ସ୍ଵାମୀ ଉପରେ ନିଜ ଜୀବନ ଦେବାକୁ ପଛାଇ ନଥାନ୍ତି ଏହି 4 ନାମର ଝିଅ- Jyotisha Shastra

ଆଜି ଏହି ଭିଡିଓରେ ଏମିତି ଚାରୋଟି ନାମର ଝିଅଙ୍କ ନାମ ବତାଇବୁ । ଆସନ୍ତୁ ଜାଣିବା କିଏ ଅଟନ୍ତି ସେ ଚାରୋଟି ନାମର ଝିଅ ।ଆସନ୍ତୁ ଏହି ଲେଖା ମାଧ୍ୟମରେ ଜାଣିବା । ବିବାହ ଦୁଇ ହୃଦୟର ସହିତ ଦୁଇପରିବାରର ମିଲନ ହୋଇଥାଏ । ବିବାହ କରିବା ପରେ ସବୁ ଝିଅଙ୍କ ଇଛାଥାଏକି ତାଙ୍କର ଜୀବନସାଥୀ ତାଙ୍କୁ ବହୁତ ଭଲ ପାଇଥାଉ । ସବୁ ଝିଅ ଚାହିଁ ଥାନ୍ତିକି ସ୍ଵାମୀ ତାଙ୍କର ସବୁ ନଖରା ଉଠାଉ ବୋଲି । ସ୍ଵାମୀର ମଧ୍ୟ ତା ସ୍ତ୍ରୀ ଉପରେ ବହୁତ ଆସ ରହିଥାଏ , ଆଉ ସବୁ ସ୍ଵାମୀ ଚାହିଁ ଥାନ୍ତିକି ତାଙ୍କ ବାପା ମାଙ୍କର ଇଜତ କରୁ ବୋଲି । ଆଉ ସାରା ପରିବାରର ଧ୍ୟାନ ରଖୁ ।


ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତିକି ସେଇ ଯୋଡିର ବିବାହ ପାଇଁ ପ୍ରଥମେ କୁଣ୍ଡଳୀ ମିଳଯାଇଥାଏ । ବହୁତ ବାର ଝିଅର ସ୍ଵଭାବକୁ ବୁଝିବା ପାଇଁ ତାର ନାମର ପ୍ରଥମ ଅକ୍ଷରରୁ ଜାଣିଥାନ୍ତି ।ପତ୍ନୀର ପରିବାର ଓ ସ୍ଵାମୀ ପ୍ରତି ସ୍ଵଭାବ କେମିତି ହୋଇଥାଏ । ଆସନ୍ତୁ ସେଇ ଚାରୋଟି ନାମର ଝିଅଙ୍କ ବିଷୟରେ ବିସ୍ତାର ରୂପରେ ବତାଇବୁ । ଯିଏ ସ୍ଵାମୀ ଆଉ ପରିବାର ପାଇଁ ବହୁତ ଉପଯୁକ୍ତ ହୋଇଥାଏ ।


ଏ ନାମର ଝିଅ :- ଏହି ଝିଅଙ୍କର ନାମ ଏ ଅକ୍ଷରରୁ ଆରମ୍ଭ ହୋଇଥାଏ । ସେଇ ଝିଅ ସ୍ବଭାବରେ ବହୁତ ସରଲା ହୋଇଥାଏ । ସେମାନେ ତାଙ୍କ କାମକୁ ବହୁତ ଲଗନ ର ସହିତ କରିଥାନ୍ତି । ଏହି ନାମର ଝିଅ ସଂପର୍କକୁ ନେଇ ବହୁତ ସଜାଗ ରହିଥାନ୍ତି । ଆଉ ବହୁତ ଇମାନ୍ଦାରୀ ସହିତ ନିଜ ସାଥିଙ୍କର ଧ୍ୟାନ ରଖିଥାନ୍ତି । ସେ ବହୁତ ଭଲ ସ୍ତ୍ରୀ ସାବିତ ହୋଇଥାନ୍ତି ।

ଏଚ ନାମର ଝିଅ :- ଯେଉଁ ଝିଅ ମାନଙ୍କର ନାମ ଏଚ ନାମରୁ ଆରମ୍ଭ ହୋଇଥାଏ । ସେମାନେ ବହୁତ ରୋମାଣ୍ଟିକ ହେବ ସହିତ ବହୁତ ଖୁସ ମିଜାଜ ହୋଇଥାନ୍ତି । ସେମାନେ କେବେବି କାହାର ଖରାପ ଚାହିଁ ନଥାନ୍ତି । ଆଉ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି, ଏହି ଝିଅ ମାନଙ୍କୁ ଯିଏ ଭରସା କରିଥାଏ ସେ କେବେବି ଚିତ କରିନଥାଏ ।

ଡି ନାମର ଝିଅ :- ଡି ନାମର ଝିଅ ତାଙ୍କର ସାଥିର ଖୁସି ପାଇଁ ବହୁତ ଗମ୍ଭୀର ହୋଇଥାଏ ଆଉ ତାର ଦାୟିତ୍ଵକୁ ବହୁତ ଭଲରେ ନିଭାଇ ଥାଏ । କାରିୟର ସହିତ ନିଜ ନିଜ ପରିବାରର ଦାୟିତ୍ଵ ରଖିଥାନ୍ତି । ଆଉ ପତ୍ନୀର ଧର୍ମ ନିଭାଇ ଥାଏ ।


ଏସ ନାମର ଝିଅ :- ଏହି ଅକ୍ଷରରେ ଆରମ୍ଭ ହୋଇଥାଏ ସେ ପ୍ରେମ ସଂପର୍କକୁ ବହୁତ ଧ୍ୟାନର ସହିତ ନିଭାଇ ଥାଏ । ଆଉ ତାଙ୍କର ସ୍ଵାମୀର ଖୁସି ପ୍ରଥମ ପ୍ପ୍ରାଥମିକତା ହୋଇଥାଏ । ଟିକେ ଜିଦି ସ୍ଵଭାବ ହେବ ପରେ ମଧ୍ୟ ଏହି ନାମର ଝିଅ ପରିବାରର ଯତ୍ନ ନେଇଥାଏ ଔ ଗୋଟିଏ ଉପଯୁକ୍ତ ଜୀବନ ସାଥି ମଧ୍ୟ ବନିଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *