ତାଙ୍କ ମନରେ କଣ ଚାଲିଛି ଆଗାମୀ ସ୍ଟେପ କଣ ହେବ, ବାଛନ୍ତୁ କୌଣସି ଗୋଟେ ନମ୍ବର ଓ ଜାଣନ୍ତୁ -Tarto Card Reading

ହେଲୋ ସାଙ୍ଗ ମାନେ କେମିତି ଅଛନ୍ତି ଆପଣ ମାନେ । ଆଶା କରୁଛୁ ବହୁତ ଭଲରେ ଥିବେ । ଆଜିର ଯେଉଁ ରିଡିଙ୍ଗ ଅଛି ଆପଣଙ୍କୁ ବହୁତ ପସନ୍ଦ ଆସିବ ଏହା ଆମର ଆଶା । ଆଜି ଆମେ ଆପଣଙ୍କୁ କହିବୁ ଆପଣ ଯାହା ବିଷୟରେ ଭାବୁଛନ୍ତି ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି । ଏଥିପାଇଁ ଆପଣଙ୍କୁ 2ଟି ବହି ର ଚିତ୍ର ମଧ୍ୟରୁ କୌଣସି ଗୋଟେ ବାଛନ୍ତୁ । ଆପଣ ଏହି 2ଟି ନମ୍ବର 2 ଜଣଙ୍କ ପାଇଁ ଚୁଜ କରିପାରିବେ । ଏହା ଏକ ପ୍ରକାରର ଜେନେରାଲ ରିଡିଙ୍ଗ ଅଟେ । ହୋଇପାରେ ଆପଣଙ୍କ ସହ କନେକ୍ଟ ହୋଇପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ଯଦି ଆପଣ ପ୍ରଥମ ନମ୍ବର ଟି  ବାଛିଛନ୍ତି ତେବେ ଆପଣଙ୍କ ପର୍ଶନ ନିଜର ଲାଇଫକୁ ନେଇ ଭାବୁଛନ୍ତି । ସେ ଆପଣଙ୍କୁ କିଛି କହିବାକୁ ଚାହୁଁ ଛନ୍ତି । ତାଙ୍କ ମନରେ ଆପଣଙ୍କ ପାଇଁ ଯାହା ଚିନ୍ତାଧାରା ଅଛି ତାହା କହିବାକୁ ଚେଷ୍ଟା କରୁଛନ୍ତି । ଆପଣଙ୍କର ଏବେର ରିଲେସନସିପ ଯାହା ଚାଲିଛି ବହୁତ ଭଲ ଚାଲିଛି । ଆପଣ ଦୁହେଁ ପରସ୍ପରକୁ କେହି କିଛି କହୁ ନାହାନ୍ତି । ଆପଣ ଚାହୁଁଛନ୍ତି ସେ କୁହନ୍ତୁ କିନ୍ତୁ ସେ ଚାହୁଁଛନ୍ତି ଆପଣ କୁହନ୍ତୁ ।

ଯଦି ସବୁ କିଛି ଠିକ ଚାଲିଛି ତଥାପି ଆପଣ ଦୁହେଁ ପରସ୍ପର ସହ ଆକ୍ସନ ନିଅନ୍ତୁ । ବହୁତ ଜଲ୍ଦି ଆପଣଙ୍କ ସମ୍ପର୍କ ରେ ଚେଞ୍ଜେସ ଆସିବ । ଆପଣ ଆଗକୁ ବଢୁଛନ୍ତି ସେ ମଧ୍ୟ ଆପଣଙ୍କର ସାଥ ଦେଉଛନ୍ତି । ଆପଣ ଦୁହେଁ ପରସ୍ପରକୁ ବହୁତ ଭଲ ପାଉଛନ୍ତି । ବହୁତ ପସନ୍ଦ କରୁଛନ୍ତି । ସଚ୍ଚା ପ୍ରେମ ରହିଛି । ଆପଣ ଦୁହେଁ ପରସ୍ପର ପାଇଁ ଭଲ ଭଲ କଥା ଭାବୁଛନ୍ତି । ୫ ମାସ ପୂର୍ବରୁ ଆପଣଙ୍କର ସମ୍ପର୍କ ରେ କିଛି ଏମିତି ହୋଇଛି ଯାହା ପାଇଁ ଆପଣ ଦୁହିଙ୍କର ସମ୍ପର୍କ ମଜବୁତ ହୋଇଯାଇଛି । ସେ ଆପଣଙ୍କ ସହ ବହୁତ ଜଲ୍ଦି ଦେଖା କରିବେ, ପ୍ରପୋଜ କରିବେ ।

୨- ଯଦି ଆପଣ ଦ୍ଵିତୀୟ ନମ୍ବର ଟି ଚୁଜ କରିଛନ୍ତି ତେବେ ଆପଣଙ୍କ ସାଥି ଚୁପ ଅଛନ୍ତି । ସେ ଚାହୁଁଛନ୍ତି ଆପଣ ନିଜ ଆଡୁ କଥା ହୁଅନ୍ତୁ । ଆପଣଙ୍କୁ ନେଇ ସେ ବହୁତ ଚିନ୍ତାରେ ଅଛନ୍ତି ରାଗିଛନ୍ତି ମଧ୍ୟ । କାରଣ ତାଙ୍କୁ ଲାଗୁଛି ଆପଣ ତାଙ୍କର ହୃଦୟ ଭାଙ୍ଗିଛନ୍ତି । ଆପଣ କିଛି ଏମିତି କରିଥାଇ ପାରନ୍ତି । ଆପଣ ବୁଝନ୍ତୁ ସେ ଚିନ୍ତାରେ ଅଛନ୍ତି । ଆପଣଙ୍କ ସାଥି ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି ଯଦି ଏହି କାମ ହୋଇଯାଏ ତେବେ ତାଙ୍କ କ୍ୟାରିୟର ରେ ସଫଳତା ପାଇବେ ।

ତାଙ୍କ ମନରେ ସମ୍ପର୍କ ପାଇଁ ବହୁତ ଭଲ ଚିନ୍ତାଧାରା ରହିଛି । ସେ ଆପଣଙ୍କ ସହ କଥା ହେଉ ନାହାନ୍ତି । କଥା କରିବାକୁ ଚାହୁଁ ଛନ୍ତି କିନ୍ତୁ ଏବେ ସେ ବ୍ୟସ୍ତରେ ଅଛନ୍ତି । ହୋଇପାରେ ସେ ଆପଣଙ୍କୁ କହିଥିବେ ନ କହିଥିବେ ମଧ୍ୟ । ଆପଣ ଦୁହିଙ୍କର ସମ୍ପର୍କ ବହୁତ ଭଲ ଅଛି । ତାନ କ ମନରେ ଅପାନଆପଣଙ୍କ ପାଇଁ ଟୃ ଫିଲିଙ୍ଗ୍ସ ରହିଛି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *