ସ୍ଵାମୀ ସ୍ତ୍ରୀ ଭିତରେ ଯଦି ଚାହାଁନ୍ତି ବହୁତ ଭଲପାଇବା ତାହେଲେ ଥରେ ଜପି ନିଅନ୍ତୁ ଏହି ଚମତ୍କାରୀ ମନ୍ତ୍ର ,ପୁଣି ଦେଖନ୍ତୁ ଚମତ୍କାର

ଆମ ଶାସ୍ତ୍ରରେ ସବୁ ସମ୍ପର୍କ ଭିତରେ ଉଚ୍ଚ ସ୍ଥାନ ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କକୁ ଦିଆଯାଇଛି ଏବଂ ଏହି ସମ୍ପର୍କ ବହୁତ ପବିତ୍ର ବୋଲି କୁହାଯାଇଛି ଏବଂ ଏମିତି ବି କୁହାଯାଇଛି କି ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ କେବଳ ଦୁଇଟି ଲୋକଙ୍କର ମିଳନ ନୁହେଁ ,ଦୁଇଟି ଶରୀରର ମିଳନ ବି ହୋଇନଥାଏ ,ଏହି ସମ୍ପର୍କ ତ ଦୁଇଟି ଆତ୍ମା ର ମିଳନ ହୋଇଥାଏ । କିନ୍ତୁ ଏହା ସବୁ ତ ଖାଲି କହିବା ଏବଂ ଶୁଣିବା କଥା ହୋଇଥାଏ । ଏହା ସହିତ ଦେଖିବାକୁ ମିଳିଥାଏ କି ନୂଆ

ନୂଆ ବାହା ହୋଇଥିବା ଲୋକଙ୍କ ପାଇଁ ବିବାହ ସମ୍ପର୍କ ବହୁତ ଭଲ ହୋଇଥାଏ ,କିନ୍ତୁ ସମୟ ସହିତ ଧୀରେଧୀରେ କେତବେଳେ ଏହି ସମ୍ପର୍କ ଫିକା ପଡିବାକୁ ଲାଗିଥାଏ ଏହା ଆମକୁ ଜଣା ପଡେ ନାହିଁ ।

Image Courtesy: Google

ବିବାହର କିଛି ଦିନ ଯାକେ ସବୁ କିଛି ଠିକ ଚାଲି ଥାଏ କିନ୍ତୁ ଯେତବେଳେ ଆପଣ ଜେନ ଅନ୍ୟ ଜଣକୁ ଚିହ୍ନି ବାକୁ ଲାଗିବେ ,ଏହି ସମ୍ପର୍କ କିଛି କମ ଭଲ ଲାଗିବ । କଣ ଏହି କାରଣରୁ ବିବାହ ବେକାର ଲାଗିବାରେ ଲାଗିଛି ? ଏହା ନୁହେଁ କାରଣ ଧାର୍ମିକ ସୃଷ୍ଟିରୁ ଆମ ଜୀବନ ଏବଂ ତାହିତ ଯୋଡା ହୋଇଥିବା ମଣିଷ ଓ ସମ୍ପର୍କ ସବୁ ଝଗଡାର ଶିକାର ହୋଇଥାନ୍ତି । ଏହା ଆମ ସମ୍ପର୍କରେ ଖଟାପଣ ଆଣିଥାଏ କିନ୍ତୁ ଆଜି ଆମେ ଆପଣଙ୍କର ଏହି କଳହ କୁ ଦୂର କରିବା ପାଇଁ କିଛି ଉପାୟ କହିବୁ ।

୧ -ସବୁଠାରୁ ପ୍ରଥମେ ଆପଣ ଦୁଇଜଣ ସ୍ଵାମୀ ସ୍ତ୍ରୀଙ୍କୁ ସକାଳୁ ଜଲ୍ଦି ଉଠି ସ୍ନାନ କରିବା ଦରକାର ଏବଂ ଦୁଇଜଣ ଏକା ସହିତ ଭଗବାନ ଶିବଙ୍କ ମନ୍ଦିର ଯାଆନ୍ତୁ । ମନ୍ଦିର ଯାଇ ପୁରା ଶ୍ରଦ୍ଧାର ସହିତ ଶିବ ଲିଙ୍ଗ ଉପରେ ଜଳ ଢାଳନ୍ତୁ ।

ଓମ ନମଃ ସଂଭବାୟ ଚ ମୟୋ ଭବାୟ ଚ ନମଃ ଶଙ୍କରାୟ ଚ ମୟସ୍କରାୟ ଚ ନମଃ ଶିବାୟ ଚ ଶିବତରାୟ ଚ

୨ -ସବୁବେଳେ ଏହା ଦେଖିବାକୁ ମିଳିଥାଏ କି ବିନା କୌଣସି କାରଣରେ ସ୍ଵାମୀ ସ୍ତ୍ରୀ ଙ୍କ ଭିତରେ ଝଗଡା ହୋଇଥାଏ । ସେହି ଝଗଡାର କୌଣସି ଅର୍ଥ ନଥାଏ ଏବଂ ଏହା ପଛରେ କୌଣସି ବିଶେଷ ଉଦେଶ୍ୟ ବି ନଥାଏ ।

Image Courtesy: Google

୩ -ସ୍ଵାମୀ ସ୍ତ୍ରୀ ଙ୍କ ଭିତରେ ଭଲପାଇବା ବଢାଇବାର ଉପାୟ ଭିତରୁ ସବୁଠାରୁ ମହତ୍ବପୂର୍ଣ ହେଉଛି ନିଜଭିତରେ ବୁଝାବଣା ଏବଂ ସହନଶୀଳତା ।

୪ -ସ୍ଵାମୀ ସ୍ତ୍ରୀ ନିଜ ଭିତରେ ଭଲପାଇବା ବଢାଇବା ପାଇଁ ସ୍ତ୍ରୀ ନିଜ ସ୍ବାମୀର ନାମକୁ ଏକ ଭୋଜ ପତ୍ରରେ ଲାମ କଲମରେ ଲେଖି ‘ହଂ ହନୁମତେ ନମରୁ’ମନ୍ତ୍ର ଜପକାରୀ ତାହାକୁ ଘରର କୌଣସି କୋଣରେ ରଖିଦିଅନ୍ତୁ ।

୫ -ନିଜ ଭିତରେ ଭଲପାଇବା ଏବଂ ବିଶ୍ଵାସ ସୃଷ୍ଟି କରିବା ପାଇଁ ମା ପାର୍ବତୀ ଏବଂ ଶଙ୍କର ଙ୍କର ଆରଧନା କରନ୍ତୁ । ଏହା ସହିତ ସୋମବାରରେ ବ୍ରତ ରଖନ୍ତୁ ।

୬ -ରାତିରେ ସ୍ତ୍ରୀ ନିଜ ସ୍ବାମୀର ତକିଆ ତଳେ ଏକେ ସିନ୍ଦୁର ପୁଡିଆ ରଖିଦିଅନ୍ତୁ ଏବଂ ତାପର ଦିନ ସକାଳୁ ଉଠି ସ୍ଵାମୀ ସେହି ସିନ୍ଦୁରକୁ ନିଜ ସ୍ତ୍ରୀ ମଥାରେ ପିନ୍ଧାଇ ଦିଅନ୍ତୁ ,ସେହି ପରି ସ୍ଵାମୀ ସ୍ତ୍ରୀ ର ତକିଆ ତଳେ କର୍ପୁର ରଖନ୍ତୁ ଏବଂ ତା ପର ଦିନ ସକାଳୁ ସେଥିରେ ଆଳତି କରନ୍ତୁ ,ଏମିତି କାଲେ ସ୍ଵାମୀ ସ୍ତ୍ରୀ ଙ୍କ ଭିତରେ ଝଗଡା ହୋଇନଥାଏ ।

Image Courtesy: Google

୭ -ଯେଉଁଠି ସ୍ଵାମୀ ସ୍ତ୍ରୀ ବସିଛନ୍ତି ତାଙ୍କ ସାମ୍ନାରେ ମା ପାର୍ବତୀଙ୍କର ଫଟୋ ନିହାତି ରଖନ୍ତୁ ଏବଂ ପୁରା ଶ୍ରଦ୍ଧାର ସହିତ ଏହି ମନ୍ତ୍ର ଜପ କରନ୍ତୁ

ଅକ୍ଷୁଣୋ ନୌ ମଧୁଶଙ୍କାରେ ଅନିକଙ୍ଗ ନୌ ସମଜନମ । ଅନ୍ତଃ କୃଣୁବ୍ୟ ମାଂ ହ୍ରଦୀ ମନ ଇସ୍ନୋ ମହାସତୀ । ଏମିତି କଲେ ଆପଣଙ୍କ ଭିତରେ ପ୍ରେମ ବଢିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *