ଯଦି ଆପଣ ବି ପିଉଛନ୍ତି ଫ୍ରିଜ ର ପାଣି, ତ ହେଇଯାଆନ୍ତୁ ସାବଧାନ- ନଚେତ ହେବ ଏହି ବଡ ସମସ୍ୟା

ଗରମ ହେଉ କି ଥଣ୍ଡା କେତେକ ଲୋକଙ୍କ ଅଭ୍ୟାସ ହୋଇ ଯାଇଛି କି ସେ ଫ୍ରିଜ ର ପାଣି ନ ପିଇ ରହି ପାରିବେନି । ଏଥି ପାଇଁ ଯଦି ଆପଣ ସବୁ ବେଳେ ଥଣ୍ଡା ପାଣି ର ଉପୋଯୋଗ କରୁ ଛନ୍ତି, ତେବେ ସାବଧାନ ହେଇ ଯାନ୍ତୁ , କାରଣ ଏଥିରୁ କାସ, ଥଣ୍ଡା ହୋଇ ଥାଏ, ଶରୀରକୁ ବହୁତ କ୍ଷତି ମଧ୍ୟ ପହଞ୍ଚେଇ ଥାଏ । ଥଣ୍ଡା ପାଣି ବାହାର ଟେମ୍ପରେଚର ଠାରୁ ଅଲଗା ହୋଇ ଥିବାରୁ ପେଟରେ ଥିବା ଖାଦ୍ୟ ର ପାଚନ ରେ ଅସୁବିଧା ହୋଇ ଥାଏ । ଏହା କାରଣରୁ ଆପଣଙ୍କ ପେଟ ବ୍ୟଥା ମଧ୍ୟ ହୋଇ ଥାଏ ।

ରଫ ବାଲା ପାଣି ସହ ଆଇସ କ୍ରିମ ବି ଆପଣଙ୍କ ଦେହ ପାଇଁ ବହୁତ ହାନି କାରକ ହୋଇ ଥାଏ । ଯଦି ଆପଣ ଆଇସକ୍ରିମ ର ସେବନ କରୁଛନ୍ତି ଅଧିକ ମାତ୍ରାରେ, ତେବେ ଏଥିରୁ ମୁଣ୍ଡ ବ୍ୟଥା ହବାର ସମସ୍ୟା ଲଗାତାର ହୋଇ ଥାଏ । ଥଣ୍ଡା ପାଣି ସ୍ପାଇନ ର ସେଂସେଟିୱ ଗୁଣକୁ ଥଣ୍ଡା କରି ଦିଏ , ଯାହାଦ୍ଵାରା ଏହା ମୁଣ୍ଡ ଉପରେ ପ୍ରଭାବ ପକାଇ ଥାଏ ।

ଏହି କାରଣରୁ ମୁଣ୍ଡ ବ୍ୟଥା ହୋଇ ଥାଏ । ଫ୍ରିଜ ର ପାଣି କେବଳ ଜର , କାସ ର ସମସ୍ୟା ସୃଷ୍ଟି କରି ନଥାଏ, ଏହାଦ୍ବାରା ମୁଣ୍ଡର ସିରା ଏବଂ ସ୍ପାଇନ ରେ ବି ବହୁତ କ୍ଷତି ପହଞ୍ଚାଇ ଥାଏ । ଯଦି ଆପଣ ଫ୍ରିଜ ର ପାଣି ବ୍ୟବହାର କରୁଛନ୍ତି ତେବେ ସାବଧାନ ହୋଇ ଯାନ୍ତୁ ।

ଆମ ଶରୀରରେ ବେଗ୍ସ ନାମକ ସିରା ଅଛି । ଏହାକୁ ଶରୀରର ସବୁଠୁ ବଡ କାର୍ନିୱଲ ସିରା ବି କୁହା ଯାଏ, ଯାହା କି ବେକ ଠୁ ଆରମ୍ଭ କରି ହାର୍ଟ , ଲଂଗ୍ସ ଏବଂ ଡାଇଜେସ୍ଟିୱ ସିସ୍ଟମ କୁ ନିୟନ୍ତ୍ରିତ କରି ଥାଏ । ଯେତେବେଳେ ବି ଆପଣ ବେଶି ଥଣ୍ଡା ପାଣି ପିଉଛନ୍ତି ତେବେ ଏହା ସିରା କୁ ଥଣ୍ଡା କରେ ଏବଂ ହାର୍ଟ ବିଟ କମ ହୋଇ ଯାଏ ।

ଯେତେବେଳେ ପାଣି ଆପଣଙ୍କ ଶରୀରରେ ଅନୁକୂଳ ହୁଏ ନାହିଁ, ରୁମ ର ଟେମ୍ପରେଚର ହିସାବ ରେ ପାଣି ର କବ୍ଜ ର ଅସୁଭିଧା ବହୁତ କମ ହୋଇଥାଏ । ବେଶି ଥଣ୍ଡା ପାଣି ପାଚନରେ ଅସୁବିଧା ଆଣି ଥାଏ । ଏହି କାରଣରୁ ସଲିଡ ଫୂଡ ଡାଇଜେସ୍ଟ ହବା ପାଇଁ ଟାଇମ ଲାଗେ ଏବଂ କବ୍ଜ ର ଅସୁଭିଧା ହୋଇ ଥାଏ ।

Leave a Reply

Your email address will not be published. Required fields are marked *