ସ୍ଵାମିଙ୍କୁ ଆଖିରେ ବସାଇ ରଖିଥାନ୍ତି ଏହି ୬ଟି ନାମର ଝିଅମାନେ ,ଦେଖନ୍ତୁ ଆପଣଙ୍କ ନାମ ନାହିଁ ତ ଏଥିରେ ଗୋଟିଏ

ଏହା ତ ଆମେ ସମସ୍ତେ ଜାଣିଛୁ କି ସ୍ଵାମି ସ୍ତ୍ରୀ ଙ୍କ ସମ୍ପର୍କ କେତେ ଖାସ ହୋଇଥାଏ । ଏହା ସେହି ସମ୍ପର୍କ ହୋଇଥାଏ ଯେଉଁଥିରେ ଭଲପାଇବା ,ବିଶ୍ଵାସ ଏବଂ ସମ୍ମାନ ସବୁ କିଛି ଥାଏ । ଯେଉଁଠି ଏକ ପଟେ ସ୍ତ୍ରୀ ନିଜ ସ୍ଵାମିକୁ ଖୁସିରେ ରଖିବା ପାଇଁ ବହୁତ କୋସିସ କରିଥାଏ ଏବଂ ଆରପଟେ ସ୍ଵାମୀ ବି ତା ସ୍ତ୍ରୀର ଧ୍ୟାନ ରଖିବାରେ କିଛି ବି ଉପାୟ ଛାଡି ନଥାଏ । ସବୁ ସ୍ତ୍ରୀମାନେ ତାଙ୍କ ସ୍ଵାମୀକୁ ବହୁତ ଭଲ ପାଇଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ନାମ ଥିବା ଝିଅମାନଙ୍କ ବିଷୟରେ କହିବୁ ,ଯିଏ ନିଜ ସ୍ଵାମୀଙ୍କୁ ଆଖିରେ ବସାଇ ରଖିଥାନ୍ତି । ଆପଣମାନେ ବି ଜାଣିବାକୁ ଚାହୁଁଛନ୍ତି କି ସେ ଝିଅମାନେ କିଏ ।

Image Courtesy: Google

ତାହେଲେ ଚାଲନ୍ତୁ ଜାଣିବା ସେହି ଝିଅମାନଙ୍କ ବିଷୟରେ

୧ -D ନାମ ଥିବା ଝିଅମାନେ

ଯେଉଁ ଝିଅମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ,ସେ ତାଙ୍କ ସ୍ଵାମୀମାନଙ୍କୁ ଆଖିରେ ବସାଇ ରଖିଥାନ୍ତି । ଏମାନେ ଶଚା ମନରେ ନିଜ ସ୍ଵାମୀଙ୍କର ସେବା କରିଥାନ୍ତି । ସେ ଜୀବନ ସାରା ତାଙ୍କ ସହିତ ରହିଥାନ୍ତି ଏବଂ ତାଙ୍କର ସବୁ ଇଚ୍ଛା ପୂରଣ କରନ୍ତି ।

୨ -H ନାମ ଥିବା ଝିଅମାନେ

ଯେଉଁ ଝିଅମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସମାନେ ବି ତାଙ୍କ ସ୍ଵାମୀଙ୍କ ପ୍ରତି ସେବା ଭାବ ରଖିଥାନ୍ତି । ଏମାନେ ନିଜ ସ୍ଵାମୀଙ୍କୁ ମୁଣ୍ଡ ଉପରେ ବସାଇବାର କୌଣସି ସୁଯୋଗ ଛାଡନ୍ତି ନାହିଁ । ଏମାନେ ତାଙ୍କର ପୁରା ସମୟ ନିଜ ସ୍ଵାମିଙ୍କ ସେବାରେ ଲଗାଇ ଥାନ୍ତି ।

Image Courtesy: Google

୩ -K ନାମ ଥିବା ଝିଅମାନେ

ଯେଉଁ ଝିଅମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ,ସେମାନେ ସତ ହୃଦୟ ବାଲା ହୋଇଥାନ୍ତି । ଏହି କାରଣରୁ କି ଏମାନଙ୍କ ପାଇଁ ତାଙ୍କର ପତିବ୍ରତା ଧର୍ମ ସବୁ କିଛି ହୋଇଥାଏ । ଏମାନେ ତାଙ୍କ ସ୍ଵାମୀଙ୍କର ବହୁତ ସେବା କରିଥାନ୍ତି ଏବଂ ତାଙ୍କୁ ଆଖିରେ ବସାଇ ରଖିଥାନ୍ତି ।

Image Courtesy: Google

୪ -M ନାମ ଥିବା ଝିଅମାନେ

ଯେଉଁ ଝିଅମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ,ସେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ଝିଅମାନଙ୍କୁ ସତରେ ଭଲ ପାଇଥିବା ସ୍ଵାମୀ ହିଁ ମିଳିଥାନ୍ତି । ଏମିତିରେ ବି ଏମାନେ ମଧ୍ୟ ତାଙ୍କ ସ୍ଵାମୀଙ୍କର ବହୁତ ଚିନ୍ତା କରିଥାନ୍ତି ।

୫ -R ନାମ ଥିବା ଝିଅମାନେ

ଯେଉଁ ଝିଅମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ,ସେ ତାଙ୍କ ସ୍ଵାମୀଙ୍କର ସବୁ ଇଚ୍ଛା ପୂରଣ କରିଥାନ୍ତି । ଏମାନଙ୍କ ପାଇଁ ତାଙ୍କ ସ୍ଵାମୀ ସବୁକିଛି ହୋଇଥାନ୍ତି । ଏମାନେ ତାଙ୍କ ସ୍ଵାମୀଙ୍କର ଜରୁରୀ ଠାରୁ ଅଧିକ ସେବା କରିଥାନ୍ତି ।

Image Courtesy: Google

୬ -T ନାମ ଥିବା ଝିଅମାନେ

ଯେଉଁ ଝିଅମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ,ସେ ସବୁବେଳେ ଅନ୍ୟ ମାନଙ୍କର ଭଲ ପାଇଁ ଚିନ୍ତା କରିଥାନ୍ତି । ଏମାନେ ନିଜ ସ୍ଵାମୀଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି ଏବଂ ଏମାନଙ୍କ ପାଇଁ ତାଙ୍କ ସ୍ଵାମୀ ସବୁ କିଛି । ଯଦି ଆପଣଙ୍କ ସ୍ତ୍ରୀ ଙ୍କ ନାମ ଏହି ଅକ୍ଷର ଭିତରୁ କୌଣସି ଅକ୍ଷରରୁ ଆରମ୍ଭ ହୋଇଛି ତାହେଲେ ଆପଣ ବାସ୍ତବରେ ବହୁତ ଭାଗ୍ୟଶାଳୀ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *