ଏହା କରିବା ପରେ ଜଣେ ସ୍ଵାମୀ ତା ସ୍ତ୍ରୀକୁ ମଧ୍ୟ ଭୁଲିଯାଏ, ଜାଣନ୍ତୁ ଏହା କଣ

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ନିଜ ଜୀବନରେ ୪ଟି ଜିନିଷ କୁ ଭୁଲି ଯାଇଥାଏ । ପ୍ରଥମ ଟି ହେଉଛି ପ୍ରଥମ ଶ୍ରେଣୀ ରୁ ୫ମ ଶ୍ରେଣୀ ଯାଏଁ ଅଷ୍ଟମ ଶ୍ରେଣୀ ଯାଏଁ ଗୁରୁ ଙ୍କୁ ଛାତ୍ର ଭୁଲି ଯାଇଥାଏ । ଦ୍ଵିତୀୟ ଟି ହେଉଛି ସଂଭୋଗ ପରେ ବା ରତିକ୍ରିଡା ପରେ ବା ପ୍ରେମ କ୍ରିଡା ସ୍ତ୍ରୀ ସହ ସରିବା ପରେ ସ୍ଵାମୀ ତା ସ୍ତ୍ରୀ କୁ ଭୁଲିଯାଏ । ତୃତୀୟ ଟି ହେଉଛି ବିପଦ ରେ ସାହାଜ୍ଯ କରିଥିବା ବନ୍ଧୁ ଙ୍କୁ ବନ୍ଧୁ ମଧ୍ୟ ଭିଲିଯାଏ । ଚତୁର୍ଥ ଟି ହେଉଛି ପୁଅ ବିବାହ କରିବା ପରେ ତା ବାପା ମା ଙ୍କୁ ଭୁଲି ଯାଇଥାଏ । ତେଣୁ ଏହି ୪ଟି ଜିନିଷ ଏବେ ବି ଭୁଲିବା ଉଚିତ ନୁହେଁ ।

ଏହାକୁ ସର୍ବଦା ମନେ ରଖିଲେ ଆପଣଙ୍କର ମଙ୍ଗଳ ହେବ । ଧଳା ରଙ୍ଗର ଠିଆ ହୋଇଥିବା ଗଣେଶ ମୂର୍ତି ଘରର ପୂର୍ବ ଦିଗରେ ସ୍ଥାପନ କରିବା ସହ ସାମନାରେ ଅରୁଆ ଚାଉଳ ରଖନ୍ତୁ । ଦେଖିବେ ଯେଉଁ କାମରେ ବିଲବ ହେଉଛି ତାହା ଜଲ୍ଦି ହୋଇଯିବ । ପ୍ରତି ଶୁକ୍ରବାର ଦିନ ରାତିରେ କିଛି ମିଠା ତିଆରି କରି ପରିବାର ଲୋକେ ଏକାଠି ବସି ଖାଆନ୍ତୁ । ଏପରି କରିଲେ ଦେବତା ମାନେ ସନ୍ତୁଷ୍ଟ ହୋଇଥାନ୍ତି ।

ଆପଣଙ୍କ ଘରେ ବିଲେଇ ପିଲା ଜନ୍ମ କରେ ବା ମାଙ୍କଡ ଆମ୍ବ ବା ଫଳ ଖାଇ ତାର ଛିନ୍ନ ଅଂସ ପକାଇ ଯାଇଥାଏ ତେବେ ଜାଣିବେ ସେହି ଦିନ ଠାରୁ ଭଲ ସମୟ ଆରମ୍ଭ ହେଲା । ଭାତ ରାନ୍ଧିବା ପରେ ହାଣ୍ଡି କେବେ ପୋଛାପୋଛି କରିବେ ନାହି । ରୁଟି ଦେଇ ସାରିବା ପରେ ଗୋଟେ ରୁଟି ନିଶ୍ଚୟ ରଖନ୍ତୁ । ସ୍ନାନ ୪ ପ୍ରକାରର ଯଥା ଅମୃତ, ଦୁଗ୍ଧ, ସୁରା ଓ ରକ୍ତ ସ୍ନାନ ।  ବ୍ରହ୍ମ ମୁହୁର୍ତ୍ତରେ ରାତି ୪ଟା ୩୦ରୁ ୫ଟା ଭିତରେ ସ୍ନାନ କରିଲେ ଅମୃତ ସ୍ନାନ କୁହାଯାଏ ।

ସାଢେ ୫ରୁ ୬ଟା ୩୦ ଭିତରେ ସ୍ନାନକୁ ଦୁଗ୍ଧ ସ୍ନାନ, ସାଢେ ୬ରୁ ସକଳ ୯ଟା ଯାଏଁ ସ୍ନାନକୁ ସୁରା ସ୍ନାନ ଓ ସାଢେ ୯ ପରେ ଦିନମାନ ସ୍ନାନକୁ ରକ୍ତ ସ୍ନାନ କୁହାଯାଏ । ମଙ୍ଗଳବାର ଦିନ କାହା ଠାରୁ ତାଙ୍କ କରଯ ଆଣିବେ ନାହି । ଏମିତି କରିଲେ ସୁଝିବା କଷ୍ଟ ହେବ । କାହା ପାଖରୁ ଧାର ଆଣିଥିଲେ ମଙ୍ଗଳବାର ଦିନ ସୁଝନ୍ତୁ । ଯଦି କୌଣସି ପକ୍ଷୀ ଗୋଟିଏ ଫଳ ଖାଇ ଦର ଖଣ୍ଡିଆ ଫଳ ଛାତ ପଡିବାର ସକାଳ ଦେଖିଲେ ଭଲ ସମୟ ଆରମ୍ଭ ହେବାର ସୂଚନା ଦେଇଥାଏ ।

ନୂଆ ଘର ତିଆରି କରୁଥିଲେ ପୂର୍ବ ଦିଗରେ ରୋଷେଇ ଘର, ପଶ୍ଚିମ ଦିଗରେ ଗୃହପାଳିତ ପଶୁ, ଉତ୍ତରରେ ଟଙ୍କା ପଇସା ବା ଦାମୀ ଜିନିଷ ଓ ଦକ୍ଷିଣ ଦିଗରେ ଶୋଇବା ଘର କରିବା ଉଚିତ । ଭୋଜନ କରିବା ସମୟରେ କେବେ ବି ଗଳାରେ ହାତ ଦେଇ ବା ପାଦରେ ବା ମୁଣ୍ଡରେ ହାତ ଦେଇ ଖାଇବା ଉଚିତ ନୁହେଁ । ନିମପତ୍ର ମୁଣ୍ଡରେ ମାରି ମୁହଁର ତେଜ ବଢାଇବା ସହ ଦାଗ ଦୂର ହେବ ଓ ଅନେକ ରୋଗ ଦୂର ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *