Tapu Mishraଙ୍କ ବିବାହ Video ହେଉଛି ଭାଇରାଲ, ଦେଖିଲେ ଆଖିରେ ଆସିଯିବ ଲୁହ

ଓଲିଉଡର ସିଙ୍ଗର ତପୁ ମିଶ୍ର ପୁରା ଓଡିଶାରେ ପରିଚିତ ଥିଲେ । କିନ୍ତୁ ଦୁଃ-ଖର କଥା ଏହା ଅଟେ କି ୧୯ ତାରିଖ ଦିନ ସେ ଆମ ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲି ଯାଇଛନ୍ତି । ଯଦି ତାଙ୍କର ସ୍ଵାମୀଙ୍କ ବିଷୟରେ କହିବା ତେବେ ସେ ପତ୍ନୀ ତପୁ ମିଶ୍ରଙ୍କ ଦେ-ହା-ନ୍ତରେ ସବୁଠୁ ଅଧିକ ଦୁଃ-ଖରେ ଭାଙ୍ଗି ପଡିଛନ୍ତି । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ୨୦୧୮ ଡିସେମ୍ବରରେ ଦୀପକ ପୂଜାରୀ ଓ ତପୁ ମିଶ୍ର ବିବାହ

ବନ୍ଧନରେ ବା-ନ୍ଧି ହୋଇଥିଲେ । କହିଦେଉଛୁ କି ଦୀପକ ଜଣେ ଟିଭି ଅଭିନେତା ଓ ତପୁ ମିଶ୍ର ଜଣେ କଣ୍ଠଶିଳ୍ପୀ । କିନ୍ତୁ ଦୁଇ ଜଣ ଏହି ଇଣ୍ଡଷ୍ଟ୍ରି ହେବା ସତ୍ବେ ବି ଦୁଇ ଜଣଙ୍କର କମ ଅଲଗା ଅଲଗା ଥିଲା । ତଥାପି ଦୁଇ ଜଣ ପରସ୍ପରର ପ୍ରେମରେ ପଡି ଯାଇଥିଲେ । ଏହା ପରେ ସେମାନେ ବିବାହ କରିଥିଲେ ।

ଏମିତିରେ ତପୁ ମିଶ୍ର ଓ ଦୀପକଙ୍କ ବିବାହ ୨.୫ ବର୍ଷ ହୋଇ ଯାଇଛି । ବିବାହ ପରେ ବି ଦୁଇ ଜଣଙ୍କ ମଧ୍ୟରେ ଭଲ ପାଇବା କ-ମ ହୋଇ ନ ଥିଲା । ତପୁ ମିଶ୍ର ନିଜର ଶେଷ ଭିଡିଓରେ ବି କହିଥିଲେ କି ଦୀପକ ଓ ତାଙ୍କର ଯୋଡି ବହୁତ ସୁନ୍ଦର ଅଟେ । ଦୁଇ ଜଣ ପରସ୍ପରକୁ ବହୁତ ଭଲ ପାଆନ୍ତି ଓ ଦୀପକଙ୍କୁ ତାଙ୍କର ସବୁ ଗୀତ ବହୁତ ଭଲ ଲାଗେ । ସବୁବେଳେ ସେ ତାଙ୍କର ହିଁ ଗୀତ ଶୁଣୁଥାନ୍ତି । ‘

କିନ୍ତୁ ଯେତେବେଳେ ତପୁ ମିଶ୍ରଙ୍କ ମୃ-ତ୍ୟୁ ଖ-ବ-ର ସାମ୍ନାକୁ ଆସିଲା ତେବେ ତାଙ୍କ ସ୍ଵାମୀ ଦୀପକ ଦୁଃ-ଖରେ ଭା-ଙ୍ଗି ପଡିଛନ୍ତି । କହିଦେଉଛୁ କି ତପୁ ମିଶ୍ର ଯେତେବେଳେ ଭୁବନେଶ୍ଵର ହ-ସ୍ପି-ଟା-ଲ-ରେ ଚି-କି-ତ୍ସି-ତ ହେଉଥିଲେ ତେବେ ଦୀପକ ମିଶ୍ର ତାଙ୍କୁ ଆହୁରି ଉନ୍ନତ ମାନର ଚି-କି-ତ୍ସା ଯୋଗାଇ ଦେବା ପାଇଁ ବହୁତ ଚେଷ୍ଟା କରିଥିଲେ ।

ସେ ଏୟାର ଲିଫ୍ଟ କରି ଓଡିଶା ବାହାରକୁ ନେଇ ତାଙ୍କର ପତ୍ନୀ ତପୁ ମିଶ୍ରଙ୍କ ଚି-କି-ତ୍ସା କରିବା ପାଇଁ ବହୁତ ପ୍ରକାରର ଚେଷ୍ଟା ଓ ପରିଶ୍ରମ ମଧ୍ୟ କରିଥିଲେ । କିନ୍ତୁ ଏତେ ଚେଷ୍ଟା ସତ୍ବେ ବି ସେ ତପୁ ମିଶ୍ରଙ୍କୁ ବଞ୍ଚାଇ ପାରିଲେ ନାହିଁ ।

ତପୁ ମିଶ୍ରଙ୍କ ମୃ-ତ୍ୟୁ ପରେ ଦୀପକ ମି-ଡି-ଆ ସହ କଥାବାର୍ତ୍ତା କରି କହିଲେ କି ସେ କେବେ ବି ଚିନ୍ତା କରି ନ ଥିଲେ କି ତପୁ ମିଶ୍ର ତାଙ୍କୁ ଏହିଭଳି ଛାଡି ଦେଇ ଚାଲିଯିବେ । ଅନ୍ୟ ପଟେ ତପୁ ମିଶ୍ର ଦୀପକଙ୍କୁ କଥା ଦେଇଥିଲେ କି ସେ ନିଶ୍ଚିତ ରୂପରେ ସୁସ୍ଥ ହୋଇ ଘରକୁ ଫେରିବେ ।

କିନ୍ତୁ ସେ ଆଉ ଫେରିଲେ ନାହିଁ । ଆଜି ଆମେ ଆପଣଙ୍କ ପାଇଁ ତପୁ ମିଶ୍ରଙ୍କ ବିବାହ ସମୟର କିଛି ଫଟୋ ନେଇ ଆସିଛୁ । ଯାହାକୁ ଦେଖିଲେ ଆପଣଙ୍କ ଆଖିରୁ ବି ଲୁହ ଚାଲି ଆସିବ । କହିବାକୁ ଗଲେ ବିବାହର ମାତ୍ର ୨.୫ ମଧ୍ୟରେ ନିଜ ପତ୍ନୀଙ୍କୁ ହରାଇବା ଦୁନିଆର ସବୁଠୁ ବଡ ଦୁଃ-ଖ ଅଟେ । ଦୀପକ ପୂଜାରୀ ବର୍ତ୍ତମାନ ଏହି ଦୁଃ-ଖ ଓ କ-ଷ୍ଟ ଦେଇ ଗତି କରୁଛନ୍ତି ।

Leave a Reply

Your email address will not be published. Required fields are marked *