ଧାତୁ ନଷ୍ଟ ହେଉଛି କି, କରନ୍ତୁ ଏହି ଉପାୟ- Ajira Anuchinta

ତେବେ ଆଜିକା ସମୟରେ ମଣିଷ ପାଖରେ ନିଜ ସ୍ୱାସ୍ଥ୍ୟ ପାଇଁ ସମୟ ନାହିଁ ସମସ୍ତେ କେବଳ ଧନ ଅର୍ଜିତ କରିବାରେ ଲାଗିଛନ୍ତି ତେବେ ଏହି ଧନ ସେ ନିଜେ ଭୋଗ କରି ପାରୁ ନାହାନ୍ତି । ତାଙ୍କ ଧନ ତାଙ୍କ ସନ୍ତାନ ଭୋଗ କରୁଛନ୍ତି ତେବେ ଏହା ଜାଣି ମଧ୍ୟ ମଣିଷ ନିଜ ପାଇଁ କିଛି କରି ନଥାଏ । ତେବେ ଜେନ ମହାନ ବ୍ୟକ୍ତି କହିଥିଲେ ସବୁଠାରୁ ବଡ ଧନ ସ୍ୱାସ୍ଥ୍ୟ ଅଟେ ଯଦି ଆପଣଙ୍କ ଶରୀର ଭଲ ଅଛି ତେବେ ଆପଣଙ୍କ ପାଖରେ ସବୁ କିଛି ଅଛି ଯଦି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ଅଛି ତେବେ ଯେତେ ଧନ ଥିଲେ ମଧ୍ୟ ବ୍ୟର୍ଥ ଭଳି ଲାଗିଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ମାନଙ୍କ ପାଇଁ ବହୁତ ଲାଭକାରୀ ଆପଣଙ୍କ ଘରେ ବହୁତ ସହଜରେ ମିଳିଯିବ ଆଉ ଏହି ଉପାୟ ଗୁଡିକ କରିବା ଦ୍ଵାରା ଆପଣଙ୍କ ବଡ ଠାରୁ ବଡ ରୋଗ ମଧ୍ୟ ଦୂର ହୋଇଯିବ ।

୧. ଆଜିକା ସମୟରେ ବହୁତ ଏମିତି ଲୋକ ଅଛନ୍ତି ଯାହାଙ୍କୁ ରାତିରେ ଭଲରେ ନିଦ ହେଉ ନାହିଁ ଏହାର ମୁଖ୍ୟ କାରଣ ଚିନ୍ତା ଅଟେ । ତେବେ ଆପଣ ରାତିରେ ଲେମ୍ବୁ ରସ ସୋରିଷ ତେଲରେ ମିଶାଇ ପାଦରେ ମାଲିସ କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଭଲ କାମ କରିବ ।

୨. ଚୁଟି ପାଚିବା ସାମାନ୍ୟ କଥା ହୋଇ ଯାଇଛି ସମସ୍ତଙ୍କ ଚୁଟି ପାଚୁଛି ଛୋଟ ଛୁଆ ଠାରୁ ବଡ ପର୍ଯ୍ୟନ୍ତ ଯଦି ଆପଣ ଚୁଟି ପାଚୁଛି ତେବେ ହିଡିମିଚା ଶାଗ ଦୁଇ ମାସ ଖାଇକି ଦେଖନ୍ତୁ ଆପଣଙ୍କ ଚୁଟି ପାଚିବା କମ ହୋଇଯିବ ଓ ଚୁଟି ଅନ୍ୟ ସମସ୍ୟା ମଧ୍ୟ ଦୂର ହବ ।

୩. ତେବେ ବହୁତ ଲୋକଙ୍କୁ ଛୋଟ ବେଳୁ ଶ୍ଵାସ ହୋଇଥାଏ ଏହି ଭଳି ଲୋକଙ୍କ ଯଦି ଶ୍ଵାସ ବଢି ଯାଇଥାଏ ତେବେ ତାଙ୍କୁ ପାଚିଲା କଦଳୀ ଗରମ କରି ଗୋଲମରୀଚ ସହ ଖାଇବାକୁ ଦିଅନ୍ତୁ ଦେଖିବେ ଶ୍ଵାସ କମ ହୋଇଯିବ ଆଉ କେବେ ହବ ନାହିଁ ।

୪. ଲୋକଙ୍କ ଗୋଟେ ଖରାପ ଅଭ୍ଯାସ ଯେ ସେ କବାଟ ଗୋଡ ମାରି ଖୋଲି ଥାନ୍ତି ବା ବନ୍ଦ କରିଥାନ୍ତି । ଆପଣ ଏହି ଭଳି ଭୁଲ କରନ୍ତୁ ନାହିଁ କାହିଁକିନା ଏହି ଭଳି ଭୁଲ କରିବା ଦ୍ଵାରା ଆପଣଙ୍କ ଘର ପରିବାର ଲୋକଙ୍କ ମାନସିକ ଚିନ୍ତା ବଢିବା ସହ କଷ୍ଟ ମଧ୍ୟ ବଢିବାକୁ ଲାଗିଥାଏ ।

୫. ଝାଡୁ ଘର ଲକ୍ଷ୍ମୀ ହୋଇଥାଏ ବୋଲି ଆପଣ ମାନେ ସମସ୍ତେ ବେସ ଭଲ ଭାବରେ ଜାଣିଛନ୍ତି ତେବେ ଝାଡୁ ରଖିବାର ଶାସ୍ତ୍ରରେ ଉଲ୍ଲେଖ ଅଛି । ଝାଡୁକୁ ଘରର ଦକ୍ଷିଣ ପଶ୍ଚିମ କୋଣରେ ରଖନ୍ତୁ ଏବଂ ସର୍ବଦା ଲୁଚାଇ ରଖନ୍ତୁ ଏହା ଆପଣଙ୍କ ପାଇଁ ଲାଭକାରୀ ହୋଇଥାଏ ।

୬. ଧାତୁ ନଷ୍ଟ ହେଉଥିଲେ କଞ୍ଚାବୁଟକୁ ପାଣିରେ ବତୁରାଇ ସତଦିନ ଖାଆନ୍ତୁ । ଏହା ଦ୍ଵାରା ଧାତୁ ନଷ୍ଟ ହେବ ନାହିଁ ଓ ଶରୀର ମଧ୍ୟ ହୃଷ୍ଟ ପୃଷ୍ଟ ହେବ ।

Leave a Reply

Your email address will not be published. Required fields are marked *