପ୍ରତିକ୍ରିୟା ଗଣ ମାଧ୍ୟମ ଜରିଆରେ ଦେଇଛନ୍ତି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *