ମୋର ନାମ ହେଉଛି ହୃଷୀକେଶ ଶେଠୀ । ଆଜିଠୁ ପ୍ରାୟ 19 ରୁ ୨୦ ବର୍ଷ ହେବ ଦୁଇଟି ଆଖିରେ ଅସୁବିଧା ଲାଗି ମୁଁ ଦେଖିବାକୁ ପାଉନଥିଲେ । ଶେଥି ପାଇଁ କଟକରେ ଥିବା ଡାକ୍ତର ଚଣ୍ଡୀ ଦାସଙ୍କ ପାଖକୁ ଯାଇଥିଲେ । ଡାକ୍ତର ଆଖି ଦେଖିଲା ପରେ କହିଥିଲେକି ରେଟିନାରେ ଅସୁବିଧା ରହିଛି ।
ବିଭିନ୍ନ ମେଡିକାଲ ଦେଖେଇଲା ପରେ ପୁଣି ବିଡାନାଶୀ ମଧ୍ୟ ଯାଇଥିଲି ସେଠାରେ ମଧ୍ୟ ହୋଇନଥିଲା । ତାପରେ ଆଉ ଜଣେ ଡାକ୍ତରଙ୍କ ପରାମର୍ଶରେ ଆସିଥିଲି ସେ ମୋତେ କହିଥିଲେକି ଆପଣ ହାଇଦ୍ରାବାଦ ଏଲବୀ ପ୍ରସାଦ ଆଇ ମେଡିକାଲ ରହିଛି ସେଠାକୁ ଯାଆନ୍ତୁ ଶେଠୀ କିଛି ନା କିଛି ହୋଇପାରେ । ତାଙ୍କ କଥା ଜାଣି ମାନି ମୁଁ ଏଲବୀ ପ୍ରସାଦରେ ଦେଖେ ଇଲା ପରେ ବାମ ଆଖିଟା ଅପରେସନ କରଯାଇଥିଲା ।
ଅପରେସନ ପରେ ମୁଁ ମୋର ବାମ ଆଖିରେ ଦେଖି ପାରୁଥିଲି ଆଉ ପଇସା ଅଭାବ ଯୋଗୁ ଡାହାଣ ଆଖିର ଅପରେସନ କରିପାରିନଥିଲେ । ଆଉ ଡାହାଣ ଆଖି ଧୀରେ ଧୀରେ ନଷ୍ଟ ହେବାକୁ ଯାଉଥିଲା । ଜମାବି ଦେଖାଯାଇଥିଲା ପୁରା କଳା ଦେଖାଯାଉଥିଲା । ୨୦୧୮ ରେ ଭୁବନେଶ୍ଵରରେ ଯେଉଁ ଏଲବୀ ପ୍ରସାଦ ଅଛି ମୁଁ ସେଟାକୁ ଯାଇଥିଲି । ଏଠାରେ ଦୁଇଟି ଆଖି ଟେଷ୍ଟ କରିବା ପରେ ସେ କହିଥିଲେ ବାମ ଆଖିରେ ଲେନସେ ଲଗାଇଲେ ଭଲରେ ଦେଖି ପାରିବେ କିନ୍ତୁ ଡାହାଣ ଆଖିଟି ସମ୍ପୂର୍ଣ ନଷ୍ଟ ହୋଇଯାଇଛି ।
ଶେଥିପାଇଁ ବହୁତ ଦୁଖ ପ୍ରକାଶ କରିଥିଲି କିନ୍ତୁ ମନୋବଳ ଦୃଢ ଥିଲା । ତାପରେ ଭାବିଥିଲି ଯଦି ଏଲବୀ ପ୍ରସାଦ ପାଖକୁ ଜୀବି ତେବେ ଭଲ ଫଳ ମଧ୍ୟ ମିଳିବ । ତାପରେ ହାଇଡ୍ରାବାଦରେ ଦେଖେଇଲା ପରେ କହିଥିଲେ ଡାକ୍ତର ପ୍ରବୀଣ ଦୁବେ କହିଥିଲେ ଡାହାଣ ଆଖି ଯଦି ଅପରେସନ କରାଯାଏ ତେବେ ଦେଖା ଯାଇ ପରେ ନ ପରେ ମଧ୍ୟ ଓ ଚେଷ୍ଟା କରିବେ । ଡାକ୍ତର କହିଥିଲେ ଆଖିଟି ଅପରେସନ ପାଇଁ ତିନିରୁ ଚାରି ଲକ୍ଷ ଲାଗିବା ବୋଲି କହିଥିଲେ ।
ପାଇସାର ଅଭାବ ଲାଗି ମୁଁ ଅପରେସନ କରି ପାରିନଥିଲି । ଆଉ ଡାକ୍ତରଙ୍କୁ କିଛି ସମୟ ମାଗିଥିଲେ ପଇସା ଆରେଞ୍ଜେ କରିବା ପାଇଁ ଆଉ ସେହି ସମୟ ଭିତରେ ୨୦୧୯ ରେ କୋଭିଡ ଆରମ୍ଭ ହୋଇଯାଇଥିଲା । ମହାମାରୀ ସମୟରେ ପୁରା ଲକ ଡାଉନ ହୋଇଗଲା ଆଉ ଯାଇ ପାରିନଥିଲେ ହାଇଦ୍ରାବାଦ ।
ଆଉ ବହୁତ ଚିନ୍ତିତ ଥିଲି ମଧ୍ୟ । ଆଉ ମେ ୮ ତାରିଖରେ ଯେଉଁ କୋଭିଡ ଟୀକା ନେଲି ଯେଉଁ ଡାହାଣ ଆଖି କିଛିବି ଦେଖାଯାଉନଥିଲା ସେ ଆଖିରେ ଧୀରେ ଧୀରେ କୋଡିଏ ରୁ ୩୦ ପ୍ରତିଶତ ଲାଇଟ ପାସ ହେଉଛି ଆଉ ଟିକେ ଝାପସା ଦେଖା ଯାଉଛି । ସେ କହିଲେ କୋଭିଡ ଟୀକା ନେବା ପରେ ମମୋର ଦ୍ରୁଷ୍ଟି ଶକ୍ତି ଫେରି ପାଇଛି ବୋଲି ଭାବୁଛି । ଆଉ ମୋ ଆଖିକୁ କିଛି ମାତ୍ରାରେ ଦେଖାଯାଉଛି ।
ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଆଗକୁ ଏମିତି ଅନେକ ଟିପ୍ସପାଇଁ ପେଜକୁ ଲାଇକ କରନ୍ତୁ ।