ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ପ୍ରତି ମାସରେ ଗୋଟେ ଏକାଦଶୀ ତିଥି ଆସିଥାଏ ଯାହା ଶୁଭ ଦିନ ବୋଲି କୁହା ଯାଇଥାଏ । ତେବେ 22 ମଇ ଦିନ ମହା ଏକାଦଶୀ ପଡିବ ।
ଏହି ଏକାଦଶୀ ଦିନ ଭଗବାନ ବିଷ୍ଣୁ ନିଜ ଭକ୍ତ ମାନଙ୍କ ମନ ଦୁଃଖ ଜାଣିବା ପାଇଁ ସ୍ଵର୍ଗରୁ ଆସିଥାନ୍ତି । ତେବେ ଶାସ୍ତ୍ରରେ କୁହା ଯାଇଛି ଯେ ଏହି ଦିନ ସକାଳେ ଉଠି ସ୍ନାନ କରି ପୂଜା କରିବା ଉଚିତ ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ ବହୁତ ପସନ୍ଦ ସେଥିପାଇଁ ତାଙ୍କୁ ବିଶେଷ କରି ହଳଦିଆ ଫୁଲ ଅର୍ପଣ କରନ୍ତୁ ।
ଏହା ଛଡା ଆପଣ ହଳଦିଆ ବସ୍ତ୍ର ଧାରଣ କଲେ ବହୁତ ଶୁଭ ହୋଇଥାଏ ଏହା ପରେ ଫଳ, ଧୂପ ଦୀପ ଇତ୍ୟାଦି ଅର୍ପଣ କରି ଆପଣ ଭଗବାନଙ୍କ ପୂଜା କରନ୍ତୁ । ଆସନ୍ତା ସମୟ କିଛି ରାଶିଙ୍କ ଜୀବନ ସବୁଦିନ ପାଇଁ ବଦଳିବାକୁ ଯାଉଛି, ତେବେ ଆସନ୍ତୁ ସେହି ରାଶିଙ୍କ ନାମ କଣ ।
ମେଷ ରାଶି :
ଆଜିର ଦିନ ଆପଣ ନିଜର ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ପ୍ରତି ଯତ୍ନ ନେବେ । ଆଜି ଆପଣ ନୂଆ କାର୍ଯ୍ୟର ପ୍ରାରମ୍ଭ କିମ୍ବା ଏହାର ଯୋଜନା ବନାଇପାରିବେ । ଆଜି ଆପଣ ଅନ୍ୟମାନଙ୍କୁ ଅ-ସୁ-ବି-ଧାର ସ-ମା-ସ୍ୟା-ରୁ ବାହାରକୁ ବାହାରିବାର ରାସ୍ତା ମଧ୍ୟ କହିବେ ।
ତୁଳା ରାଶି :
ଲେଖନ, ସାହିତ୍ୟ କ୍ଷେତ୍ରରେ କିଛି ନୂଆ କରିବାର ଆପଣଙ୍କୁ ପ୍ରେରଣା ମିଳିବ । ବିଦ୍ୟାର୍ଥୀ ଅଧ୍ୟଯନରେ ଉତ୍ତମ ପ୍ରଦର୍ଶନ କରି ପାରିବେ । ଆପଣଙ୍କୁ ନିଜ ଘରେ ପୂର୍ଣ୍ଣ ଦିନ ବିତାଇଲେ ଆଜି ଆପଣ ନିଜ ପରିବାରର ସୁନ୍ଦରତାକୁ ଚିହ୍ନି ପାରିବେ ।
ସିଂହ ରାଶି :
ଆପଣଙ୍କର କୌଣସି କଳିରେ ସମ୍ପୃକ୍ତ ହେବାର ସଙ୍କେତ ଅଛି । ଯଦି ସମ୍ଭବ ହୁଏ ଏହି ଗ-ମ୍ଭୀ-ର ସମସ୍ୟାକୁ ଶାନ୍ତିପୂର୍ବକ ସମାଧାନ କରିବାକୁ ଚ଼େଷ୍ଟା କରନ୍ତୁ । ପାରିବାରିକ ସଦସ୍ୟମାନଙ୍କ ସହିତ ଘରେ ସୁଖ-ଶାନ୍ତିରେ ଦିନ କଟାଇବେ । ଚାକିରି କରୁଥିବା ଲୋକଙ୍କୁ ଲାଭ ହେବ ।
କନ୍ୟା ରାଶି :
ଦାମ୍ପତ୍ୟ ଜୀବନରେ ନିକଟତା ଏବଂ ମଧୁରତା ରହିବ । କ୍ରୋ-ଧର ମାତ୍ରା ଅଧିକ ରହିବ । ଆଜି ଆପଣ ଅନ୍ୟମାନଙ୍କୁ ଅସୁବିଧାର ସ-ମା-ସ୍ୟା-ରୁ ବାହାରକୁ ବାହାରିବାର ରାସ୍ତା ମଧ୍ୟ କହିବେ । ଆଜି ଆପଣ ନୂଆ କାର୍ଯ୍ୟର ପ୍ରାରମ୍ଭ କିମ୍ବା ଏହାର ଯୋଜନା ବନାଇପାରିବେ ।
କୁମ୍ଭ ରାଶି :
ତାଙ୍କ ଦ୍ୱାରା ମିଲିଥିବା ସହଯୋଗ ଆପଣଙ୍କ ମନକୁ ସ୍ପର୍ଶ କରିବ । ଆଜିର ଦିନ ଆପଣଙ୍କୁ ଖୁସି ଏବଂ ସଫଳତା ମିଳିବ । ନିଜ ବନ୍ଧୁ ଏବଂ ମିତ୍ରମାନଙ୍କର ଆଗମନରେ ମନ ଖୁସି ହେବ ।