ପେଟର ସମସ୍ତ ସମସ୍ଯା ଦୁଇ ମିନିଟରେ ଦୂର କରିଥାଏ ଏହି ରାମବାଣ ଉପାୟ- Swami Ramdev

ଆଜିକା ସମୟରେ ଦୁନିଆରେ ଲୋକ ଏତେ ବ୍ୟସ୍ତ ରହୁଛନ୍ତି ଯାହା ଦ୍ଵାରା ସେ ବାହାର ଜିନିଷ ଅଧିକ ସେବନ କରୁଛନ୍ତି ଯାହା ଦ୍ଵାରା ପେଟ ଖରାପ ହୋଇଥାଏ ଓ ଏସିଡିଟି, ହଜମ ନ ହବା ସମସ୍ଯା ଅଲଗା ସବୁ ପ୍ରକାର ସମସ୍ଯା ଦେଖିବାକୁ ମିଳିଥାଏ । ତେବେ ଦୂର ଯାତ୍ରା ହେଉ ବା ପାଖ ଯାତ୍ରା କଲେ ମଧ୍ୟ ପେଟ ଖରାପ ହୋଇଥାଏ ଏହା ଛଡା ତେଲ ମସଲା ଅଧିକ ମାତ୍ରାରେ ସେବନ କରିବା ଦ୍ଵାରା ଲୋକଙ୍କ ପେଟ ବହୁତ ଖରାପ ହୋଇଥାଏ ।

ଏବଂ ମଣିଷ ଶରୀରରେ ପେଟ ରୋଗର କେନ୍ଦ୍ର ହୋଇଥାଏ ଆପଣଙ୍କ ପେଟ ଖରାପ ହେଲେ ଆପଣଙ୍କୁ ବହୁତ ପ୍ରକାର ସମସ୍ଯା ଆରମ୍ଭ ହୋଇଥାଏ, ତେବେ ଆପଣଙ୍କୁ ଏହି ସମସ୍ଯାରୁ ବଞ୍ଚାଇବା ପାଇଁ ଆଜି ଆମେ ଆପଣଙ୍କୁ ରାମଦେବ ବାବାଙ୍କ ଉପାୟ କହିବାକୁ ଯାଉଛୁ ।

Image Courtesy: Google

ରାମଦେବ ବାବାଙ୍କୁ କିଏ ଜାଣି ନାହିଁ ଆଜିକା ସମୟରେ ସମସ୍ତେ ତାଙ୍କୁ ଜାଣିଛନ୍ତି ଓ ରାମଦେବ ବାବାଙ୍କ ଯୋଗ ଓ ଆୟୁର୍ବେଦିକ ଔଷଧ ବହୁତ ଲୋକଙ୍କ ସ୍ୱାସ୍ଥ୍ୟ ଭଲ ମଧ୍ୟ କରିଛି । ତେବେ ଆସନ୍ତୁ ଜାଣିବା ପେଟ ସମ୍ବନ୍ଧରେ ରାମଦେବ ବାବାଙ୍କ ବିଚାର କଣ ଅଟେ । ରାମଦେବ ବାବଙ୍କ କହିବା ଅନୁଯାଇ ଆମ ପେଟ ଖରାପ ହବାର ଅସଂଖ୍ଯ କାରଣ ହୋଇପାରେ, ତେବେ କାରଣ ସେତେ ଆବଶ୍ୟକ ନୁହ ଯେତେ ଆପଣଙ୍କ କାର୍ଯ୍ୟ ଆବଶ୍ୟକ ହୋଇଥାଏ ଯଦି ଆପଣ ନିଜ ପେଟ ସ୍ୱାସ୍ଥ୍ୟ ରଖିବା ପାଇଁ ଚାହନ୍ତି ତେବେ ସବୁଠାରୁ ରାମବାଣ ଚିକିତ୍ସା ଡାଳିମ୍ବ ଅଟେ,

Image Courtesy: Google

ଡାଳିମ୍ବ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ଅଟେ, ଯେବେ ବି ଆପଣଙ୍କ ପେଟ ଖରାପ ହେଉ ବା ଆପଣଙ୍କ କୌଣସି ଜିନିଷ ହଜମ ନହେଉ ସେତେବେଳେ ଆପଣଙ୍କୁ ଡାଳିମ୍ବ ସେବନ କରିବା ଉଚିତ ଏହା ଦ୍ଵାରା ଆପଣଙ୍କ ପେଟ ସବୁ ସମସ୍ଯା ଦୂର ହୋଇଥାଏ ଓ ଏହା ଦ୍ଵାରା ଆପଣଙ୍କ ଶରୀରରେ ରକ୍ତ ସଂଚାର ବଢିବାକୁ ଲାଗିଥାଏ ।

Image Courtesy: Google

ତେବେ ଏହା ଛଡା ଆଉ ଦୁଇଟି ଜିନିଷ ଅଛି ଯାହା ଆପଣ ସେବନ କରି ପାରିବେ ଓ ଆପଣାଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ହୋଇଯିବ ଆପଣ ବେଲ ଓ ଛାଚ ମଧ୍ୟ ସେବନ କରି ପାରିବେ, ଏହି ଦୁଇ ଜିନିଷ ଆପଣଙ୍କ ପେଟ ସଫା କରିଥାନ୍ତି ଓ ଆପଣାଙ୍କ ପେଟ ସଫା ହୋଇଥାଏ । ତେବେ ବେଲ ବା ଡାଳିମ୍ବ ସେବନ କରିବା ଦ୍ଵାରା ଆପଣଙ୍କ ପେଟରେ ଏସିଡିଟି ଭଳି ସମସ୍ଯା କେବେ ହୋଇନଥାଏ ସେଥିପାଇଁ ପ୍ରୟାସ କରନ୍ତୁ ପ୍ରତିଦିନ ଗୋଟେ ଡାଳିମ୍ବ ବା ଗୋଟେ ଗ୍ଳାସ ବେଲ ପଣା ସେବନ କରିବା ପାଇଁ

Image Courtesy: Google

ଏହା ଦ୍ଵାରା ଆପଣଙ୍କ ପେଟ ସଫା ରହିଥାଏ ଏହା ଛଡା ପ୍ରତିଦିନ ରାତିରେ ନିଜେ ନିଜ ପାଦ ଚିପି ଦିଅନ୍ତୁ ଓ ନିଜ ଗୋଡ ପେଣ୍ଡା ଚିପନ୍ତୁ ଏହା ଦ୍ଵାରା ଆପଣଙ୍କ ମାଇଣ୍ଡ ଫ୍ରେସ ଲାଗିଥାଏ ଶରୀର ଆରାମ ଲାଗିଥାଏ ଓ ସବୁଠାରୁ ମହତ୍ଵପୂର୍ଣ କଥା ଏହା ଦ୍ଵାରା ଆପଣଙ୍କ ପେଟ ଭଲ କାମ କରିଥାଏ ସେଥିପାଇଁ ପ୍ରତିଦିନ ନିଜ ଗୋଡ ପେଣ୍ଡା ନିଜେ ଦବାନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *