ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରୁଥିବା ଢାଳରେ ପକାନ୍ତୁ ଏହି ଗୋଟିଏ ଜିନିଷ, ୩୦ ସେକେଣ୍ଡରେ ଦେଖନ୍ତୁ ଚମତ୍କାର 

ସବୁ ବ୍ୟକ୍ତି ତାଙ୍କ ଜୀବନରେ ସଫଳତା ପାଇବାକୁ ଚହୁଁଛନ୍ତି, ମାନସନମାନ, ଧନ ଦୌଲତ ଏକତ୍ରିତ କରି ନିଜ ପରିବାରକୁ ସୁଖ ସମୃଦ୍ଧି ଓ ଐଶ୍ଵର୍ଯ୍ୟ ପ୍ରଦାନ କରିବାକୁ ଚାହୁଁଛନ୍ତି । କିନ୍ତୁ ଅଧିକତର ଲୋକ ଅଧିକ ପରିଶ୍ରମ କରିଥାନ୍ତି, ଓ କଠିନ ପରିଶ୍ରମ କରିବା ପରେ ମଧ୍ୟ ଏହିସବୁ ପ୍ରାପ୍ତ କରି ପାରନ୍ତିନୀ ।

ଆଜିଆମେ ଏଠାରେ ଛୋଟ ଉପାୟ କହିବୁ ଯଦି ଆପଣ କରିଦେବେ ଧନ, ସୁଖ ସମୃଦ୍ଧି, ମାନସନମାନ , ପ୍ରତିଷ୍ଠା ଆଦି ସବୁ ଅତିସହଜରେ ମିଳିଯିବ । ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରୁଥିବା ସମୟରେ ଗୋଟେ ଛୋଟ ଜିନିଷ ପକାଇବ ଆପଣଙ୍କୁ ସବୁ କିଛି ମିଳିବ ।

ଯଦି ଏହି ଛୋଟ ଜିନିଷ ଲୋଟାରେ ପକାଇ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବେ ଜୀବନରେ କେବେବି କିଛି ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ । ଏମିତିରେ ସୂର୍ଯ୍ୟ ଦେବଙ୍କୁ ପ୍ରତିଦିନ ଜଳ ଅର୍ପଣ କରିବା ଆବଶ୍ୟକ । ଯଦି ସବୁଦିନ ସୂର୍ଯ୍ୟ ଦେବଙ୍କୁ ଜଳ ଚଢେଇ ପାରୁନ ଆପଣ ରବି ବାରରେ ସୂର୍ଯ୍ୟ ଦେବାକୁ ଜଳ ଅର୍ପଣ କରିବା ଉଚିତ । ସୂର୍ଯ୍ୟ ଦେବଙ୍କର ଦୁଇଟି ସନ୍ତାନ ରହିଛି ଜଣେ ହେଉଛନ୍ତି ଯମଦେବତା ଆଉ ଜଣେ ହେଉଛନ୍ତି ଶନିଦେବ ।

କୁହାଯାଏକି ଯାହା ଉପରେ ଶନିଦେବଙ୍କ କୃପା ହୋଇଯାଏ, ସେମାନେ ଧନବାନ ହେବା ସହିତ ତାଙ୍କୁ ଏହି ଦୁଇଜଣଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ତାଙ୍କ ପିତାଙ୍କ ଆଶୀର୍ବାଦ ଲାଗି ସେମାନେ କିଛି ଅସୁବିଧା କରିନଥାନ୍ତି ଓ ଶନିଦେବଙ୍କ ସାଢେ ସାତିର କିଛି ପ୍ରଭାବ ପଡିନଥାଏ । ଜୀବନରେ ବ୍ୟକ୍ତି ଦୁଇଟି ଜିନିଷର ବିପଦ ଥାଏକି ସେ ବିନାଶ ଦ୍ଵାରରେ ଯିବ ଓ ମୃତ୍ୟୁ ତାହାର ପିଛା କରିବ । ଯଦି ଆପଣ ସୂର୍ଯ୍ୟଦେବଙ୍କୁ ଜଳ ଦେବେ ଆପଣଙ୍କୁ ଯମ ଦେବତାଙ୍କର କିଛି ବିପଦ ନଥାଏ ।ଏହା ସହିତ ଶନିଦେବଙ୍କ ପୂର୍ଣ ସାହାର୍ଯ୍ୟ ମିଳିଥାଏ ।

ସେଥିଲାଗି କହିଥିବା କଥାନୁସାରେ ଲୋଟାରେ ପକାଇ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବେ । ବିଧି ବିଧାନ ସହିତ କରିବା ବହୁତ ଜରୁରୀ ହୋଇଥାଏ । କିଛିବି ଉପାୟ ବିଧି ବିଧାନ ସହିତ କରିବା ଦ୍ଵାରା ଆପଣଙ୍କୁ ଫଳ ମିଳିଥାଏ । କେବେ କେବେ ଯଦି ବିଧି ଠିକସେ ନହେଲା ତାର ଓଲଟା ପ୍ରଭାବ ପଡିଥାଏ । ସୂର୍ଯ୍ୟ ଦେବଙ୍କ ଦ୍ଵାରା ପାପରୁ ମୁକ୍ତି , ରୋଗରୁ ନାସ କରିବା, ଆୟୁ ଓ ସୁଖରେ ବୃଦ୍ଧି କରିବାରେ , ଗରିବୀ ଦୂର କରିବାର ଅପାର ଶକ୍ତି ରହିଛି । ସେଥିପାଇଁ ଯେଉଁ ବ୍ୟକ୍ତି ସୂର୍ଯ୍ୟ ଦେବଙ୍କୁ ଜଳ ଚଢାଇ ଥାଏ କି ରବିବାର ଦିନ ସୂର୍ଯ୍ୟଙ୍କୁ ଜଳ ଚଢାଇ ଥାଏ ତାକୁ ଏହା ସବୁ ମିଳିଥାଏ ।

ଏହି ଉପାୟକୁ କରିବା ପାଇଁ ତମ୍ବା ଲୋଟାର ପ୍ରୟୋଗ କରିବେ, ତମ୍ବା ଲୋଟା ନେଇ ସେଥିରେ ଜଳ ଭରିବେ ଓ ସେଥିରେ ଟିକେ ଗଙ୍ଗା ଜଳ ପକାଇବେ ଓ ସେଥିରେ ଟିକେ ହଳଦୀ ଟିକେ ସିନ୍ଦୁର, ଟିକେ ଚିନୀ, ୨୧ ଦାନା ଚାଉଳ ପକାନ୍ତୁ, ଚାଉଳ ଯେମିତି ଭଙ୍ଗା ନଥିବ ଗୋଟା ରହିବା ଦରକାର । ଦୁଇଟି ଫୁଲ ଲାଲ ରଙ୍ଗର ଏହି ଫୁଲକୁ ଜଳରେ ଅବଶ୍ୟ ପକାଇବେ । ଏହି ସାମଗ୍ରୀକୁ ଜଳରେ ପକାଇବା ପରେ ପାଣି ଅର୍ପଣ କରିବା ସମୟରେ, ‘ ଓଂ ସୂର୍ଯ୍ୟାୟ ନମଃ ‘ ଜପକରି ଜଳ ଅର୍ପଣା କରିବେ । ସେ ପର୍ଯ୍ୟନ୍ତ ଜଳ ଅର୍ପଣ କରିବେ ଯେ ପର୍ଯ୍ୟନ୍ତ ପାଣି ସେସ ହୋଇନି ।

ଧୀରେ ଧୀରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବେ ଓ ପୂର୍ବ ଦିଗ ଆଡକୁ ମୁହଁ କରି ଜଳ ଅର୍ପଣ କରିବେ । ସେଇ ଜଳଧାରାରେ ସୂର୍ଯ୍ୟ ଦେବଙ୍କୁ ଦର୍ଶନ କରିବେଯାହା ଲୋଟାରୁ ତଳେ ପଡୁଥିବ । ଯେବେ ସବୁଜଳ ତଳେ ପଡିଯିବ ସେଥିରୁ ଟିକେ ଭାଗ ଆଖି ଉପରେ ଓ ମଥାରେ ଲଗାଇବେ । ନମସ୍କାର କରି ଗୋଟେ ଥର ପରିକ୍ରମା କରିବେ, ଏହା ନିୟମ ଅଟେ ଏହାକୁ ଠିକ ସେ କଲେ ପୂର୍ଣଫଳ ପ୍ରାପ୍ତ ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *