ତାରାତାରିଣୀ ସିରିଏଲ ଛାଡିଲା ପରେ ବର୍ତମାନ କଣ କରୁଛନ୍ତି ତାରିଣୀ

ଆପଣ ମାନେ ସମସ୍ତେ ନିଜ ଘର ପରିବାର ଲୋକଙ୍କ ସହ ସନ୍ଧ୍ୟାରେ ବସି କିଛି ସିରିଏଲ ଦେଖିବାକୁ ପସନ୍ଦ କରୁଥିବେ ତେବେ କଣ ଆପଣ ଜାଣିଛନ୍ତି ତାରା ତାରିଣୀ ସିରିଏଲ କେମିତି ଲାଗୁଥିଲା ଲୋକଙ୍କୁ । ତେବେ ତାରା ତାରିଣୀ ସିରିଏଲ ଏବେ ସମାପ୍ତ ହୋଇ ଯାଇଛି କିନ୍ତୁ ଲୋକେ ଆଜିବି ଏହାକୁ ଦେଖିବାକୁ ପସନ୍ଦ କରୁଥିଲେ, ତେବେ ଏହାର ମୁଖ୍ୟ କାରଣ ଏହି ସିରିଏଲ ମୁଖ୍ୟ ଅଭିନେତା ଆଉ ଅଭିନେତ୍ରୀ ଅଟନ୍ତି ଆଉ ଏହା ଛଡା ଏହି ସିରିଏଲ କାହାଣୀ ଲୋକଙ୍କ ମନ ଛୁଇଁ ପାରିଥିଲା କଣ ଆପଣ ମାନେ ଏହା ଜାଣିଛନ୍ତି ଯେ ତାରା ତାରିଣୀ ଅଭିନେତ୍ରୀ ବର୍ତମାନ କେଉଁଠାରେ ଅଛନ୍ତି ଆଉ ତାଙ୍କ ପରିବାରରେ କଣ ଚାଲିଛି ।

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଲିପି ତାରା ତାରିଣୀ ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରୁଥିଲେ, ତେବେ ବର୍ତମାନ ସିରିଏଲ ସେସ ହୋଇ ଯାଇଛି ଆଉ ଲିପିଙ୍କୁ ନିଜ ପାଇଁ କିଛି ସମୟ ମିଳିଛି । ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଅଭିନୟ ଦୁନିଆ ବହୁତ ବ୍ୟସ୍ତ ଦୁନିଆ ଅଟେ ଏଥିରେ ଶୋଇବା ପାଇଁ ସମୟ ବହୁତ କଷ୍ଟରେ ମିଳିଥାଏ ତେବେ ତାରିଣୀ ବା ଲିପି ବହୁତ ସମୟ ଧରି ସିରିଏଲ କାମରୁ ବ୍ୟସ୍ତ ରହିବା ଦ୍ଵାରା ନିଜ ଘର ପରିବାର ଲୋକଙ୍କୁ ସମୟ ଦେଇ ପାରୁ ନଥିଲେ ।

କିନ୍ତୁ ବର୍ତମାନ ସମୟ ଆସିଛି ଆଉ ସେ ନିଜ ପରିବାର ସହ ବୁଲିବା ପାଇଁ ପୁରୀ ଯାଇଛନ୍ତି । ତେବେ ଲିପି ତାଙ୍କ ସୋଶିଅଲ ମିଡିଆ ଏକାଉଣ୍ଟରେ ନିଜ ମା ଆଉ ଭାଉଜ ସହ କିଛି ଫଟୋ କ୍ଲିକ କରି ଛାଡିଛନ୍ତି ଯାହାକୁ ତାଙ୍କ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରୁଇଛନ୍ତି । ଲିପି ଏହି ସବୁ ଫଟୋରେ ସମୁଦ୍ର କୁଳ ପାଖରେ ବସିବାର ଆଉ ପଇଡ ପାଣି ପିବାର ଦେଖା ଯାଇଛନ୍ତି ।

ଏହା ଛଡା ତାଙ୍କ କୁକୁର ତାଙ୍କ ସହ ଯାଇଛି ଯାହା ବିନା ଲିପି ବହୁତ କଷ୍ଟରେ ରୁହନ୍ତି, ତେବେ ଲିପିଙ୍କ ମା ମଧ୍ୟ ଝିଅ ସୈହ ବୁଲିବାକୁ ଆସିଛନ୍ତି ଆଉ ସମୁଦ୍ର ଢେଉରେ ଲିପି ଖେଳିବାର ଆପଣ ଫଟୋରେ ଦେଖି ପାରିବେ । ଲିପିଙ୍କ ଅଭିନୟ ଦର୍ଶକ ମାନଙ୍କ ମନ ବେସ ପସନ୍ଦ କରିଥାଏ ଆଉ ତାଙ୍କ ସୁନ୍ଦରତା ଆପଣ ଦେଖି ପାରନ୍ତି ସେ ଯେତେ ସୁନ୍ଦରୀ ସେତେ ଭଲ ସ୍ଵଭାବ ଅଟେ ତାଙ୍କର ।

Leave a Reply

Your email address will not be published. Required fields are marked *