TV ଦୁନିଆରୁ ଆସିଲା ପୁଣି ଏକ ବଡ ଦୁଃଖ ଖବର, ଆଖି ବୁଜିଦେଲେ Taarak Mehta Ka Ooltah Chashmah ର ଏହି ପ୍ରସିଦ୍ଧ Actor

ନମସ୍କାର ବନ୍ଧୁଗଣ । ଆପଣ ମାନେ ଶ୍ୟାବ ଟିଭି ରେ ପ୍ରସାରିତ ହେଉଥିବା “ତାରକ ମେହେତାଟା କା ଓଲଟା ଚଷମା” ସିରିଏଲ ନିଶ୍ଚୟ ଦେଖୁଥିବେ । ଏହି ସୋ ରେ ଅନେକ କଳାକାର ମାନେ ବହୁତ ସୁନ୍ଦର ଭାବେ ନିଜର ଅଭିନୟ ଜାରି ରଖିଛନ୍ତି । ଏହି ସିରିଏଲ ଟି ଏତେ ମଜାଦର ସିରିଏଲ ଯାହା ଖୁବ ଲୋକପ୍ରିୟ ହୋଇ ପାରିଛି । ଏଥିରେ ଅଭିନୟ କରୁଥିବା କଳାକାର ମାନେ ମଧ୍ୟ ନିଖୁଣ ଭାବେ ପ୍ରଦର୍ଶନ କରିଥାନ୍ତି । ତେବେ ବର୍ତ୍ତମାନ ଏକ ବଡ ଦୁଖ ଖବର ଆସି ପହଞ୍ଚିଛି । ସୂଚନା ମୁତାବକ ଏହି ସୋ ରେ ଅଭିନୟ କରୁଥିବା ନଟୁ କାକା ଏ ଦୁନିଆରୁ ସବୁ ଦିନ ପାଇଁ ବିଦାୟ ନେଇଛନ୍ତି ।

ଗତ କାଲି ତାଙ୍କର ପ-ର-ଲୋ-କ ଘଟିଛି ବୋଲି ସୂଚନା ମିଳିଛି । ତାଙ୍କର ପ୍ରକୃତ ନାଁ ହେଉଛି ଘନଶ୍ୟାମ ନାୟକ । ତେଲି ପରଦାର ନଟୁ କାକା ଙ୍କର ଗତ କାଲି ମାତ୍ର ୭୭ ବର୍ଷ ବୟସରେ ଦେ-ହା-ନ୍ତ ଘଟିଛି । ସେ ଦୀର୍ଘ ଦୀୟନ ଧରି କ୍ୟାନ୍ସର ରୋଗରେ ପୀ-ଡି-ତ ହୋଇ ଚିକିତ୍ସିତ ହେଉଥିଲେ । ସେ ଟିଭି ଧାରାବାହିକ ରେ ଅଭିନୟ କରିବା ପୂର୍ବ ରୁ ବଲିଉଡରେ ଶିଶୁ କଳାକାର ଭାବେ ଜବରଦସ୍ତ ଅଭିନୟ ଜାରି ରଖିଥିଲେ । ସେ ତାଙ୍କ କ୍ଯାରିୟର ରେ ଶତାଧିକ ଗୁଜୁରାତି ଓ ହିନ୍ଦୀ ଫିଲମରେ ଜବରଦସ୍ତ ପରଫୋମାଂସ ଦେଇ ଖୁବ ଲୋକପ୍ରୟ ହୋଇଛନ୍ତି ।

ତାଙ୍କର ଅଭିନୟ କୁ ଦର୍ଶକ ମାନେ ଖୁବ ପସନ୍ଦ କରନ୍ତି । ଏହା ସହ ୩୫୦ରୁ ଅଧିକ ଟିଭି ସିରିଏଲ ରେ ଅଭିନୟ କରିଛନ୍ତି । “ତାରକ ମେହେତା କା ଓଲଟା ଚଷମା” ସିରିଏଲ ରେ ଅଭିନେତା ଘନଶ୍ୟାମ ନାୟକ ବା ନଟୁ କାକା ଏତେ ସୁନ୍ଦର ଅଭିନୟ କରିଛନ୍ତି ଯାହା ପାଇଁ ଦର୍ଶକ ମାନେ ତାଙ୍କୁ ବହୁତ ସାରା ଭଲ ପାଇବା ଦେଇଛନ୍ତି । ସେ ଏହି ସିରିଏଲରେ ନିଜର ବେଷ୍ଟ ପର୍ଫୋମାଂସ ଦେଇ ଟିଭି ଇଣ୍ଡଷ୍ଟ୍ରି ରେ ନିଜର ଅଲଗା ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ।

ଏହି ସିରିଏଲରେ ସେ ଯେଉଁ ଯେଉଁ ଚରିତ୍ର ରେ ଅଭିନୟ କରିଥିଲେ ତାହାକୁ ବେଶ ଭଲ ଭାବେ ନିଭାଇଛନ୍ତି । ଏହି ସିରିଏଲ ରେ ନଟୁ କାକା ଜେଠା ଲାଲଙ୍କର ଦୋକାନରେ କାମ କରିବାର ଭୂମିକାରେ ଅଭିନୟ କରୁଥିଲେ । ଦୁହିଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଓ ବୁଝାମଣା ରହିଥିଲା ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ଘନଶ୍ୟାମ ନାୟକ ବା ନଟୁ କାକା ଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *