ପଇସା ପାଇଁ Dawood ସହ ସମ୍ବନ୍ଧ ରଖିଥିଲେ ଏହି Bollywood ଅଭିନେତ୍ରୀ !

ଦାଉଦ ବିଷୟରେ କିଏ ଅବା ଜାଣି ନାହିଁ, ଦାଉଦ ମୁମ୍ବାଇ ର ଡନ ଥିଲା ଓ ତା କଥା ମୁମ୍ବାଇ ମନିବାକୁ ବାଧ୍ୟଥିଲା କାହିଁକିନା ତା ପାଖରେ ସେହି ସମୟରେ ପାୱରଥିଲା । ତେବେ ମୁମ୍ବାଇ ଡନ ଅର୍ଥ ବହୁତ ପାୱରଫୁଲ ଡନ କାହିଁକିନା ଭାରତ ମାୟା ନଗରି ମୁମ୍ବାଇ ଭାରତର ସବୁଠାରୁ ମହଙ୍ଗା ଓ ନାମୀ ଦାମୀ ସହର ଥିଲା ।

ଏହି ସହରରେ ସବୁ ନାମୀ ଦାମୀ ଲୋକ ଅଭିନେତା ଅଭିନେତ୍ରୀ ସମସ୍ତେ ରହୁଥିଲେ ଆଜି ବି ପ୍ରାୟତଃ ଅଭିନେତା ଅଭିନେତ୍ରୀ ମୁମ୍ବାଇରେ ରୁହନ୍ତି । ତେବେ ଦାଉଦକୁ ଲୋକ ବହୁତ ଡରୁଥିଲେ ଓ ଅଭିନେତା ଅଭିନେତ୍ରୀ ମାନେ ମଧ୍ୟ ତାକୁ ଡରୁଥିଲେ ।

Image Courtesy: Google

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛି ଯିଏ ଟଙ୍କା ପାଇଁ ଦାଉଦ ସହ ସମ୍ପର୍କ ରଖିଥିଲେ । ଦାଉଦ ଏମିତି ଗୋଟେ ଡନ ଥିଲା ଯିଏ ନିଜ ପାର୍ଟି ପାଇଁ ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ଅଫର ଦଉଥିଲା ଯିଏ ଟଙ୍କାରେ ମାନିଲା ତାକୁ ଟଙ୍କା ଓ ଯିଏ ନ ମାନିଲା ତାକୁ ଧମକ ତେବେ ଯାହା ହେଲେ ବି ଦାଉଦ ନିଜ କାମ ଲୋକଙ୍କ ଦ୍ଵାରା କରାଉଥିଲା ।

Image Courtesy: Google

ତେବେ ଚଳଚିତ୍ର ଜଗତରେ ଏମିତି କୌଣସି ଅଭିନେତା ନଥିଲେ ଯିଏ ଦାଉଦକୁ ମନା କରି ପାରିବେ କାହିଁକିନା ସେ କଥାରୁ କମ ଓ ଗୁଳିରୁ ଅଧିକ କଥା କହୁଥିଲା ଓ ସମସ୍ତଙ୍କୁ ନିଜ ଜୀବନ ବହୁତ ମୂଲ୍ୟବାନ ଲାଗିଥାଏ । ତେବେ ସେହି ସମୟରେ ଦାଉଦ ସହ ବହୁତ ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ଦେଖା ଯାଇଥିଲା । ସେହି ସମୟରେ ବହୁତ କମ ସମୟରେ ପ୍ରସିଦ୍ଧ ହୋଇଥିଲେ ଅଭିନେତ୍ରୀ ମନ୍ଦାକିନୀ । ମନ୍ଦାକିନୀ ‘ରାମ ତେରି ଗଙ୍ଗା ମେଲି ହୋ ଗଇ’ ଏହି ଚଳଚିତ୍ର ଦ୍ଵାରା ପ୍ରସିଦ୍ଧ ହୋଇଥିଲେ ଯାହା ପରେ ତାଙ୍କୁ ଅନ୍ୟ ଚଳଚିତ୍ରରେ ଅଫର ପ୍ରାପ୍ତ ହୋଇଥିଲା କିନ୍ତୁ ଏହା ମଧ୍ୟରେ ମନ୍ଦାକିନୀ ଉପରେ ଦାଉଦ ନଜର ପଡିଲା ଓ ଦାଉଦ ତାଙ୍କୁ ପସନ୍ଦ କରିବା ଆରମ୍ଭ କଲା ।

Image Courtesy: Google

ତେବେ ଏହା ପରେ ବହୁତ ଗୁଡେ ଖବର ଆସିଲା ଯେ ମନ୍ଦାକିନୀ ଓ ଦାଉଦ ମଧ୍ୟରେ ସ୍ଵାମୀ ସ୍ତ୍ରୀ ସମ୍ପର୍କ ଅଛି ଓ ଦାଉଦ ମନ୍ଦାକିନୀକୁ ନିଜ ପାଖରେ ରଖିଛି । କୁହା ଯାଏ ଯେ ଚଳଚିତ୍ର ଦୁନିଆରେ ଭଲ ସଫଳତା ହାସିଲ ନକରିବାରୁ ମନ୍ଦାକିନୀ ଦାଉଦ ସହ ରହିଲେ ଯାହା ଦ୍ଵାରା ସେ ଟଙ୍କାରେ ସୋଇ ପାରିବେ କିନ୍ତୁ ସେ ଦୁହିଙ୍କ ମଧ୍ୟରେ କଣ ଥିଲା ତାହା ଦାଉଦ ଓ ମନ୍ଦାକିନୀ ହିଁ କହି ପାରିବେ । ଖବର ଅନୁଯାଇ ପରେ ମନ୍ଦାକିନୀ ତିବତ ଗୋଟେ ଡକ୍ଟର ସହ ବିବାହ କରିଥିଲେ ଓ ନିଜ ଛୁଆଙ୍କ ସହ ଖୁସିରେ ଅଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *