ଫେମସ ଷ୍ଟାର ହୋଇ ବି ବହୁତ ସାଧାରଣ ଝିଅ ସହିତ କରିଛନ୍ତି ବିବାହ, ନମ୍ବର ୧ ଯୋଡି ଦେଖି ଆଶ୍ଚଜ୍ୟ ହୋଇଯିବେ ଆପଣ

ଭଲପାଇବା କେବେବି କାହାର ସୁନ୍ଦର ଚେହେରା ବା ଧନ ସମ୍ପତ୍ତି ଦେଖି କରାଯାଇ ନଥାଏ । ଏହାର ଉଦାହାର ହେଉଛନ୍ତି ଏହି ପାଞ୍ଚ ଜଣ ତାରକା ଯାହାଙ୍କ ବିଷୟରେ ଆଜି ଆମେ କହିବାକୁ ଯାଉଛୁ । ଏହି ସୁପର ତାରକାମାନେ ବହୁତ ହିନ ସାଧାରଣ ଝିଅଙ୍କୁ ବିବାହ କରି ଏହା ସାବିତ କରିଦେଇଛନ୍ତି କି ଭଲ ପାଇବା ଆଗରେ ସମ୍ପତ୍ତି କିଛି ବି ନୁହେଁ । ଆସନ୍ତୁ ଜାଣିବା ଏହି ପାଞ୍ଚ ଜଣଙ୍କ ବିଷୟରେ ।

Image Courtesy: Google

୫ -ପଙ୍କଜ ତ୍ରିପାଠୀ

ଫିଲ୍ମରେ ସବୁବେଳେ ସହାୟକ ଅଭିନେତା ଭାବେ ଦେଖାଯାଉ ଥିବା ପଙ୍କଜ ତ୍ରିପାଠୀ ବହୁତ ମଜାଳିଆ ଅଭିନେତା ଅଟନ୍ତି । ଜଣେ ବଲିଉଡ ଷ୍ଟାର ହୋଇ ମଧ୍ୟ ସେ ଜଣେ ବହୁତ ସାଧାରଣ ଝିଅ ମୃଦୁଳା ଙ୍କୁ ବିବାହ କରିଛନ୍ତି । ଆଜି ବି ଏହି ଅଭିନେତାଙ୍କୁ ବଲିଉଡ ରେ ସଂଘର୍ଷ ଅଭିନେତା କୁହାଯାଉଛି ।

୪ -ଗୋପିଚନ୍ଦ

Image Courtesy: Google

ସାଉଥ ଫିଲ୍ମର ସୁପରଷ୍ଟାର ଗୋପିଚନ୍ଦ ବହୁତ ହ୍ୟାଣ୍ଡସମ ଏବଂ ଷ୍ଟାଇଲିସ ଅଟନ୍ତି । ସେ ୨୦୧୩ ରେ ରେଶମା ନାମକ ଏକ ଝିଅ ସହିତ ବିବାହ କରିଛନ୍ତି । ଗୋପିଚାନ୍ଦ ତାଙ୍କ ଫିଲ୍ମ କ୍ଯାରିୟାର ବହୁତ ହିଟ ଫିଲ୍ମ ଦେଇଛନ୍ତି ।

୩ -ନବାଯୁଧିନ ସିଦ୍ଧିକ

Image Courtesy: Google

ଫିଲ୍ମ ଭିତରେ ନିଜର ଦମଦାର ଅଭିନୟକୁ ଶ୍ରେଷ୍ଠ କରିଥିବା ନବାଯୁଧିନ ସିଦ୍ଧିକ ଜଣେ ସାଧାରଣ ଝିଅ ଅଞ୍ଜଳି ଙ୍କୁ ବିବାହ କରିଛନ୍ତି । ସେ ଜଣେ ବହୁତ ଭଲ ଓ କଷ୍ଟ କରି ଉଠିଥିବା ବଡ ଷ୍ଟାର । ବର୍ତ୍ତମାନ ବଲୀଉଡରେ ତାଙ୍କର ବହୁତ ନାମ ।

୨ -ଚିରଂଜୀବ

Image Courtesy: Google

ସାଉଥ ଫିଲ୍ମର ସୁପରଷ୍ଟାର ଚିରଂଜୀବ ଜଣେ ସାଧାରଣ ଝିଅ ସୁରେଖାଙ୍କ ସହିତ ୧୯୮୦ ମସିହାରେ ବିବାହ କରିଛନ୍ତି । ସେମାନେ ନିଜ ଜୀବନ ବହୁତ ଖୁସିରେ ବଞ୍ଚୁଞ୍ଚନ୍ତି । ତାଙ୍କ ପୁଅ ଚରଣ ମଧ୍ୟ ସାଉଥର ଜଣେ ସୁପର ଷ୍ଟାର ଅଟନ୍ତି ।

୧ -ଶାହରୁଖ ଖାନ

Image Courtesy: Google

ବଲିଉଡର ବାଦଶା କୁହାଯାଉ ଥିବା ଶାହରୁଖ ଖାନଙ୍କୁ ବହୁତ ପସନ୍ଦ ଥିଲେ ଗୌରି, ଏମିତି ବି କୁହାଯାଏ କି ତାଙ୍କ ପାଇଁ ହିଁ ସେ ମୁମ୍ବାଇ ଆସିଥିଲେ ଓ ନିଜର ଫିଲ୍ମ କ୍ଯାରିୟର ଆରମ୍ଭ କରିଥିଲେ ଏହାପରେ ସେ ତାଙ୍କ ପ୍ରେମ ଗୌରି ସହିତ ବିବାହ କଲେ ଏବଂ ତାଙ୍କର ଦୁଇଟି ପୁଅ ଓ ଗୋଟେ ଝିଅ ମଧ୍ୟ ଅଛନ୍ତି ।

ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *