Tapu Mishraଙ୍କ ମୃତ୍ୟୁ ପୂର୍ବର ଶେଷ କଥା, Live ଆସି ସ୍ଵାମୀଙ୍କୁ କହିଥିଲେ କିଛି ଏମିତି, ଥରେ ଦେଖନ୍ତୁ ଆପଣଙ୍କ ଆଖିରେ ବି ଆସିଯିବ ଲୁହ, ଦେଖନ୍ତୁ Video

ତପୁ ମିଶ୍ରଙ୍କ 19 ତାରିଖ ରାତିରେ ଅ-ଚା-ନ-କ ମୃ-ତ୍ୟୁର ଖ-ବ-ର ସାମ୍ନାକୁ ଆସିବା ପରେ ସମସ୍ତେ ଆ-ଶ୍ଚ-ର୍ଯ୍ୟ ହୋଇଗଲେ । କାରଣ ସେ ଗତ ଦୁଇ ମାସ ହେବ ଭୁବନେଶ୍ଵରର ଏକ ପ୍ରା-ଇ-ବେ-ଟ ହ-ସ୍ପି-ଟା-ଲ-ରେ ଚି-କି-ତ୍ସି-ତ ହେଉଥିଲେ । ଏମିତିରେ ତାଙ୍କ ସ୍ଵାମୀ, ପରିବାର ଓ ତାଙ୍କର ଫ୍ୟା-ନ-ମା-ନେ ଆଶା କରୁଥିଲା କି ସେ ସୁ-ସ୍ଥ ହୋଇ ଘରକୁ ଚାଲି ଆସିବେ ।

କିନ୍ତୁ ତପୁ ମିଶ୍ରଙ୍କ ଭାଗ୍ୟରେ ଅଲଗା ହିଁ କିଛି ଲେଖା ହୋଇଥିଲା । ସେ ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି । ତାଙ୍କର ଗତକାଲି ଅ-ନ୍ତି-ମ ସଂ-ସ୍କା-ର-ର ସମୟରେ କ-ରୋ-ନା କ-ଟ-କ-ଣା ମଧ୍ୟରେ ବହୁତ ଲୋକମାନେ ଭି-ଡ କରିଥିଲେ । ଯେଉଁଥିରୁ ଜଣା ପଡୁଛି କି ତାଙ୍କର ଫ୍ୟା-ନ ଫୋ-ଲ-ଇ-ଙ୍ଗ କେତେ ଅଟେ । ଆଜି ଆମେ ଆପଣଙ୍କୁ ତାଙ୍କର ଅନ୍ୟ ଏକ ଭି-ଡି-ଓ ବିଷୟରେ କହିବୁ । ଯେଉଁଥିରେ ସେ ନିଜର ସ୍ଵାମୀଙ୍କ ବିଷୟରେ କହୁଛନ୍ତି ।

କହିଦେଛୁ କି ତପୁ ମିଶ୍ର ନିଜର ସୋ-ସି-ଆ-ଲ ମି-ଡି-ଆ ମାଧ୍ୟମରେ ନିଜର ଫ୍ୟା-ନ-ମା-ନ-ଙ୍କ ସହ କଥାବାର୍ତ୍ତା କରୁଥିଲେ । ଏମିତିରେ ବର୍ତ୍ତମାନ ତାଙ୍କର ପ୍ରାୟତଃ ସବୁ ଭି-ଡି-ଓ ବହୁତ ଭା-ଇ-ରା-ଲ ହେଉଛି । ଏହାରି ମଧ୍ୟରେ ଗୋଟିଏ ଭି-ଡି-ଓରେ ସେ ନିଜ ସ୍ଵାମୀଙ୍କ ବିଷୟରେ କହୁଥିବାର ନଜର ଆସୁଛନ୍ତି ।

ଏହି ଭି-ଡି-ଓ-ରେ ତାଙ୍କର ଜଣେ ଫ୍ୟା-ନ ପ୍ରଥମେ ତାଙ୍କୁ ସ୍ଵାମୀଙ୍କ ବିଷୟରେ ପ୍ରଶ୍ନ କରିଲେ ଓ ପ୍ରଶ୍ନ କରିଲେ କି ତାଙ୍କର ସ୍ଵାମୀ ମ୍ୟୁ-ଜି-କ-କୁ କେତେ ଭଲ ପାଆନ୍ତି । ତପୁ ମିଶ୍ର ଏହାର ଜ-ବା-ବ-ର କହିଲେ କି ବହୁତ ବଡ ମ୍ୟୁ-ଜି-କ ଲଭର ଅଟନ୍ତି । ସେ ଆଗକୁ କହିଲେ କି ଆମର ଯୋଡି ବି ସଠିକ ପଡିଛି ।

ସେ ହିଁ ମୋତେ କୁହନ୍ତି କି କେଉଁ ଗୀତ କେବେ ରିଲିଜ ହୋଇଛି ଓ କିଏ ଏହାକୁ ଗାଇଛି । ଏହି ଗୀତଟି ମୋତେ ବହୁତ ଭଲ ଲାଗିଲା । ମୋତେ ପ୍ରାୟତଃ ସବୁ ଗୀତ ବିଷୟରେ ସେ ହିଁ କୁହନ୍ତି । ଆଉ ଜଣେ ଫ୍ୟା-ନ ତାଙ୍କୁ ପ୍ରଶ୍ନ କରିଲେ କି ଦୀପକ ଭାଇ କେମିତି ଅଛନ୍ତି ?

ଏହାର ଜବାବରେ ତପୁ ମିଶ୍ର କହିଲେ କି ସେ ଭଲ ଅଛନ୍ତି ଓ ସେ ତାଙ୍କର କାମରେ ବ୍ୟସ୍ତ ଅଛନ୍ତି । ଆମେ ଏଥର ହୋଲି ଖେଳିଲୁ । ଏହା ପରେ ସେ କହିଲେ କି ଏହି ସମୟରେ ସେ ଆର ବର୍ଷ ଲ-କ-ଡା-ଉ-ନ କା-ର-ଣ-ରୁ ମୁମ୍ବାଇରେ ଥିଲେ । ମୁମ୍ବାଇରେ ବି ତାଙ୍କ ସ୍ଵାମୀ ଦୀପକ ପୂଜାରୀଙ୍କ ଘର ଅଛି ଓ ସେ ସେଠାକୁ ବୁଲିବାକୁ ଯାଇଥିଲେ ଓ ପାଖାପାଖି ସେ ମୁମ୍ବାଇରେ ୮ ମାସ ରହିଲେ ।

ଲ-କ-ଡା-ଉ-ନ କାରଣରୁ ଆର ଥର ସେ ହୋଲି ଖେଳି ପାରିଲେ ନାହିଁ । କିନ୍ତୁ ଏଥର ସେମାନେ ହୋଲି ଖେଳିଛନ୍ତି । ଏହିଭଳି ତପୁ ମିଶ୍ରଙ୍କ ବହୁତ ଭି-ଡି-ଓ ବର୍ତ୍ତମାନ ସମୟରେ ଭା-ଇ-ରା-ଲ ହେଉଛି । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *