କରୋନା ଟୀକା ନେବା ପରେ ଦମ୍ପତିଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଉଚିତ କି?

ସାରା ବିଶ୍ବରେ ଏବେ କ-ରୋ-ନାର ଆତଙ୍କ ଖେଳି ଯାଇଛି । ଦିନ ପରେ ଦିନ ଅତିକ୍ରମ କଲାପରେ ମଧ୍ୟ ଏହି ରୋ-ଗର ପ୍ରଭାବ କମିବା ପରିବର୍ତେ ଏହା ନିଜର କାୟା ଅଧିକରୁ ଅଧିକ ବିସ୍ତାର କରି ଚାଲିଛି । ଏହା ପରେ ମଧ୍ୟ ବିଶେଷଜ୍ଞ ମାନେ ନିଜର କଠୋର ଚେଷ୍ଟା ବଳରେ କ-ରୋ-ନାର ଟୀକା ଆବିଷ୍କାର କରି ସାରିଛନ୍ତି,

ଏବଂ ଏହି ଟୀକା ଏବେ ସମସ୍ତଙ୍କ ପାଖରେ ପହଞ୍ଚି ପାରିଛି । ଯଦିବି ସମସ୍ତେ ଏବେ କ-ରୋ-ନା ଟୀକା ନେଉଛନ୍ତି, ଟୀକା ନେବାପରେ ଆମ ମନରେ ଏହାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମା-ରୁଛି । ତେବେ ଏହି ସବୁ ପ୍ରଶ୍ନର ସମାଧାନ ଦେବା ପାଇଁ ସ୍ନାୟୁ ରୋ-ଗ ବିଶେଷଜ୍ଞ ଡାକ୍ତର ସଞ୍ଜୟ ପ୍ରକାଶ ଚୌଧୁରୀ ଆଗେଇ ଆସିଛନ୍ତି ।


ତେବେ ଟୀକା ନେବା ପରେ ପ୍ରଥମେ ଏହି ପ୍ରଶ୍ନ ଲୋକଲୋଚନାକୁ ଆସିଛି ଯେ ଯଦି ବୈବାହିକ ଦମ୍ପତି ଙ୍କ ମଧ୍ୟରୁ କେହି ଜଣେ ଟୀକା ନେଇଛନ୍ତି କିନ୍ତୁ ଅନ୍ୟ ଜଣେ ଟୀକା ନେଇ ନାହାନ୍ତି, ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିବା ଉଚିତ ନା ନାହିଁ । ଶାରୀରିକ ସମ୍ପର୍କ ରଖିବା ଦ୍ଵାରା କୌଣସି ପାର୍ଶ୍ଵ ପ୍ରତିକ୍ରିୟା ରହିବାର ସମ୍ଭାବନା ରହିଛି କି? ତେବେ ଏହି ପ୍ରଶ୍ନର ଉତରା ଦେବାକୁ ଯାଇ ଡାକ୍ତର ସୂର୍ଯ୍ୟ ପ୍ରକାଶ ଚୌଧୁରୀ ଏହାକୁ ଏକ ଗୁଜବ ବୋଲି କହିଛନ୍ତି ।


ତାଙ୍କ କହିବା ଅନୁସାରେ ଏଥିରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ରହିବ ନାହିନ ଏବଂ ଏହାର ପ୍ରମାଣ କୌଣସି ବୈଜ୍ଞାନିକ ପଦ୍ଧତିରେ ମିଳିନାହିଁ । ଟୀକା ନେଇଥାନ୍ତୁ ବା ନଥାନ୍ତୁ ଆପଣ ପୂର୍ବ ଭଳି ନିଜର ଦୈନଦିନ ଜୀବନ ଜାପାନ ଅତିବାହିତ କରି ପାରିବେ । ଯେତେତୁ ଏବ ସରକାର କହି ସାରିଛନ୍ତି ଯେ ୧୮ ବର୍ଷରୁ ଉର୍ଦ୍ଧ ସମସ୍ତ ବ୍ୟକ୍ତି ଟୀକା ନେଇ ପାରିବେ, ଆମକୁ ଆଉ କୌଣସି ଭୟ କରିବାର ଆବଶ୍ୟକ ନାହିଂ । ସେ ଏହା ମଧ୍ୟ କହିଛନ୍ତି ଯେ ଟୀକା ନିଅନ୍ତୁ ବା ନ ନିଅନ୍ତୁ ଆପଣ ନିଜର ବୈବାହିକ ଜୀବନ ଅତିବାହିତ କରି ପାରିବେ ।


ଏହା ପ୍ରତି କୌଣସି କଟକଣା ବା ନିୟମ ନାହିଜେ ଆପଣ ଟୀକା ନେଲା ପରେ ଶାରୀରିକ ସମ୍ପର୍କ ରାଖୀ ପାରିବେ ନାହିଂ । କିନ୍ତୁ ଯଦି କୌଣସି ବ୍ୟକ୍ତି କ-ରୋ-ନାରେ ପୀଡିତ ଅଟନ୍ତି ତେବେ ନିଶ୍ଚିନ୍ତ ଭାବେ ତାଙ୍କ ସମ୍ପର୍କରେ ଆସିବା ଅନୁଚିତ । ସେ ମଧ୍ୟ ସମସ୍ତଙ୍କୁ ଏହି ଉପଦେଶ ଦେଇଛନ୍ତି ଯେ ବିନା କୌଣସି ଭୟରେ ଆପଣ ନିଶ୍ଚିତ ଭାବରେ କ-ରୋ-ନା ଟୀକା ନିଅନ୍ତୁ, କାରଣ ଏଥିରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଂ ଏବଂ ଟୀକା ନେବା ପରେ ମଧ୍ୟ ଆମକୁ ସତର୍କ ରହିବାକୁ ପଡିବ ।

ତେଣୁ ଆମର ମନରେ ଥିବା ପ୍ରଶ୍ନକୁ ଆଧାର କରି ସେ ନିର୍ଭଏ ରହିବାକୁ ଉପଦେଶ ଦେବା ସହ କ-ରୋ-ନାର ସମସ୍ତ ନିୟମକୁ ମାନି ଚାଲିବା ଓ କୌଣସି ପ୍ରକାରର ଗୁଜବ ପ୍ରତି ବିଶ୍ଵାସ ନକରି, ଏହି ପ୍ରଶ୍ନର ସମାଧାନ ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ବୋଲି ଉପଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *