TVରେ ଫେମସ ହବା ପାଇଁ Divyanka Tripathi ଙ୍କୁ କରିବାକୁ ପଡିଥିଲା ଏହି ସବୁ କାମ 

ଆଜିକା ସମୟରେ ଯଦି ପ୍ରସିଦ୍ଧ ହବାର ଅଛି ତେବେ ସବୁଠାରୁ ସହଜ ଆଉ ସର୍ଟକଟ ରାସ୍ତା ଅଭିନୟ ଅଟେ । ଏହା ଦ୍ଵାରା ଦର୍ଶକ ଆପଣଙ୍କୁ ଜାଣିବାକୁ ପାଇଥାନ୍ତି ଆଉ ଆପଣଙ୍କ ଅଭିନୟ ଆଉ ସୁନ୍ଦରତା ଅନୁଯାଇ ଆପଣଙ୍କୁ ଦର୍ଶକ ପସନ୍ଦ କରନ୍ତି ଯାହା ପରେ ଆପଣଙ୍କୁ ନୂଆ ନୂଆ କାମ ମଧ୍ୟ ମିଳିଥାଏ । ତେବେ ବହୁତ ଝିଅ ପୁଅ ଅଛନ୍ତି ଯିଏ ଚାନ୍ସ ଭି ପାଇ ନଥାନ୍ତି କିନ୍ତୁ କିଛି ଲୋକ ଅଭିନୟ ଦୁନିଆକୁ ଆସିବାର ଭାବି ନଥାନ୍ତି କିନ୍ତୁ ଅଭିନୟ ଦୁନିଆରେ ଆଜି ସେମାନେ ବହୁତ ବଡ ନା ଅଟନ୍ତି । ଆଜି ଆମେ ଆପଣଙ୍କୁ ଦିବ୍ୟାଙ୍କା ବିଷୟରେ କିଛି କଥା କହିବାକୁ ଯାଉଛୁ ଯାହା ଆପଣ ମାନେ ଜାଣିନଥିବେ ।

ଦିବ୍ୟଙ୍କା ତ୍ରିପାଠୀଙ୍କ ଜନ୍ମ ଉତ୍ତରପ୍ରଦେଶ ଭୋପାଲରେ ହୋଇଥିଲା, ତାଙ୍କ ମା ବାପାଙ୍କ ଇଛା ଥିଲା ଯେ ତାଙ୍କୁ ଗୋଟେ ପୁଅ ହଉ କିନ୍ତୁ ଦିବ୍ୟାଙ୍କାଙ୍କ ଜନ୍ମ ପରେ ତାଙ୍କ ମା ବାପା ତାଙ୍କୁ ପୁଅ ଭଳି ମାଣିଲେ ଆଉ ରଖିଲେ ଯାହା ପରେ ଦିବ୍ୟାଙ୍କା ଟମ ବୟ ହୋଇ ଯାଇଥିଲେ । ଦିବ୍ୟାଙ୍କାଙ୍କୁ ପୁଅ ପିଲାଙ୍କ ଡ୍ରେସ ଠାରୁ ଆରମ୍ଭ କରି ସବୁ ଜିନିଷ ପୁଅ ପିଲାଙ୍କର ପସନ୍ଦ ଆସୁଥିଲା ସେ ଏନସିସି ମଧ୍ୟ ନେଇଥିଲେ ଆଉ ତାଙ୍କ ଇଛା ଆର୍ମୀରେ ଯିବାର ଥିଲା କିନ୍ତୁ କିଛି କାରଣ ପାଇଁ ସେ ଆର୍ମୀ ପାଇଁ ଗଲେ ନାହିଁ ।

ଏହା ପରେ ଦିବ୍ୟାଙ୍କା ମିସ ଉତ୍ତର ପ୍ରଦେଶ ଖିତାବ ପାଇଥିଲେ ଯାହା ପରେ ସେ ପ୍ରଥମ ଥର “ବନୁ ମେ ତେରି ଡୁଲହନ ପାଇଁ ଅଡିସନ ଡିଥିଲେ ଆଉ ତାଙ୍କୁ ଏହି ରୋଲ ପାଇଁ ପସନ୍ଦ କରା ଯାଇଥିଲା । ଏହା ପରେ ସେ ସିରିଏଲରେ ଅଭିନେତ୍ରୀ ଭାବରେ କାମ କଲେ ଆଉ ସିରିଏଲ ମୁଖ୍ୟ ଅଭିନେତା ସହ ତାଙ୍କୁ ପ୍ରେମ ହୋଇ ଗଲା ଏହି ସମ୍ପର୍କ ୯ ବର୍ଷ ପର୍ଯ୍ୟନ୍ତ ଚାଲିଲା ଦିବ୍ୟାଙ୍କା ଏହି ସମ୍ପର୍କ ପାଇଁ ବହୁତ ସିରିଏସ ଥିଲେ କିନ୍ତୁ ତାଙ୍କ ପାର୍ଟନର ତାଙ୍କୁ ଛାଡି ଚାଲି ଗଲେ ଏହା ପରେ ସେ ଜୀବନରେ ବହୁତ ଏକା ହେଇ ଯାଇଥିଲେ ।

ତା ପରେ ତାଙ୍କ ଜୀବନରେ ବିବେକ ଧଇୟା ଆସିଲେ ଯିଏ ବହୁତ ଭଲ ଅଭିନେତା ଅଟନ୍ତି ଆଉ ଦୁହେଁ ଭଲ ପାଇ ବିବାହ କଲେ । ବର୍ତମାନ ମଧ୍ୟ ଦିବ୍ୟାଙ୍କା “ୟେ ହେ ମୋହବତେ” ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରୁଛନ୍ତି ତାଙ୍କ ଫ୍ୟାନ୍ସ ମାନେ ତାଙ୍କ ଅଭିନୟ ବହୁତ ପସନ୍ଦ କରୁଛନ୍ତି କିନ୍ତୁ ସିରିଏଲରେ ଏମିତି ଗୋଟେ ସିନ ଆସିଥିଲା ଯେଉଁଥିରେ ତାଙ୍କୁ ନିଜ କୋ ଏକ୍ଟର କରନ ସହ ବହୁତ ଅଲଗା ସିନ କରିବାର ଦେଖା ଯାଇଥିଲା ଯାହା କରନ ସ୍ତ୍ରୀଙ୍କୁ ଜମା ବି ଭଲ ଲାଗି ନଥିଲା କିନ୍ତୁ ଏହି କଥାକୁ ଏକ୍ତା ସମ୍ଭାଳି ଥିଲେ କାହିଁକିନା ତାଙ୍କ କହିବାରୁ ଏହି ସବୁ ସିନ ସୁ-ଟ କରା ଯାଇଥିଲା ।

Leave a Reply

Your email address will not be published. Required fields are marked *