ଟିଭି ସୋ ଗୋପୀ ବହୁର ଶାଶୁ କୋକିଲା ଅସଲ ଜୀବନରେ ରୁହନ୍ତି ବହୁତ କୁଲ

ବର୍ତମାନ ସମୟରେ ସିନେମା ଦୁନିଆ ଠାରୁ ଅଧିକ ଚ୍ର୍ଚିତ ଦୁନିଆ ସିରିଏଲ ଦୁନିଆ ଅଟେ ଏହି କଳାକାରକୁ ଲୋକ ଘରେ ଘରେ ଜାଣିଛନ୍ତି ତେବେ ଆପଣ ମାନଙ୍କ ମଧ୍ୟରୁ ବହୁତ ଲୋକ ଚଳଚିତ୍ର ଦୁନିଆ କଳାକାର ମାନଙ୍କୁ ଜାଣି ନଥିବେ କିନ୍ତୁ ସିରିଏଲ ଜଗତ କଳାକାର ମାନଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ତେବେ ଆପଣ ମାନେ “ସାଥ ନିଭାନା ସାଥୀୟା” ସିରିଏଲ ଦେଖିଥିବେ ତେବେ ଏହି ସିରିଏଲ ବହୁତ ପ୍ରସିଦ୍ଧ ମଧ୍ୟ ହୋଇଥିଲା ।

ଯାହା କାରଣରୁ ଏହା ଦ୍ଵିତୀୟ ଥର କରୋନା ସମୟରେ ପ୍ରସାରଣ କରା ଯାଇଥିଲା ତେବେ ବହୁତ ଲୋକ ଏହାକୁ ପାରିବାରିକ ସିରିଏଲ ଅନୁଯାଇ ଦେଖିବା ପସନ୍ଦ କରନ୍ତି ।

Image Courtesy: Google

ଆଜି ଆମେ ଆପଣଙ୍କୁ ଏହି ସିରିଏଲ ମୁଖ୍ୟ କଳାକାର ବିଷୟରେ କହିବାକୁ ଯାଉଛୁ ଯାହା ଜୀବନ ଉପରେ ଏହି ସିରିଏଲ କାହାଣୀ ଆଧାରିତ ଥିଲା ତେବେ ଆସନ୍ତୁ ଆରମ୍ଭ କରିବା । କୋକିଲା ମୋଦୀଙ୍କ ଅସଲ ନାମ ରୂପଲ ପଟେଲ ଅଟେ ଓ ତାଙ୍କ ସ୍ବାମୀଙ୍କ ନାମ ରାଧା କୃଷ୍ଣନ ଦତ୍ତ । ରୂପଲ ପଟେଲ ସିରିଏଲ ରେ ଯେତେ ପିନ୍ଧା ପିନ୍ଧି କରିଛନ୍ତି ତେବେ ଅସଲ ଜୀବନରେ ସେ ବହୁତ କୁଲ ଅଟନ୍ତି ଓ ବହୁତ ଵେଷ୍ଟନ ଲୁକରେ ରହିବା ପସନ୍ଦ କରନ୍ତି, ରୂପଲ ପଟେଲ ମହାରାଷ୍ଟ୍ରରେ ଜନ୍ମ ହୋଇଛନ୍ତି ।

Image Courtesy: Google

ରୂପଲ ପଟେଲ ଜନ୍ମ ୨ ଜାନୁଆରୀ ୧୯୭୫ରେ ମୁମ୍ବାଇ ରେ ହୋଇଥିଲା, ରୂପଲକୁ ବହୁତ ସିରିଏଲରେ କାମ ମିଳିଲା କିନ୍ତୁ ତାଙ୍କ ପରିଚୟ ପ୍ରାପ୍ତ ହେଲା ନାହିଁ କିନ୍ତୁ ସାଥିଆ ସିରିଏଲରେ ତାଙ୍କୁ ସେହି ପରିଚୟ ପ୍ରାପ୍ତ ହେଲା ଯାହା ପାଇବା ପାଇଁ ସେ ଏତେ କଷ୍ଟ କରିଥିଲେ । ରୂପଲ ପଟେଲ ବହୁତ ଗୁଡେ ବଙ୍ଗାଳୀ ଓ ଗୁଜୁରାତି ସିରିଏଲରେ ମଧ୍ୟ କାମ କରିଛନ୍ତି, ତେବେ ଖବର ଅନୁଯାଇ ରୂପଲ ନିଜ ଏକଟିଙ୍ଗ ଟ୍ରେନିଙ୍ଗ ଦିଲ୍ଲୀ ଏକଟିଙ୍ଗ ଟ୍ରେନିଙ୍ଗ ସ୍କୁଲ ଠାରୁ ନେଇଥିଲେ ଓ ତାଙ୍କ ଅଭିନୟ ସେ ମେହେକ ଚଳଚିତ୍ର ଦ୍ଵାରା ଆରମ୍ଭ କରିଥିଲେ କିନ୍ତୁ ଫିଲ୍ମରେ ତାଙ୍କୁ କିଛି ଭଲ ସଫଳତା ପ୍ରାପ୍ତ ହେଲା ନାହିଁ ଯାହା ପରେ ରୂପଲ ସିରିଏଲରେ କାମ କରିବା ଆରମ୍ଭ କଲେ ଓ ତାଙ୍କୁ ଭଲ ଇନକମ ହେଲା କିନ୍ତୁ ପରିଚୟ ପ୍ରାପ୍ତ ହେଲା ନାହିଁ କିନ୍ତୁ ସାଥିଆ ସିରିଏଲ ଦ୍ଵାରା ତାଙ୍କୁ ତାହା ମଧ୍ୟ ପ୍ରାପ୍ତ ହେଲା ।

Image Courtesy: Google

ତେବେ କୋକିଲା ମୋଦୀକୁ ଆପଣ ମାନେ ସିରିଏଲ ରେ ଯେମିତି ଷ୍ଟ୍ରିକ୍ଟ ଦେଖା ଯାନ୍ତି ଅସଲ ଜୀବନରେ ସେ ସେତେ ମଜାଳିଆ ଅଟନ୍ତି ଓ ରୂପଲ ଦେଖିବା ପାଇଁ ବହୁତ ମଡନ ମଧ୍ୟ ଦେଖା ଯାନ୍ତି ତେବେ ତାଙ୍କୁ ସିରିଏଲ ରେ ଦେଖୁଥିବା ଲୋକ ତାଙ୍କୁ ଅସଲ ଜୀବନରେ ଜାଣି ପାରନ୍ତି ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *